ଦେଖନ୍ତୁ ଭିଡ଼ିଓ : ବର-କନ୍ୟାଙ୍କର ଚାଲିଥିଲା ଫୋଟୋସୁଟ,ଅଚାନକ ଯୋଡ଼ି ଦୁହେଁ କଲେ ଏମିତି କାରନାମା,ଆପଣ ଦେଖିଲେ ମୁଣ୍ଡରେ ହାତ ଦେଇଦେବେ

ସୋସିଆଲ ମିଡିଆରେ ଏହିସମୟରେ ବିବାହର ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ, ମୁସଲିମ, କ୍ରିଷ୍ଟିଆନ ସମସ୍ତ ପ୍ରକାରର ଭିଡ଼ିଓ ଏହିସମୟରେ ଭାଇରାଲ ହେଉଛି। ଏହାମଧ୍ୟରେ ଏମିତି ଭିଡ଼ିଓ ରହିଛି ଯାହାକୁ ଦେଖିଲାପରେ ହସ ଅଟକାଇ ନହେଉ ଥିବାବେଳେ, କିଛି ଭିଡ଼ିଓ ଆଖିରୁ ଲୁହ ଝରାଇ ଦେଉଛି। ଏମିତି ହିଁ ଏକ ଭିଡ଼ିଓ ଦେଖିବାପରେ ଆପଣ ହସି ହସି ରହିଯିବେ କାରଣ କନ୍ୟା ବର ସହିତ ଏମିତି କାଣ୍ଡ କଲା, ଆପଣ ଦେଖିଲେ ହିଁ ଜାଣିପାରିବେ।

View this post on Instagram

A post shared by hepgul5 (@hepgul5)

ଭିଡ଼ିଓରେ ଆପଣ ଦେଖିପାରିବେ ବର- କନ୍ୟାଙ୍କର ଫୋଟୋଶୁଟ ଚାଲୁଛି। ଏଥିପାଇଁ ଏକ ଛୋଟ ପୋଖରୀ ଭିତରେ ଏକ ଛୋଟ ଷ୍ଟେଜ ବନାଯାଇଛି, ଯେଉଁଠି କନ୍ୟା ଏକ ସୁନ୍ଦର ଧଳା ଗାଉନ ପିନ୍ଧି ନିଜ ବର ସହିତ ପୋଜ ଦେଉଛି। ପଛରେ ଛିଡ଼ା ହୋଇଥିବା କପଲ ଫୋଟୋ ଉଠାଇବାକୁ ରେଡ଼ି ରହିଛନ୍ତି। ଫୋଟୋଗ୍ରାଫର ଯେମିତି ଉଭୟଙ୍କ ପାଖକୁ ଆସି ପୋଜ ଦେବାପାଇଁ କହୁଛି ସେସମୟରେ କନ୍ୟା ଫୋଟୋଗ୍ରାଫର ଓ ବରକୁ ପାଣି ଭିତରକୁ ପେଲି ଦେଉଛି।

ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ hepgul5 ନାମକ ଆକାଉଣ୍ଟରୁ ଶେୟର କରାଯାଇଛି। ସୋସିଆଲ ମିଡ଼ିଆରେ ଲୋକମାନଙ୍କୁ ଏହି ଭିଡ଼ିଓ ପସନ୍ଦ ଆସୁଛି ଓ ସେମାନେ ପରସ୍ପର ସହିତ ଏହାକୁ ଶେୟର କରି ନିଜର ରିଆକ୍ସନ ମଧ୍ୟ ଦେଉଛନ୍ତି। ଲୋକମାନେ କହୁଛନ୍ତି, ବିଚରା ବର ସହିତ ବହୁତ ଖରାପ ହେଉଛି।

Leave a Reply

Your email address will not be published. Required fields are marked *