ଚର୍ଚ୍ଚା ଜୋରଦାର୍ : ବିଦ୍ୟାଭାରତୀଙ୍କ ମୋବାଇଲରେ ମିଳିଛି ଆହୁରି ବହୁତ କିଛି ଫଟୋ,ପୋ-ଲିସ ଏହା ଉପରେ କରିପାରେ ଖୋଳତାଡ

ହ-ତ୍ୟା ଉପରେ ରହସ୍ୟ ହଟୁନାହିଁ। ଗୁମର ମଧ୍ୟ ଫିଟୁନାହିଁ। ଏସିଏଫଓ ସୌମ୍ୟରଞ୍ଜନଙ୍କର ମୃ-ତ୍ୟକୁ ୨୧ଦିନ ବିତି ସାରିଲାଣି। କିନ୍ତୁ ଏହା ହ-ତ୍ୟା ନା ଆ-ତ୍ମହ-ତ୍ୟା ପୋ-ଲିସ ତାହା ଜାଣିପାରୁନାହିଁ। ଦିନକୁ ଦିନ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଅଛି। ତ-ଦ-ନ୍ତ ମଧ୍ୟ ଧୀରେ ଧୀରେ ଚାଲୁଛି। କିନ୍ତୁ ବର୍ତ୍ତମାନ ତାଙ୍କର ଏହି ତ-ଦ-ନ୍ତ ଉପରେ ଅନେକ ପ୍ରଶ୍ନମଧ୍ୟ ଉଠୁଛି। ଇତି ମଧ୍ୟରେ ବିଦ୍ୟାଭାରତୀଙ୍କର ଫୋନରୁ ମିଳିଥିବା ଦୁଇଟି ଫଟୋକୁ ବର୍ତ୍ତମାନ ପୋ-ଲିସ ଯା-ଞ୍ଚ କରୁଅଛି।

ପୁଣି ସୌମ୍ୟରଞ୍ଜନଙ୍କର ପତ୍ନୀ ବିଦ୍ୟାଭାରତୀଙ୍କୁ ଜେ-ରା କରିବ ତଦ-ନ୍ତକା-ରୀ ସଂସ୍ଥା। ସୋମବାର ଦିନ ବିଦ୍ୟାଭାରତୀଙ୍କୁ ଜେରା କରାଯାଇଥାନ୍ତା। କିନ୍ତୁ ଏହାକୁ ମଙ୍ଗଳବାର ଦିନକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ପୋ-ଲିସ ବର୍ତ୍ତମାନ ବିଦ୍ୟାଭାରତୀଙ୍କ ଠାରୁ ଜ-ବତ କରିଥିବା ଫୋନରେ ଅନେକ କିଛି ତଥ୍ୟ ପାଇଛି।

ଏକ ସୂତ୍ର ଅନୁସାରେ, ବିଦ୍ୟାଭାରତୀଙ୍କ ଫୋନରୁ ଦୁଇଟି ଫଟୋ ମିଳିଛି। ଏହି ଦୁଇ ଯୁବକଙ୍କ ଉପରେ ପୋ-ଲିସ ତ-ନାଘ-ନା ଆରମ୍ଭ କରିଛି। ଆବଶ୍ୟକ ଅନୁସାରେ ଉଭୟଙ୍କୁ ଜେ-ରା ମଧ୍ୟ କରାଯାଇପାରେ। ଗୋଟିଏ ଫଟୋ ଉଦଳାର ଥିବା ରେଢୋ ଅଞ୍ଚଳର ଜଣେ ଯୁବକଙ୍କର ଅଟେ। ଏପରିକି କିଛି ଫୋନ ରେକର୍ଡିଂ ମଧ୍ୟ ପୋ-ଲି-ସର ଯାଞ୍ଚରେ ଲାଗିଛି ।

ସେହିପରି ଆଉ ଏକ ଫଟୋ ଜଣେ ବ୍ୟାଙ୍କ ଅଧିକାରୀଙ୍କର ଅଟେ। ଯାହାଙ୍କ ସହିତ ୨୦୧୯ ମସିହାରେ ବିଦ୍ୟାଭାରତୀଙ୍କର ବିବାହ ପ୍ରସ୍ତାବ ଆସିଥିଲା। କିନ୍ତୁ ତାଙ୍କ ସହ ବିଦ୍ୟାଭାରତୀଙ୍କର ବିବାହ ହୋଇନଥିଲା। ଏହି ଦୁଇ ଯୁବକଙ୍କୁ ତଦ-ନ୍ତକା-ରୀ ଦଳ ପଚାରଉଚୁରା କରୁଥିବାର ସୂଚନା ମିଳିଛି। ଜେରାରୁ କିଛି ସ-ନ୍ଧାନ ମିଳିବ ବୋଲି ପୋ-ଲି-ସ ଆଶା ମଧ୍ୟ କରିଛି।

Leave a Reply

Your email address will not be published. Required fields are marked *