ପ୍ରଥମେ ଛୋଟପିଲା ସହ ହେଲା ଦୁ-ଷ୍କ-ର୍ମ,ଆଉ ତା ପରେ ଯାହା ହେଲା,ତାହା ଜାଣିଲେ ଆପଣଙ୍କ ହଦୟ ଥରି ଉଠିବ,ଜାଣନ୍ତୁ ପୁରା ଘଟଣା

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଆଉଥରେ ଅମାନବୀୟ କାର୍ଯ୍ୟ ହୋଇଛି|ହଁ ଆଜ୍ଞା ଦେଶରେ ନାବାଳକ ଛୁଆ ସହ ଦୁଷ୍କର୍ମ ଘଟଣା ବଢି ଚାଲିଛି|ଯାହା ଚିନ୍ତାଜନକ|ଏହି ମାମଲା ଦିଲ୍ଲୀର ଦକ୍ଷିଣ ପୂର୍ବ ଜିଲ୍ଲା ନାଙ୍ଗଲ ଗାଁର ଶ୍ମଶାନ ଘାଟର ଅଟେ|ଏଠାରେ ୯ ବର୍ଷୀୟ ଛୁଆକୁ ରେ-ପ କରାଯାଇ ହ-ତ୍ୟା କରି ସେଠାରେ ଜଳାଇ ଦିଆଗଲା|

ପରିଜନଙ୍କ ଆ-ରୋ-ପ ରହିଛି ଯେ ଶ୍ମଶାଳର ପୂଜାରୀ ଓ ତିନି ଜଣ ଅନ୍ୟ ଲୋକମାନେ ଝିଅ ସହ ଦୁଷ୍କର୍ମ କରିଛନ୍ତି|ତା ପରେ ସେଠାରେ ଜଳାଇଛନ୍ତି|ପୋ-ଲି-ସ ଆ-ରୋ-ପୀ ବିରୁଦ୍ଧରେ ରିପୋର୍ଟ ଦାଖଲ କରି ଗି-ର-ଫ କରିଛି|

କୁହାଯାଉଛି ଯେ ଛୁଆ ଶ୍ମଶାନରେ ଲାଗିଥିବା ୱଟର କୁଲରରୁ ଥଣ୍ଡା ପାଣି ନେବାକୁ ଯାଇଥିଲା|ସେଠାରେ ଥିବା ଲୋକମାନେ ତାକୁ ବଳାତ୍କାର କଲେ ଓ ଧରା ପଡ଼ିଯିବା ଭୟରେ ହତ୍ୟା କରି ତାକୁ ଜଳାଇ ଦେଇଥିଲେ|ଆ-ରୋ-ପୀ ମଧ୍ୟରୁ ଜଣେ ଫୋନ କରି ଜଣାଇଥିଲେ ଯେ ଛୁଆର ମୃ-ତ୍ୟୁ କରେଣ୍ଟ ଲାଗିବା ଫଳରେ ହୋଇଛି|ଏଥିପାଇଁ ଅନ୍ତିମ ସଂସ୍କାର କରାଯାଇଥିଲା|

ପୋ-ଲି-ସ କହିଛି ଯେ ପ୍ରମାଣ ଲୁଚାଇବାକୁ ଯାଇ ଓ ସମ୍ପର୍କୀୟମାନଙ୍କୁ ନବତାଇ ଅନ୍ତିମ ସଂସ୍କାର କରିବା ପାଇଁ ମକଦ୍ଦମା ରୁଜୁ କରାଯାଇଛି|ଶନିବାର ଦିନ ସନ୍ଧ୍ୟାରେ ଏସିଏଟି କମିଶନର ମିଟିଂରେ ପୋ-ଲି-ସ ଆଇପିସି ଧାରା ୩୦୨,ଗ୍ୟାଙ୍ଗରେପ ,ପ୍ରୋକ୍ସି ଆକ୍ଟ ୫୦୬,୩୪୨,୨୦୧,୩୪ ଓ ଏସିଏସ୍ଟି ଆକ୍ଟ ଯୋଡିଛି|

ଛୁଆର ପରିବାର ଲୋକେ ଛୁଆ ସହ ରେ-ପ ହୋଇଥିବା ଅ-ଭି-ଯୋ-ଗ କରିଛନ୍ତି|ମାତା ପିତାଙ୍କ ବିନା ଅନୁମତିରେ ଶ-ବ ସଂସ୍କାର ସହ ଜଳାଇଥିଲେ|ଏହାକୁ ନେଇ ଗ୍ରାମବାସୀ ପ୍ରଦର୍ଶନ କରିଥିଲେ|ପୋ-ଲି-ସ ବିରୁଦ୍ଧରେ ନାରାବାଜି ମଧ୍ୟ କରିଥିଲେ|

ଡିସିପି ଇଙ୍ଗିତ ସିଂ କହିଛନ୍ତି ରବିବାର ରାତି ୧୦.୩୦ ରେ କେଣ୍ଟ ପୋଲିସକୁ ପିସିଆର୍ କଲରେ ଘଟଣାର ସୂଚନା ମିଳିଥିଲା|ରାତିରେ ଶ୍ମଶାନରେ ପାଖାପାଖି ୨୦୦ ଲୋକ ଜୁଟିଥିଲେ|ପୋଲିସ ଦଳ ଶ୍ମଶାନରେ ପହଞ୍ଚି ମାତା ପିତାଙ୍କ ସହ ଆଲୋଚନା କରିଥିଲେ|

ସାଉଥ ୱେଷ୍ଟ ଦିଲ୍ଲୀ ଡିସିପି ଇଙ୍ଗିତ ପ୍ରତାପ ସିଂହ କହିଛନ୍ତି ଯେ ଆରୋପରେ ଶ୍ମଶାନର ପଣ୍ଡିତ ରାଧେଶ୍ୟାମ ଓ ତିନି ଜଣ ଲୋକଙ୍କୁ ଗି-ର-ଫ କରାଯାଇଛି|ପୋଲିସ ଘଟଣାର ତଦନ୍ତ କରୁଛି ଓ ଏହା ପତା ଲଗାଉଛନ୍ତି ଯେ କ’ଣ ପରିବାରକୁ ଚୁପ ରହିବାକୁ ୨୦ ହଜାର ଟଙ୍କା ଦିଆଯାଇଛି|

କିଛି ଲୋକ ଜଳୁଥିବା ଶବରେ ପାଣି ଢ଼ାଳି ଥିଲେ କିନ୍ତୁ ସେତେବେଳେ ଅଧିକାଂଶ ଅଂଶ ପୋଡିଯାଇଥିଲା|ପୋଲିସ ସେ ଅଂଶକୁ ନେଇ ପୋଷ୍ଟମର୍ଟମ କରିଛି|

୯ ବର୍ଷୀୟ ଛୁଆ ସହ ଗ୍ୟାଙ୍ଗ ରେ-ପ ଓ ହ-ତ୍ୟା ଫଳରେ ଲୋକମାନେ କ୍ୟାଣ୍ଡେଲ ମାର୍ଚ ବାହାର କରି ଶୀଘ୍ର ଆରୋପୀକୁ ଦଣ୍ଡ କାମନା କରିଛନ୍ତି|ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ଏହାକୁ ଗ୍ୟା-ଙ୍ଗ-ରେ-ପ କହିଛନ୍ତି|ସେ କହିଛନ୍ତି ଏହାର ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ|

ପୂଜାରୀ ଓ ତାଙ୍କ ସାଥି ମାତା ପିତାଙ୍କୁ କହିଛନ୍ତି ଯେ ପିସିଆର କଲ ଯାଇଥିଲେ ମାମଲା ହୋଇଥାନ୍ତା|ଶ-ବ-ର ପୋଷ୍ଟମର୍ଟମ ହୋଇଥାନ୍ତା ଓ ଛୁଆର ଅଙ୍ଗ ଚୋରାଇ ନେଇଥାନ୍ତେ|ଏଥିପାଇଁ ଅନ୍ତିମ ସଂସ୍କାର କରାଯାଇଥିଲା|

ଏହାପରେ ପୋ-ଲି-ସ ଲକ୍ଷ୍ମୀ ନାରାୟଣ,କୁଳଦୀପ ଓ ସଲିମ ଆରୋପୀଙ୍କୁ ଗିରଫ କରିଛି|ଏହା ସହ ଘଟଣାର ତଦନ୍ତ କରୁଛି|

Leave a Reply

Your email address will not be published. Required fields are marked *