ଜଙ୍ଗଲମନ୍ତ୍ରୀ ଡିଏଫଓଙ୍କୁ ସୁ-ର-କ୍ଷା ଦେଉଛନ୍ତି, ସୌମ୍ୟରଞ୍ଜନଙ୍କ ବାପାଙ୍କର ଏକ ବିସ୍ଫୋରକ ବୟାନ

ଜଙ୍ଗଲ ମନ୍ତ୍ରୀ ଅଭି-ଯୁକ୍ତଙ୍କୁ ସୁ-ର-କ୍ଷା ଦେଉଛନ୍ତି। ଏସସିଏଫଓ ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲାରେ ସୌମ୍ୟଙ୍କର ବାପା ଅଭିରାମ ମହାପାତ୍ରଙ୍କର ଆସିଛି ଏକ ବି-ସ୍ପୋ-ରକ ବ-ୟାନ। ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଡିଏଫଓଙ୍କୁ ସୁ-ର-କ୍ଷା ଦେଉଛନ୍ତି।

ଏସପିଠାରୁ ଆରମ୍ଭ କରି ଆଇଆଇସି ପର୍ଯ୍ୟନ୍ତ ସମସ୍ତେ ଡିଏଫଓଙ୍କୁ ସୁ-ର-କ୍ଷା ଦେଉଛନ୍ତି। ପ୍ରତି-ଶୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୌମ୍ୟଙ୍କୁ ନ୍ୟା-ୟ ମିଳିନାହିଁ। ଏହିଭଳିମନ୍ତବ୍ୟ ଦେଇଛନ୍ତି ସୌମ୍ୟଙ୍କ ମାଆ।

ପାରଳାଖେମୁଣ୍ଡି ଏସସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କର ମୃ-ତ୍ୟୁକୁ 21 ଦିନ ବିତିଗଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥି ନିମନ୍ତେ କାହାରିକୁ ଗି-ରଫ କରାଯାଇନାହିଁ। ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ କିପରି ଲାଗିଲା ସେ ବିଷୟରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘ-ଟ-ଣାରେ ଏସପି ତପନ ପଟ୍ଟନାୟକ, ଡିଏଫଓଙ୍କର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏଥିରେ ବର୍ତ୍ତମାନ ପୁଣିଥରେ ଆଉ ଏକ ନାମ ଯୋଡି ହୋଇଛି। ସେ ହେଉଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ପରିବାର ଲୋକ ଅଭି-ଯୋଗ କରିଛନ୍ତିକି ଯିଏକି ଦୋ-ଷୀଙ୍କୁ ଘଣ୍ଟା ଘୋଡାଉଛନ୍ତି। ତେବେ ସଂପୃକ୍ତ ଘ-ଟଣାରେ କାହାର ହାତ ଅଛି ଓ ଏହି ଘଟଣା କାହାକୁ କେମିତି ପ୍ରଭାବିତ କରୁଛନ୍ତି, ତାହା କେବଳ ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published.