ଦେଖନ୍ତୁ ଭିଡ଼ିଓ : ସୁନସାନ ହାଇୱେରେ ବ୍ୟକ୍ତି କରୁଥିଲେ ଷ୍ଟଣ୍ଟ, ପୁଣି ଅଚାନକ ଯାହା ହେଲା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ସୋସିଆଲ ମିଡିଆ ଦୁନିଆରେ କେବେ କିଏ ଭାଇରାଲ ହୋଇଯାଏ ଏହା ବିଷୟରେ କିଛି କହିହେବ ନାହିଁ। ଏଥିରେ କିଛି ଭିଡିଓକୁ ଦେଖିବା ମାତ୍ରେ ହସ ଲାଗେ। ଯେତେବେଳେକି, କିଛି ଭିଡିଓକୁ ଦେଖି ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। କିଛି ଭିଡିଓକୁ ବିଶ୍ଵାସ କରିବା ମଧ୍ୟ ବହୁତ କଷ୍ଟ ହୁଏ। ଏତିକି ନୁହେଁ କିଛି ଲୋକ ଜାଣିବୁଝି ବହୁତ ଆଶ୍ଚର୍ଯ୍ୟକର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରନ୍ତି। ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ। ଏହା ଉପରେ ସୋସିଆଲ ମିଡିଆ ୟୁଜର ଭରପୁର ମଜା ଉଠାନ୍ତି। ଏହି ସୂଚୀରେ ଷ୍ଟଣ୍ଟର ଏକ ସାନଦାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହା ତୀବ୍ର ଭାବରେ ଭାଇରାଲ ହେଉଅଛି।

ଆଜି ପର୍ଯ୍ଯନ୍ତ ଆପଣ ଲୋକଙ୍କୁ ଖତର୍ନାକ ଷ୍ଟଣ୍ଟ କରୁଥିବାର ଦେଖିଥିବେ। ଅନେକ ଥର ଷ୍ଟଣ୍ଟ କରିବା ସମୟରେ ଜୀବନ ମଧ୍ୟ ଯାଇପାରେ। ସୋସିଆଲ ମିଡିଆରେ ଏହି ପରି ଭିଡିଓ ପ୍ରାୟତଃ ସେୟାର ହୁଏ। ବର୍ତ୍ତମାନ ଏହି ଭିଡିଓକୁ ଦେଖନ୍ତୁ କେଉଁଭଳି ଜଣେ ବ୍ୟକ୍ତି ନିଜର ଗାଡିକୁ ହାଇଵେରେ ଚଳଉଛନ୍ତି, ତାହା ପୁଣି ବସି ନୁହେଁ ଛିଡା ହୋଇ। ତାପରେ ଯାହା ହୁଏ ଆପଣ ଭିଡିଓରେ ନିଜେ ଦେଖିନିଅନ୍ତୁ…

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by MÇ-BãÑkūÛ😍😘 (@mahichoudhary8570)

ଭିଡିଓରେ ଆପଣ ଦେଖିପାରୁଥିବେକି ଗୋଟିଏ ବାଳକ ସୁନସାନ ରାସ୍ତାରେ ବାଇକ ଚଳଉଛି। ଏଥିରେ ସବୁଠାରୁ ବଡ କଥା ହେଉଛିକି ସେ ବାଇକରେ ନ ବସି ଛିଡା ହୋଇ ଷ୍ଟଣ୍ଟ ପରଫର୍ମ କରୁଅଛି, ସେତିକି ବେଳେ ଅଚାନକ ତାଙ୍କର ବାଲାନ୍ସ ବିଡିଗିଯାଏ ଓ ସେ ତଳେ ପଡିଯାନ୍ତି।

ଏହି ଭିଡିଓ mahichoudhary8570 ନାମକ ଏକ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓରେ ୟୁଜର୍ସ ଲଗାତାର କମେଣ୍ଟ କରି ନିଜର ରାୟ ବ୍ୟକ୍ତ କରିଛନ୍ତି। ପ୍ରତ୍ଯେକଙ୍କର କହିବା କଥାକି ଯୁବକଙ୍କୁ ଏହିପରି ନିଜ ଜୀବନକୁ ବିପଦରେ ପକାଇବା ଉଚିତ ନୁହେଁ। ଏମିତି ଖତର୍ନାକ ଷ୍ଟଣ୍ଟ କରୁଥିବା ଲୋକଙ୍କ ଠାରୁ ନିଶ୍ଚିତ ଦୂରତା ରକ୍ଷା କରି ଯିବା ଉଚିତ।

Leave a Reply

Your email address will not be published. Required fields are marked *