ପ୍ରେମୀଯୁଗଳଙ୍କୁ ଆପ-ତ୍ତିଜ-ନକ ସ୍ଥିତିରେ ମକା ବିଲ ଭିତରେ ଧରିଲେ ଗାଁ ଲୋକ, ଭିଡିଓରେ ଦେଖନ୍ତୁ ତାପରେ କଣ କରିଲେ

ବିହାରର ସମସ୍ତୀପୁର ଜିଲ୍ଲାର ଏକ ଅଭା-ବନୀ-ୟ ଘ-ଟଣା ଘଟିଛି। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗାଁ ଲୋକ ଏକ ପ୍ରେମୀଯୁଗଳଙ୍କୁ ଏହି ଘ-ଟ-ଣାରେ ମକା ବିଲ ଭିତରୁ ଆପ-ତ୍ତିଜ-ନକ ଅବସ୍ଥାରେ ଧରିଥିଲେ।

ଗାଁ ଲୋକ ପ୍ରେମୀଯୁଗଳଙ୍କୁ ଏପରି ଅବସ୍ଥାରେ ଧରିବା ପରେ ସେମାନଙ୍କ ଉପରେ ଅକଥନୀୟ ଅତ୍ୟା-ଚାର ଆରମ୍ଭ କରିଥିଲେ। ଗାଁ ଲୋକ ଏହାର କା-ର୍ଯ୍ୟାନୁ-ଷ୍ଠାନ ନିଜ ହାତକୁ ନେଇଗଲେ। ସେମାନେ ଏହି ଘ-ଟଣା ବିଷୟରେ ପୋ-ଲି-ସକୁ ଅବଗତ ନକରି ସେମାନଙ୍କୁ ଏକ ଗଛଦେଇ ନି-ର୍ମ-ମ ଭାବରେ ପି-ଟିବାକୁ ଲାଗିଲେ।

ଖବର ଅନୁଯାୟୀ ଯୁବକଜଣକ ଉକ୍ତ ଗ୍ରାମକୁ ଚୁଡ଼ି ବିକ୍ରି କରିବାକୁ ଆସିଥାନ୍ତି। ଚୁଡ଼ି ବିକ୍ରି କରୁଥିବା ସମୟରେ ସେହି ଯୁବକଙ୍କର ଉକ୍ତ ଯୁବତୀଙ୍କ ସହ ଦେଖା ହୋଇଥିଲା ଏବଂ ସେମାନଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ଏହି ବିଷୟରେ ଯୁବତୀଙ୍କ ଘର ଲୋକ ଜାଣିବାବା ପରେ ବି-ରୋ-ଧ କରିଥିଲେ। ତେଣୁ ଘ-ଟଣା ଦିନ ପ୍ରେମୀଯୁଗଳ ମକା ବିଲ ଭିତରକୁ ଦେଖା କରିବାକୁ ଯାଇଥିଲେ ଓ ସେଠାରେ ତାଙ୍କୁ ଆପ-ତ୍ତିଜ-ନକ ସ୍ଥିତିରେ ଗାଁ ଲୋକେ ଉ-ଦ୍ଧାର କରିଥିଲେ। ସେଠାରେ ଥିବା କିଛି ଲୋକେ ଏହି ଦୃ-ଶ୍ୟର ଭିଡିଓ କରିଥିଲେ ଓ ଭାଇରାଲ କରିଦେଇଥିଲେ। ଯାହାପରେ ଏହି ଘ-ଟ-ଣାଟି ସାମ୍ନାକୁ ଆସିଲା।

Leave a Reply

Your email address will not be published. Required fields are marked *