ବିବାହର କିଛି ଘଣ୍ଟା ପୂର୍ବରୁ ବର ନିଜକୁ କୋଠରୀରେ କଲା ବନ୍ଦ,ରାଗରେ ଉଠାଇଲା ଏହି ଶକ୍ତ କଦମ୍,ଜାଣନ୍ତୁ ପୁରା ଘଟଣା

ବିବାହ ହେବାର ଠିକ କିଛି ଘଣ୍ଟା ପୂର୍ବରୁ ଜଣେ ବର ନିଜର ଜୀବନ ଉତ୍ସର୍ଗ କଲେ|ଘରର ସବୁଲୋକ ପ୍ରସ୍ତୁତିରେ ଲାଗିଥିଲେ ଓ କିଛି ଘଣ୍ଟା ପର୍ଯ୍ୟନ୍ତ ଏହି କଥା କାହାକୁ ଜଣା ପଡି ନଥିଲା|ଏହାପରେ ଘର ଲୋକ ପୁଅକୁ ମୃତ ପାଇଥିଲେ|ଘରେ ଶୋକର ଛାୟା ଖେଳିଗଲା|ଏହି ଦର୍ଦନାକ ମାମଲା ରାଜ୍ୟ ଗୋରଖପୁରର ଅଟେ|

ସୂଚନା ଅନୁଯାୟୀ ଗୋରଖପୁରର ଗୋଲକନାଥ ଅଞ୍ଚଳରେ ରସୁଲପୁରରେ ରହୁଥିବା ଜଣେ ଯୁବକଙ୍କ ବିବାହ ଶୁକ୍ରବାର ଦିନ ଥିଲା|ଘରରେ ଧୂମଧାମରେ ବିବାହର ପ୍ରସ୍ତୁତି ହେଉଥିଲା|କିନ୍ତୁ ଏହା ମଧ୍ୟରେ ଯୁବକ ଆ-ତ୍ମ-ହ-ତ୍ୟା କରିଥିଲେ|ଯାହା ଫଳରେ ଘରେ ଶାହାନଈ ବାଜିବା ପରିବର୍ତ୍ତେ କାନ୍ଦଣା ଶୁଭିଲା|ପୋ-ଲି-ସ ସୁଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟ ମର୍ଟମ ପାଇଁ ପଠେଇଛି|ପୋ-ଲି-ସ ଏହି ମାମଲାର ତଦନ୍ତ କରୁଛି|

ପୋ-ଲି-ସ ଅନୁଯାୟୀ ୩୫ ବର୍ଷୀୟ ଯୁଵକ ଫାଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଥିଲେ|ଗୋରଖନାଥ ଅଞ୍ଚଳର ରସୁଲପୁର ନିବାସୀ ଅକରମ ପୁଅ ସିରାଜଙ୍କ ଶୁକ୍ରବାର ଦିନ ସକାଳେ ବରଯାତ୍ରୀ ଯିବାର ଥିଲା|ଗୁରୁବାର ଦିନ ରାତିରେ ବିବାହର ପ୍ରସ୍ତୁତି ଓ ବାକି ରସମ ଚାଲୁଥିଲା|ଗୁରୁବାର ରାତି ବିଳମ୍ବିତ କାର୍ଯ୍ୟକ୍ରମ ହେବା ପରେ ସିରାଜ ଶୋଇବାକୁ ଗଲା|ସକାଳ ବହୁତ ସମୟ ପର୍ଯ୍ୟନ୍ତ ରୁମ ନଖୋଲିବାରୁ ସେ କବାଟ ଖୋଲି ନଥିଲା|

କିଛି ସମୟ ଅପେକ୍ଷା କରିବା ପରେ ପରିବାର ଲୋକେ ରୁମର ଝରକା ଭାଙ୍ଗିଲେ|ଝରକାରେ ଭିତରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ|ଯୁଵକ ଫା-ଶୀ ଝୁଲୁଥିଲା|ଘରଲୋକେ ତୁରନ୍ତ ପୋ-ଲି-ସ-କୁ ଫୋନ କରି କହିଲେ|ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠେଇଛି|ଏବେ ପୋ-ଲି-ସ ଏହାର ରିପୋର୍ଟ ଅପେକ୍ଷାରେ ରହିଛି|

ଇନ୍ସପେକ୍ଟର ରାମଝା ସିଂ କହିଛନ୍ତି ଯେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇଛି|ଛାନଭିନ କରାଯାଉଛି|ଯୁବକଙ୍କ ଘରେ କପଡାର ରେଡିମେଡ ଦୋକାନ ଥିଲା|ସେ ଦୋକାନ ଚଳାଉଥିଲେ|ଏବେ ତାଙ୍କ ପରିବାର ବିବାହ ଠିକ୍ କରିଥିଲେ|ଶୁକ୍ରବାର ବରଯାତ୍ରୀ ବାହାରିବାକୁ ସମସ୍ତ ପ୍ରସ୍ତୁତି ହୋଇସାରିଥିଲା|କିନ୍ତୁ ଯୁବକ ଆ-ତ୍ମ-ହ-ତ୍ୟା କରିଥିଲେ|ଏବେ ଜଣାଗଲା ଯେ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା ଫଳରେ ସେ ବିବାହ ପାଇଁ ଚାହୁଁନଥିଲେ|

Leave a Reply

Your email address will not be published. Required fields are marked *