ଅଣ୍ଡା ଖାଇବାକୁ ଆସିଥିଲା ସାପ, କିନ୍ତୁ ଚଟାଣ ପରି ଛିଡା ହୋଇଥିଲା ମାଆ, ଆଉ ତାପରେ…..

ପ୍ରକୃତରେ ମାଆ ଯିଏକି ନିଜ ସନ୍ତାନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ସବୁବେଳେ ପ୍ରସ୍ତୁତ ରହିଥାଏ। ଏମିତି ଏକ ଘଟଣା ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ, ଯାହାକି ଆପଣଙ୍କ ମନରେ ମା ମାନଙ୍କ ପ୍ରତି ସମ୍ମାନ ଆହୁରି ବଢିଯିବ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଯେଉଁଥିରେ କୁକୁଡ଼ା ଅଣ୍ଡା ଖାଇବାକୁ ଗୋଟେ ସାପ ପ୍ରୟାସ କରୁଛି। କିନ୍ତୁ, ସେଥିରେ ଅସଫଳ ହେଉଛି ସାପ। ପରିସ୍ଥିତି ଏହିଭଳି ହେଉଛି ଯେ, ଅଣ୍ଡାକୁ ବଞ୍ଚାଇବା ପାଇଁ ସାପ ସହିତ ଲ-ଢେ-ଇ କରିବାକୁ ପଡୁଛି। ଆଉ କିଛି ସମୟ ମଧ୍ୟ ଲ-ଢେ-ଇ ବି ହୁଏ। କେହି କାହାକୁ ଛାଡନ୍ତିନି। କିନ୍ତୁ, ଶେଷରେ ମା ଆଗରେ ହା-ରମାନେ ସାପ ନାଗରାଜ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓଟି ସେୟାର ହେବାପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ଭ୍ୟୁ ପାଇଛି। ଏହି ଭିଡ଼ିଓରେ ୮ଟି ଲାଇକ୍ ସହିତ ୩ଟି ରିଟ୍ଵିଟ ହୋଇଛି।

ସୂଚନା ଅନୁଯାୟୀ, ଗୋଟିଏ ପ୍ଲାଷ୍ଟିକ କ୍ରେଟରେ କୁକୁଡ଼ା ଅଣ୍ଡା ଦେବାପରେ ଅଣ୍ଡା ଉପରେ ବସିଥିଲା। ଠିକ୍ ସେହି ସମୟରେ ଏକ ନାଗ ସାପ ସେଠାକୁ ଆସି ଅଣ୍ଡା ଖାଇବାକୁ ଚେଷ୍ଟା କରିଥିଲା। କିନ୍ତୁ, ଅଣ୍ଡା ଖାଇବାରୁ ବି-ଫଳ ହୋଇଥିଲା ସାପ। ମା କୁକୁଡ଼ା ଅଣ୍ଡାକୁ ସୁର-କ୍ଷିତ ରଖିବାରେ ସକ୍ଷମ ହୋଇଥିଲା।

Leave a Reply

Your email address will not be published. Required fields are marked *