ସୁରକ୍ଷା କର୍ମୀ ନିଜ ବ-ନ୍ଧୁକରୁ ନିଜକୁ ଗୁ-ଳିକରି ଆ-ତ୍ମହ-ତ୍ୟା, ପାରିବାରିକ କ-ଳହ ପାଇଁ ଆ-ତ୍ମହ-ତ୍ୟା ସ-ନ୍ଦେହ

ଜଣେ ସୁରକ୍ଷା କର୍ମୀ ନିଜ ବନ୍ଧୁ-କରୁ ନିଜକୁ ଗୁ-ଳିକରି ଆ-ତ୍ମହ-ତ୍ୟା କରିଛନ୍ତି। ଏହିଭଳି ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି, ଭୁବନେଶ୍ୱର ଏୟାରପୋର୍ଟ ଥା-ନା ଅଂଚଳରେ। ମୃ-ତକ ଜଣକ ହେଉଛନ୍ତି କୃଷ୍ଣଚନ୍ଦ୍ର ଦାସ।

ତେବେ ସଂପୃକ୍ତ ସୁ-ରକ୍ଷା କର୍ମୀ ଆ-ତ୍ମହ-ତ୍ୟା କରିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ଏୟାରପୋର୍ଟ ଥା-ନା ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରୁଛି। ମୃ-ତ ଶରୀର ଜ-ବତ କରି ଶ-ବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଯାଇଛି। ସୁର-କ୍ଷାକ-ର୍ମୀ ଆ-ତ୍ମହ-ତ୍ୟା କରିବାର କାରଣ ପାରିବାରିକ କ-ଳହ ପାଇଁ ହୋଇଥାଏ ବୋଲି ସ-ନ୍ଦେହ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *