ଏକ ହିନ୍ଦୁ ଯୁବକ ଛେଳିକୁ କଲେ ବିବାହ,ଏବେ ତାଙ୍କୁ ଖୋ-ଜୁଛି ପୋ-ଲି-ସ

ପାକିସ୍ତାନର ସିନ୍ଧ ଠାରେ ଏକ ଚମକାଇ ଦେବାପରି ଘ-ଟଣା ସାମ୍ନାକୁ ଆସିଛି। ସିନ୍ଧର ମିରପୁରଖାସ ଜିଲ୍ଲା ଡିଗ୍ରୀ ଅଞ୍ଚଳରେ ଭିଲ ସମୁଦାୟର ଏକ ଯୁବକ ଛେଳି ସହିତ ବିବାହ କରିଥିଲେ ଯାହାକୁ ଦେଖିବାପରେ ଲୋକମାନେ ଆ-ଶ୍ଚର୍ଯ୍ୟ ହୋଇଗଲେ।

ପାକିସ୍ତାନ ନ୍ୟୁଜ ଚ୍ୟାନେଲ ଏନଆରୱାଇ ନ୍ୟୁଜ ମୁତାବିକ, ମିରପୁରଖାସର ଡିଗ୍ରୀ ଠାରେ ଜଣେ ବ୍ୟକ୍ତି ଛେଳି ସହିତ ବିବାହ କଲା। ଏହି ହିନ୍ଦୁ ଯୁବକର ଛେଳି ସହିତ ବିବାହ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ପୋ-ଲିସ ମୁତାବିକ, ଭିଲ ସମ୍ପ୍ରଦାୟର ଏହି ଯୁବକ ହିନ୍ଦୁ ରୀତିନୀତି ଅନୁସାରେ ଏହି ଛେଳି ସହିତ ସାତ ଘେରା ନେଇଥିଲେ। ପୋ-ଲିସ କହିଥିଲେ ଏହି ଘ-ଟଣା ମନ୍ଦରାନବାଲା ଗ୍ରାମର ଅଟେ। ବିବାହ ସମାରୋହରେ ଯୁବକ ମଧ୍ୟ ସେଠାରେ ମହଜୁଦ ଥିଲେ।

ପୋ-ଲିସର କହିବାହେଲା ବିବାହ ଅନୁଷ୍ଠାନ କରିଥିବା ଯୁବକକୁ ଗି-ରଫ କରାଯାଇଥିଲା। ଯୁବକଙ୍କୁ ଧରିବା ପାଇଁ ବର୍ତ୍ତମାନ ଛାପା ମ-ରାଯାଉଛି।

ଏହାପୂର୍ବରୁ ବ୍ରାଜିଲର ଜଣେ ବୃଦ୍ଧ ମଧ୍ୟ ଛେଳି ସହିତ ବିବାହ କରିଥିଲା ଓ ତାଙ୍କୁ ପଚରା ଯିବାରୁ ସେ ଏହାର ବିଭିନ୍ନ କାରଣ ରହିଛି ବୋଲି କହିଥିଲା।

କିଛିବର୍ଷ ପୂର୍ବରୁ ଉତ୍ତରାଖଣ୍ଡର ଧନଲଟିରେ ଛେଳିଙ୍କ ବିବାହ ପାଇଁ ସ୍ୱୟଂବର କରାଯାଉଥିଲା। ସମସ୍ତ ରୀତିନୀତି ସହିତ ଏହି ସ୍ୱୟଂବର ଦା-ବି କରାଯାଇଥିଲା।

Leave a Reply

Your email address will not be published. Required fields are marked *