ଜ୍ୱାଇଁର ଚାଲିଚଳନକୁ ନେଇ ଖୁସି ନଥିଲେ ଶାଶୁ,୫ ଲକ୍ଷ ସୁପାରୀ ଦେଇ କରାଇଲେ ହ-ତ୍ୟା,ଜାଣନ୍ତୁ ପୁରା ଘଟଣା

ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଜଣେ ଶାଶୁ ନିଜର ଜ୍ୱାଇଁର ହ-ତ୍ୟା କରାଇଛନ୍ତି|ଜ୍ୱାଇଁର ହତ୍ୟା ପାଇଁ ୫ ଲକ୍ଷ ସୁପାରୀ ଦିଆଯାଇଥିଲା|ହ-ତ୍ୟା-ର ଏହି ଘଟଣାରେ ଶାଶୁ ପଡୋଶୀଙ୍କୁ ସାମିଲ କରିଥିଲେ|ଯୋଧପୁର ପୋ-ଲି-ସ ମାମଲାର ଖୁଲାସା କରି ଆରୋପି ଶାଶୁ ସହ ଅନ୍ୟ ଆ-ରୋ-ପି-ଙ୍କୁ ଗି-ର-ଫ କରିଛି ଓ ପଚରାଉଚରା କରୁଛି|

ଯୋଧପୁର ମଣ୍ଡାର ଥାନା କ୍ଷେତ୍ରର ସୁରପୁରା ବାନ୍ଧ ରୋଡରେ ଏକ ଅଗଷ୍ଟ ଦିନ ପ୍ଲାଷ୍ଟିକ ବସ୍ତାରେ ଶ-ବ ଜବତ କରାଯାଇଥିଲା|ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି|ମୃତକ ବିନୋଦ ରହିଛି|ପୋ-ଲି-ସ ଏହି ମାମଲାରେ ଘର ଲୋକଙ୍କୁ ସୂଚନା ଦେଇ ଶବର ପୋଷ୍ଟମର୍ଟମ କରିଥିଲେ ଓ ହ-ତ୍ୟା-ର ସନ୍ଧାନ କରୁଛନ୍ତି|ପୋ-ଲି-ସ ୩ ଦିନ ପରେ ଶାଶୁ ଓ ପଡ଼ୋଶୀ ଆ-ରୋ-ପୀ-କୁ ଗି-ର-ଫ କରିଛି|

ମାମଲାର ତଥ୍ୟ ଦେଇ ଡିସିପି କହିଛନ୍ତି ଯେ ବିନୋଦ ମଦରେଣା କଲୋନୀ ନିବାସୀ ଯୁବତୀଙ୍କୁ ୪ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ|ସେ ମଜଦୂର କରୁଥିଲେ,ଫଳରେ ତାଙ୍କ ଶାଶୁ ସନ୍ତୁଷ୍ଟ ନଥିଲେ|ଏବେ ନିକଟରେ ତାଙ୍କ ପତ୍ନୀ ନିଜଘରକୁ ଆସିଥିଲେ|ହ-ତ୍ୟା ଦିନ ତାଙ୍କର ମୋବାଇଲ ଲୋକେସନ ମଦରେଣା କଲୋନୀରେ ମିଳିଛି|

ପୋ-ଲି-ସ ମୃ-ତ-କ-ଙ୍କ ମୋବାଇଲର ଅନ୍ତିମ ଲୋକେସନ ଆଧାରରେ ଯାଞ୍ଚ କରି ଶଶୁର ଘର ଆଖପାଖରେ ନଜର ରଖିଥିଲେ|ସାଧା ପୋଷାକଧାରୀ ପୋଲିସ ଜଵାନ ସେଠାରେ ନିଯୁକ୍ତ ହୋଇଥିଲେ|ପୋ-ଲି-ସ ହ- ଦିନର ସିସିଟିଭି ଫୁଟେଜ ଦେଖିବାରୁ ବିନୋଦ ଏକୁଟିଆ ଶଶୁର ଘର ଯାଉଥିବା ଦେଖାଯାଇଥିଲା|ଏହାପରେ ପୋ-ଲି-ସ ତାଙ୍କ ଶାଶୁ ଗ୍ୟାରେସି ଦେବୀଙ୍କୁ ପଚରାଉଚରା କରିଥିଲେ|

ପ୍ରଥମେ ଆ-ରୋ-ପୀ ଶାଶୁ ପୋ-ଲି-ସ-କୁ ବୁଲେଇଲା କିନ୍ତୁ ପୋ-ଲି-ସ ଯେତେବେଳେ ଶକ୍ତି ଦେଖାଇଲା ସେତେବେଳେ ସେ ମାନିଗଲା|ଆ-ରୋ-ପୀ ଶାଶୁ ପୋ-ଲି-ସକୁ କହିଲା ଯେ ସେ ପାଖରେ ରହୁଥିବା ଜବର ସିଂ ଓ ଧନରାଜ ପୁରୀଙ୍କ ଜ୍ୱାଇଁ ବିନୋଦକୁ ମା-ରି-ବା-କୁ ୫ ଲକ୍ଷ ଟଙ୍କା ନେଇଥିଲା|

ପୋ-ଲି-ସ ଜବର ସିଂ ଓ ଧନରାଜ ପୁରୀଙ୍କୁ ଜମାନତରେ ନେଇ ପଚରାଉଚରା କରିଛି ଦୁହେଁ ମାନିଛନ୍ତି ଯେ ବିନୋଦ ଶାଶୁଙ୍କ କହିବାନୁଯାୟୀ ବିନୋଦଙ୍କୁ ମାରି ଶବକୁ ବସ୍ତାରେ ଭର୍ତ୍ତି କରି ଫୋପାଡି ଦେଇଥିଲେ|ଆ-ରୋ-ପୀ କହିଛନ୍ତି ତାଙ୍କ ଶାଶୁ ତାଙ୍କ ରହନସହନ ଓ ତାଙ୍କ ବ୍ୟବହାର ସହ ସନ୍ତୁଷ୍ଟ ନଥିଲେ ଫଳରେ ତାଙ୍କ ହ-ତ୍ୟା କରାଇଲେ|

ପୋ-ଲି-ସ କହିଛି ଯେ ୩୧ ଜୁଲାଇ ଦିନ ବିନୋଦ ଶଶୁର ଘର ଆସିଥିଲେ|ସେ ନିଜର ଶାଶୁ ସହ ମିଳିବା ପରେ ଯେମିତି ଘରକୁ ଯିବାକୁ ଵାହାରିଲା ପ୍ଲାନ ଅନୁସାରେ ଜବର ସିଂ ଓ ଧନରାଜ ପୁରୀ ତା ପଛେ ପଛେ ଗଲେ|ସେ ତାକୁ ଶୁନଶାନ୍ ଯାଗାକୁ ନେଇ ହ-ତ୍ୟା କରି ଶ-ବ-କୁ ବସ୍ତାରେ ଭର୍ତ୍ତି କରି ଫୋପାଡ଼ି ଦେଇଥିଲେ|

ପୋ-ଲି-ସ କହିଛି ଯେ ଶାଶୁ ଗ୍ୟୋରସିର ସ୍ୱାମୀଙ୍କ କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇସାରିଛି|ସ୍ୱାମୀଙ୍କ ପେନସନ ଓ ଅନ୍ୟାନ୍ୟ ସମ୍ପତ୍ତିରେ ସେ ଘର ଚଳାଉଥିଲେ|ଶାଶୁ ସହ ଆରୋପୀ ପଡୋଶୀଙ୍କୁ ପୋଲିସ ଗିରଫ କରିଛି|

Leave a Reply

Your email address will not be published. Required fields are marked *