ଦେଖନ୍ତୁ ଭିଡ଼ିଓ : ଏହି ବ୍ୟକ୍ତିଜଣକ ଗାର୍ଲଫ୍ରେଣ୍ଡଙ୍କୁ ବନାଇଲେ ବୋକା, ଭିଡିଓ ଦେଖି ଲୋକ କହିଲେ- ଜୀବନ ହେବ ତୋ ଏମିତି

ସୋସିଆଲ ମିଡିଆରେ ଆପଣଙ୍କୁ ଗୋଟିଏରୁ ଗୋଟିଏ ମଜାଳିଆ ଭିଡିଓ ଦେଖିବାକୁ ମିଳିଯିବ। କିନ୍ତୁ ନିକଟ ଅତୀତରେ ସାମ୍ନାକୁ ଏକ ଏମିତି ଭିଡିଓ ଆସିଛି, ଯାହାକି ବହୁତ ମଜାଳିଆ ଅଟେ ଓ ଏହାକୁ ଦେଖିବା ପରେ ନିଶ୍ଚୟ ଆପଣ ନିଜର ହସକୁ ରୋକିପାରିବେ ନାହିଁ। ଏହି ଭିଡିଓ ଏତେ ମଜାଳିଆ ଅଟେକି ଏହାକୁ ଲୋକେ ବାରମ୍ବାର ବାରମ୍ବାର ଦେଖିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ବର୍ତ୍ତମାନ ଦେଖୁ ଦେଖୁ ଭିଡିଓ ଭାଇରାଲ ହୋଇଗଲା।

ଏହି ଭିଡିଓକୁ ଏକ ପ୍ରକାର ପ୍ରାଙ୍କ ରୂପରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଏକ ଝିଅ ନିଜର ବୟଫ୍ରେଣ୍ଡକୁ ଧରିବାକୁ ଚେଷ୍ଟା କରେ, କିନ୍ତୁ ପୁଅ ସଙ୍ଗେ ସଙ୍ଗେ କାରରୁ ବାହାରି ଝିଅକୁ ବୁଦ୍ଧିମାନର ସହ ବୋକା ବନାଇବାରେ ବାଧ୍ୟ ହୋଇଯାଏ। ତେବେ ଏମିତି କିଛି ହୁଏକି ଝିଅ ବଡ ରାଗରେ କାରରେ ବସିଥିବ ଝିଅଙ୍କ ସହିତ ନିଜର ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଚିନ୍ତା କରିଆସେ। ଓ ତାଙ୍କୁ ଗାଡିରୁ ଉଲ୍ହାଇବା ପାଇଁ କୁହେ। ପୁଅ ସେହି ମୂହୁର୍ତ୍ତରେ ମୁଣ୍ଡ ଲଗାଇ କମାଲ ଦେଖାଏ ଓ ଝିଅକୁ କାରରୁ ଦୂରକୁ ନେଇ ଯାଇ ଜୋରସେ କୁଣ୍ଢାଇ ପକାଏ।

ଝିଅକୁ କାରର ଅନ୍ୟ ଦିଗରେ ନେଇଯାଏ, ଯାହାଦ୍ୱାରା ସେ କର ତରଫକୁ ଦେଖିପାରିବେ ନାହିଁ ଓ ଝିଅର ବହୁ ଚେଷ୍ଟା ପରେ ମଧ୍ୟ ସେ ତାଙ୍କୁ କୁଣ୍ଢାଇ ରଖନ୍ତି। ଯେଉଁ ସମୟରେ ପୁଅ ନିଜର ଗାର୍ଲଫ୍ରେଣ୍ଡକୁ ହଗ କରି ରଖେ, ସେହି ସମୟରେ ତାଙ୍କ କାରରୁ ଗୋଟିଏ, ଦୁଇଟି ନୁହେଁ ବରଂ ଛଅଟି ଝିଅ ବାହାରିଯାନ୍ତି। ସମସ୍ତ ଝିଅ କାରୁରୁ ଏମିତି ବାହାରିଯାନ୍ତି, ଯେମିତି ସେମାନେ କାରରେ ନଥିଲେ। ଏହାର ତୁରନ୍ତ ପରେ ପୁଅ ନିଜର ଗାର୍ଲଫ୍ରେଣ୍ଡକୁ ଛାଡି ଦିଅନ୍ତି ଓ ଯେତେବେଳେ ସେ କାରରେ ଆସି ଦେଖନ୍ତି ସେତେବେଳେ କାର ଭିତରେ କାହାରି ଚିହ୍ନବର୍ଣ ନଥାଏ। ଓ ଦୁଃଖୀ ହୋଇ କାରରେ ବସିଯାନ୍ତି।

ମଜା ମସ୍ତି ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ଏହି ଭିଡିଓକୁ ୧୯ ଲକ୍ଷ ଲୋକ ଦେଖିସାରିଛନ୍ତି ଓ ଏଥିରେ ଅନେକ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଲେକି ଜୀବନ ହେବ ତୋ ଏମିତି ହେବ। ଅନ୍ୟ ଜଣେ ୟୁଜର କହିଲେକି ଭାଇ ଏହା ଗାଡି ନା ଟ୍ରକ, ଏଥିରେ କେତେଜଣ ଲୋକ ଥିଲେ। ଅନ୍ୟ ଜଣେ ୟୁଜର ଲେଖିଲେକି ଲାଗୁଛି ଏଇଟା କାର ନୁହେଁ ଝିଅମାନଙ୍କର ପିଜି ଅଟେ।

Leave a Reply

Your email address will not be published.