ସ୍ତ୍ରୀ ଜଣକ ଲୁଚିଛପି ପଢୁଥିଲା ସ୍ୱାମୀଙ୍କ ଫୋନର ମେସେଜ, ସ୍ତ୍ରୀକୁ ହୋଇଗଲା ଜେ-ଲ,ଜାଣନ୍ତୁ ପୁରା ଘଟଣା

ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଣ ବଣ୍ଟା ଯାଇଥାଏ ? ତେବେ ଗୋଟିଏ କଥା କହିରଖୁଛୁ ଯେ ଏହା ଭାବି ଆପଣ ନିଜ ସ୍ୱାମୀ କିମ୍ବା ସ୍ତ୍ରୀର ଫୋନ ଉଠାଇ ନେଇଛନ୍ତି ଏବଂ ଲୁଚିଛପି ମେସେଜ ପଢୁଛନ୍ତି, ତେବେ ସାବଧାନ ହୋଇଯାନ୍ତୁ | କାରଣ ୟୁଏସରେ ଏହି କାରଣରୁ ଜଣେ ସ୍ତ୍ରୀକୁ ଜେଲ ହୋଇଗଲା | କାରଣ ସେ ନିଜ ସ୍ୱାମୀଙ୍କ ଫୋନରୁ ଲୁଚିଛପି ମେସେଜ ପଢୁଥିଲେ |

କଣ ରହିଛି ପୁରା ମାମଲା :-

ଇଣ୍ଡିଆ ଟାଇମ୍ସ ଅନୁଯାୟୀ, Ras Al Khaimah ର ସିଭିଲ କୋର୍ଟରେ ଏହି ନିଷ୍ପତ୍ତି ଶୁଣାଯାଇଛି | ବାସ୍ତବରେ ମହିଳା ଏହି କଥାକୁ ନେଇ ଦୋ-ଷୀ ହୋଇଛନ୍ତି ଯେ ସେ ନିଜ ସ୍ୱାମୀଙ୍କ ଫୋନକୁ ଚେକ କରୁଥିଲେ | କେବଳ ଏତିକି ନୁହେଁ, ସେ ତାଙ୍କର ପୂର୍ବ ସ୍ତ୍ରୀ ଏବଂ ତାଙ୍କ ଭିତରେ କଥାବାର୍ତ୍ତାକୁ ତାଙ୍କ ପୁଅ ସହିତ ସେୟାର କରୁଥିଲେ |

ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିଲା ଫାଇନ :-

ମହିଳାଙ୍କୁ ସ୍ୱାମୀଙ୍କର ଏପରି ମେସେଜକୁ ପଢିବା ଦ୍ୱାରା ଆଇନ ଦୋଷୀ ବୋଲି କହିଛି | ତାଙ୍କୁ ଏଥିପାଇଁ 8,100 AED ( 1.64 ଲକ୍ଷ) ଟଙ୍କାର ଫାଇନ ମଧ୍ୟ ଲଗାଯାଇହାଛି | ଏହି ରକମ କ୍ଷତିପୂରଣ ଭାବରେ ସ୍ୱାମୀଙ୍କୁ ଦିଆଯାଇଛି |

ଏହି କାରଣରୁ ହେଲା ଛାଡପତ୍ର :-

ଦ୍ୱିତୀୟ ସ୍ତ୍ରୀଙ୍କ ଦ୍ୱାରା ହିଁ ସ୍ୱାମୀଙ୍କ ଇମେଲ ଏବଂ ବାକି ବ୍ୟକ୍ତିଗତ ସୂଚନା ଦେଖିବା କାରଣରୁ ହିଁ ତାଙ୍କର ପ୍ରଥମ ସ୍ତ୍ରୀ ସହିତ ଛାଡପତ୍ର ହୋଇଥିଲା | କୋର୍ଟରେ ସ୍ୱାମୀ ନିଜ ଦ୍ୱିତୀୟ ସ୍ତ୍ରୀ ଠାରୁ ଏହାର ଆର୍ଥିକ ଦେୟ କରିବାକୁ ମଧ୍ୟ ଡିମାଣ୍ଡ କଲେ | ସେ ଏଥିପାଇଁ 25,000 AED (5 ଲକ୍ଷ ଟଙ୍କା) ଡିମାଣ୍ଡ କଲେ | ତେବେ କୋର୍ଟ ଏହି ଡିମାଣ୍ଡକୁ ସ୍ୱୀକାର କଲେନାହିଁ ଏବଂ ମହିଳାଙ୍କୁ ଏକ ମାସ ପାଇଁ ଜେଲ ପଠାଇଦେଲେ ଏବଂ ତାଙ୍କୁ ଜୋରିମାନା କଲେ |

Leave a Reply

Your email address will not be published. Required fields are marked *