ଚଉଠି ରାତି ପାଳିବାକୁ ଅଧୀର ଥିଲା ଦି-ବ୍ୟା-ଙ୍ଗ ସ୍ୱାମୀ,କିନ୍ତୁ କନ୍ୟା ଛାତରୁ ଡେ-ଇଁ ପଳାଇବାକୁ ଲାଗିଲା, ଭଗବାନ ଦେଲେ ଏମିତି ଦ-ଣ୍ଡ,ଜାଣନ୍ତୁ ପୁରା ଘ-ଟଣା

ବିବାହ କରିବାର ସ୍ୱପ୍ନ ସବୁ ପୁଅମାନେ ଦେଖିଥାନ୍ତି | ସେମାନେ ଏହା ବିଷୟରେ ଅନେକ ବର୍ଷ ପୂର୍ବରୁ ଚିନ୍ତା କରିବା ଆରମ୍ଭ କରିଦିଅନ୍ତି | କିନ୍ତୁ ଦୁଃ-ଖର କଥା ଏହା ଯେ ସବୁ ଲୋକଙ୍କ ଭାଗ୍ୟରେ ବିବାହ ନଥାଏ | ସେମାନଙ୍କୁ ଭଲ ଝିଅ ଖୋଜିବାରେ ଅନେକ ସମୟ ଲାଗିଥାଏ | ମଧ୍ୟପ୍ରଦେଶର ଭିଣ୍ଡର ଗୋରମୀ ଅଂଚଳରେ ରହୁଥିବା ସୋନୁ ଜୈନ ମଧ୍ୟ ଏପରି ଜଣେ ବ୍ୟକ୍ତି ରହିଛନ୍ତି | ସେ ଦି-ବ୍ୟା-ଙ୍ଗ ଅଟନ୍ତି, ଯେଉଁ କାରଣରୁ ତାଙ୍କ ବିବାହରେ ବହୁତ ଅସୁ-ବିଧା ଏବଂ ସମସ୍ୟା ଆସୁଥିଲା | ତାଙ୍କୁ ବିବାହ ପାଇଁ କୌଣସି ଝିଅ ମିଳୁନଥିଲେ |

ଏହି ସମୟରେ ସୋନୁ ଗ୍ୱାଲିଅରର ବାସିନ୍ଦା ଉଦଲ ଖଟିକଙ୍କୁ ଭେଟିଥିଲେ | ସେ ସୋନୁଙ୍କୁ ଆଶ୍ୱାସନା ଦେଲେ ଯେ ସେ ତାଙ୍କ ବିବାହ କରାଇ ଦେବେ | ତେବେ ଏହି ବିବାହ ବଦଳରେ ସେ ଏକ ଲକ୍ଷ ଟଙ୍କା ଦା-ବି ମଧ୍ୟ କରିଥିଲେ | ସୋନୁ ଏକୁଟିଆ ରହି ରହି ଉଦାସ ହୋଇଯାଇଥିଲେ, ତେଣୁ ସେ ବିବାହ ପାଇଁ ୯୦ ହଜାର ଟଙ୍କା ଦେଇ କନ୍ୟାର ଚୁ-କ୍ତି ସ୍ଥିର କରିଥିଲେ |

ଏହା ପରେ ଉଦଲ ଖଟିକ ଅନୀତା ରତ୍ନାକର ନାମକ ଜଣେ ମହିଳାଙ୍କୁ ନେଇ ସୋନୁଙ୍କ ଘରକୁ ଆସିଲେ | ତାଙ୍କ ସହ ଅରୁଣ ଖଟିକ ଏବଂ ଜିତେନ୍ଦ୍ର ରତ୍ନାକର ମଧ୍ୟ ଥିଲେ | ମହିଳା ଜଣକ ସେମାନଙ୍କୁ ତାଙ୍କ ଭାଇ ବୋଲି କହିଥିଲେ | ଖୁବ ଶୀଘ୍ର ଉଭୟ ପରିବାର ଏକାଠି ହେଲେ ଏବଂ ବିବାହ ସ୍ଥିର ହେଲା | କିଛି ଦିନ ପରେ ସୋନୁଙ୍କ ଘରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା | ସୋନୁ ଏବଂ ଅନୀତା ପରିବାର ସଦସ୍ୟଙ୍କଠାରୁ ଆଶୀର୍ବାଦ ନେଲେ ଏବଂ ତାପରେ ସମସ୍ତେ ଶୋଇବାକୁ ଚାଲିଗଲେ |

ଏହି ସମୟରେ ଜିତେନ୍ଦ୍ର ରତ୍ନାକର ଏବଂ ଅରୁଣ ଖଟିକ ରୁମ ବାହାରେ ହିଁ ଶୋଇବାକୁ ଚାଲିଗଲେ | ସେପଟେ କନ୍ୟା ଅନିତା ଦେହ ଖରାପ ଅଛି ବୋଲି ବାହାନା କଲେ ଏବଂ ସେ ଛାତ ଉପରେ ଶୋଇବାକୁ କହି ଚାଲିଗଲେ | ରାତିଅଧରେ ଯେତେବେଳେ ସୋନୁ ଏବଂ ଘରଲୋକଙ୍କର ନିଦ ଭା-ଙ୍ଗିଲା, ସେତେବେଳେ ତାଙ୍କର ନୂଆଁବୋହୂ ଗା-ଏବ ଥିଲା | ବୋହୁକୁ ଘରେ ନଦେଖି ସମସ୍ତେ ଡ-ରିଗଲେ ଏବଂ ତାକୁ ଖୋ-ଜିବାକୁ ଲାଗିଲେ | ସେପଟେ ଅନିତା ପଳାଇ ଛାତରୁ ଯିବାପାଇଁ ପ୍ରସ୍ତୁତିରେ ଥିଲେ, କିନ୍ତୁ ସେଠାରେ ବୁଲୁଥିବା ପୋ-ଲିସ ତାଙ୍କୁ ପଳାଉଥିବା ସମୟରେ ଧ-ରିନେଲା |

ସେପଟେ ସୋନୁ ନିଜ ସହ ହୋଇଥିବା ଧୋ-କାର ଅଭି-ଯୋଗ ଗୋରମୀ ଥା-ନାରେ କଲେ | ସୋନୁ ଜୈନଙ୍କ ଅଭି-ଯୋଗ ଉପରେ ପୋ-ଲିସ ଉଦଲ ଖଟିକ, ଜିତେନ୍ଦ୍ର ରତ୍ନାକର ଏବଂ ଅରୁଣ ଖଟିକ ସହିତ ଅନ୍ୟ ଲୋକମାନଙ୍କ ବି-ରୋ-ଧରେ କେ-ସ ପ-ଞ୍ଜିକରଣ କଲେ | ପୋ-ଲିସ ଏମାନଙ୍କ ମଧ୍ୟରୁ ତିନିଜଣ ଅଭି-ଯୁକ୍ତଙ୍କୁ ଧରିନେଇଛି ଏବଂ ସେମାନଙ୍କୁ ପଚ-ରାଉ-ଚରା କରାଯାଉଛି | ଏହାସହିତ ସୋନୁ ବିଶ୍ୱାସ କରି ପାରୁ ନଥିଲେ ଯେ ସେ ଯେଉଁ ଝିଅକୁ କିଛି ଘଣ୍ଟା ପୂର୍ବରୁ ବିବାହ କରିଥିଲେ, ସେ ଧୋ-କାବା-ଜ ଝିଅ ବାହାରିଲା | ସେ ଏବଂ ତାଙ୍କ ସାଙ୍ଗମାନେ ସୋନୁଙ୍କ ଦି-ବ୍ୟା-ଙ୍ଗ ହେବାର ଫାଇଦା ଉଠାଇଲେ |

Leave a Reply

Your email address will not be published. Required fields are marked *