ଦେଖନ୍ତୁ ଭିଡିଓ : ଏ ହେଉଛନ୍ତି ଅସଲି “କରାଟେ କିଡ୍”,କିକ୍ ଦେଖି ବଡଲୋକ ଆଣ୍ଠୁମାଡି ମାଗନ୍ତି ଦୟା ଭିକ୍ଷା !

ସୋସିଆଲ ମିଡିଆରେ ଛୁଆଙ୍କ ବହୁସଂଖ୍ୟାରେ ଭିଡିଓ ରହିଛି|ଏହା କହିବା ଭୁଲ ହେବନାହିଁ ଯେ ଇଣ୍ଟରନେଟରେ ଛୁଆଙ୍କ କଣ୍ଟେଣ୍ଟରେ ପସନ୍ଦ କରାଯାଉଥିବା ମଧ୍ୟରେ ଅନ୍ୟତମ|ଛୁଆଙ୍କ କିଛି ଭିଡିଓ ଏତେ ମଜାଦାର ହୋଇଥାଏ ଯେ ହସିହସି ଗଡିଯିବେ|ଏମିତି କରାଟେ କରୁଥିବା ଏକ ଛୋଟ ଛୁଆର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଅକ୍ଷୟ କୁମାର ଭଳି ଜୋରଦାର କିକ୍ ମା-ରୁଥିବା ଏହି ଛୁଆର ଭିଡିଓ ଦେଖିକି ହସିହସି ଗଡିଯିବେ|

View this post on Instagram

A post shared by BABIES MINE (@babies_mine)

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ ଯେ ଗୋଟିଏ ଛୋଟ ଛୁଆ କରାଟେ ଅଭ୍ୟାସ କରୁଛି|ତା ସାମ୍ନାରେ ଜଣେ ବ୍ୟକ୍ତି ରହିଛି ଯାହା ଉପରକୁ ସେ ଲାତରେ ଆକ୍ର-ମଣ କରେ|ଯାହାଫଳରେ ବ୍ୟକ୍ତି ତଳେ ପଡିଯାଏ|ଛୁଆଠାରୁ ବାରମ୍ବାର ବି-ର-କ୍ତ ହୋଇ ବ୍ୟକ୍ତି ତାକୁ ହାତ ଯୋଡ଼ି ଦୟା ଭିକ୍ଷା ମାଗେ, କିନ୍ତୁ ତା ହୃଦୟ ତରଳେ ନାହିଁ|ଛୁଆ ପୁଣିଥରେ ତଳେ ପଡିଥିବା ବ୍ୟକ୍ତିକୁ କିକ୍ ମା-ରେ|ଛୋଟ ଚାମ୍ପିଅନର ଏହି ମା-ଡ ଫଳରେ ସେ ଚିତ୍ ହୋଇଯାଏ|ଏହି ଭିଡିଓ ଦେଖି ଆପଣ ମଧ୍ୟ ମଜା ନେଇପାରନ୍ତି|

ଇନଷ୍ଟାଗ୍ରାମରେ ବେବିଜ୍_ମାଇନ ନାମକ ଏକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି|ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଖୁବ ପସନ୍ଦ ଆସୁଛି|ଲୋକମାନେ ନା କେବଳ ଜଣେ ଜଣଙ୍କୁ ଏହା ସେୟାର କରୁଛନ୍ତି ତା ସହ ବିଭିନ୍ନ ପ୍ର-ତିକ୍ରି-ୟା ରଖିଛନ୍ତି|ଲୋକଙ୍କୁ ଏହି ଛୋଟ କ୍ୟୁଟ୍ କରାଟେ ପସନ୍ଦ ଆସୁଛି|ଏହି ଭିଡିଓ ଆପଣଙ୍କ ଦିନ ଆରମ୍ଭ ପାଇଁ ପର୍ଯ୍ୟାପ୍ତ|

Leave a Reply

Your email address will not be published. Required fields are marked *