ଦିନକୁ ୪ ଘଣ୍ଟା ପାଇଖାନାରେ ରହନ୍ତି ସ୍ବାମୀ,ଏବେ ସ୍ତ୍ରୀ ଜଣାଇଲେ ଏହାର କାରଣ,ଜାଣନ୍ତୁ ପୁରା ଘଟଣା

ଜଣେ ମହିଳା ନିଜର ସ୍ଵାମୀଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା କହିଛନ୍ତି। ମହିଳାଙ୍କର କହିବା କଥାକି ତାଙ୍କର ସ୍ଵାମୀ ଦିନରେ ଚାରି ଘଣ୍ଟା ଟୟଲେଟରେ ବିତାନ୍ତି। ସ୍ଵାମୀ ସେତେବେଳେ ଟୟଲେଟକୁ ଯାଆନ୍ତି ଯେତେବେଳେ ମହିଳା କୌଣସି କାରଣରୁ ବାହାରକୁ ଯାଇଥାନ୍ତି କିମ୍ବା ଲଞ୍ଚ/ଡିନର ପାଇଁ ତାକୁ ଡକାଯାଏ କିମ୍ବା ଘରକୁ କେହି ଅତିଥି ଆସିଥିଲେ।

ସ୍ଵାମୀଙ୍କ ଏହି ହରକତରେ ମହିଳା ବହୁତ ଚିନ୍ତିତ ଥିଲେ। ସେ କହିଲେକି ଆମର ନୂଆ ଘରକୁ ଆସିବା ପରେ ମୋର ସ୍ଵାମୀ ଜଷ୍ଟିନ ବାଥରୁମ ଭିତରେ ବହୁତ ସମୟ ବିତାଉଛନ୍ତି। ପ୍ରତ୍ଯେକ ଦିନରେ ୪-୫ ଥର ‘ଟୟଲେଟ’ ଯିବାକୁ ନେଇ ଝଗଡା କରନ୍ତି।

କିଡସ୍ପଟ ମୁତାବିକ, ମହିଳା କହିଲେକି ଜଷ୍ଟିନ କେବଳ ସେତେବେଳେ ଏହା କରନ୍ତି, ଯେତେବେଳେ ସେ ଖାଇବା କିମ୍ବା କୁଆଡେ ଯିବା ପାଇଁ ଅପେକ୍ଷା କରନ୍ତି କିମ୍ବା ଯେତେବେଳେ ଘରେ ଅତିଥି ଆସନ୍ତି। ଏମିତିରେ ସ୍ଵାମୀଙ୍କ ସମସ୍ଯା ଜାଣିବା ପାଇଁ ସ୍ତ୍ରୀ ଯାଞ୍ଚ ଆରମ୍ଭ କରିଲେ।

ଏହି ମାମଲା ସେତେବେଳେ ଆହୁରି ବିଗାଡିଗଲା ଯେତେବେଳେ ଦମ୍ପତି ଡିନର ପାଇଁ ରେଷ୍ଟୁରାଣ୍ଟ ଯାଇଥଲେ। ଯେଉଁଠି ଜଷ୍ଟିନ ବାଥରୁମ ଯିବା ପାଇଁ ଖାଇବା ଟେବୁଲ ଛାଡିଦେଲେ। ଟେବୁଲରେ ଜଷ୍ଟିନଙ୍କ ସ୍ତ୍ରୀ ତାଙ୍କର ଅପେକ୍ଷା କରୁଥିଲେ। ମହିଳା କହିଲେକି ମୁଁ ଜଷ୍ଟିନଙ୍କୁ ଯିବା ପୂର୍ବରୁ କହିଥିଲିକି, ମନେରଖ ଆମେ ରେଷ୍ଟୁରାଣ୍ଟରେ ଅଛୁ। ସେଥିପାଇଁ ତାଙ୍କୁ ଟୟଲେଟରେ ଅଧିକ ସମୟ ଲାଗିବା କଥା ନୁହେଁ। ଏହା ଉପରେ ଜଷ୍ଟିନ ଚିଡି ହୋଇ କହିଲେକି ଗୋଟେ ମିନିଟରେ ଆସୁଛି।

କିନ୍ତୁ ୧୫ ମିନିଟ ବିତିଯିବା ପରେ ଜଷ୍ଟିନ ଟୟଲେଟରୁ ଆସିଲେ ନାହିଁ। ଯାହାପରେ ତାଙ୍କର ସ୍ତ୍ରୀ ତାଙ୍କୁ କଲ କରିବା ଆରମ୍ଭ କରିଦେଲେ। କଲର ଉତ୍ତର ନମିଳିବାରୁ ସେ ଟେକ୍ସ୍ଟ ମେସେଜ କରିଲେକି ତାଙ୍କର ଖାଇବା ଟେବୁଲ ଉପରେ ଅଛି।

ଉତ୍ତର ନ ମିଳିବା ପରେ ମହିଳା ପୁରୁଷଙ୍କ ବାଥରୁମକୁ ଗଲେ ଓ ଡାକିଲେ। ଏହାପରେ ଜଷ୍ଟିନ ଉତ୍ତର ଦେଲେ ଓ କିଛି ସେକେଣ୍ଡରେ ବାହାରକୁ ଆସି ଯାଉଛନ୍ତି। କିନ୍ତୁ ପୁଣି ସେ ବାହାରକୁ ଆସିଲେ ନାହିଁ। ଯାହାପରେ ମହିଳା ଏକଲା ଖାଇବା ଖାଇଲେ ଓ ହୋଟେଲରୁ ଚାଲିଗଲେ। ଜଷ୍ଟିନଙ୍କ ଟୟଲେଟ/ବାଥରୁମ ଯିବାର ଅଭ୍ଯାସରେ ସମ୍ପର୍କୀୟ ମଧ୍ୟ ଆଶ୍ଚର୍ଯ୍ୟ ଥିଲେ।

ମହିଳା ଯେତେବେଳେ ଲୋକଙ୍କୁ ଏହି ବିଷୟରେ ପଚାରିଲେ, ଜଷ୍ଟିନ ବାଥରୁମରେ ଏତିକି ସମୟ ବିତାଉଥିଲେ। ପ୍ରଥମ- ତାଙ୍କର ନିଜର ଫୋନରେ ଗେମ ଖେଳିବାର ଅଭ୍ଯାସ ଥିବ। ଦ୍ଵିତୀୟ- ସେ ନିଜର ଫୋନରେ ପର୍ନ ଦେଖି ହସ୍ତମେଥୁନର ଅଭ୍ଯାସ ଥିବ। ତୃତୀୟ- ବାଥରୁମ ଯିବାରେ ତାଙ୍କୁ ଗମ୍ଭୀର ସମସ୍ଯା ହେଉଥିବ। ଚତୁର୍ଥ- କେହି ଅନ୍ୟ ମହିଳାଙ୍କ ସହିତ ତାଙ୍କର କିଛି ସମ୍ପର୍କ କିମ୍ବା ଅନ୍ୟ କିଛି କାରଣ ଥାଇପାରେ।

ପରେ ଜଣାପଡିଲାକି ବ୍ୟକ୍ତିଙ୍କୁ ମୋବାଇଲ ବ୍ଯବାହାର କରିବାର ଅଭ୍ଯାସ ଥିଲା। ଏମିତିରେ ତାଙ୍କୁ କମ ଫୋନ ବ୍ୟବହାର କରିବାକୁ କୁହାଗଲା। କିନ୍ତୁ ବର୍ତ୍ତମାନ ମହିଳାଙ୍କୁ ସଠିକ କାରଣର ସନ୍ଧାନ ଅଛି। ସେ ନିଅଜର ସ୍ଵାମୀଙ୍କୁ ଘଣ୍ଟା ଘଣ୍ଟା ଟୟଲେଟରେ ବିତାଉଥିବାକୁ ନେଇ ଚିନ୍ତିତ ଥିଲେ।

Leave a Reply

Your email address will not be published. Required fields are marked *