ଦେଖୁ ଦେଖୁ ବିଲେଇକୁ ଗି-ଳିଦେଲା ଅଜଗର,ଏହି ଖତରନାକ୍ ଭିଡିଓ ଦେଖିଲେ ଆପଣ ଲୋମ ଟାଙ୍କୁରି ଉଠିବ

ଶି-କାରୀ ପଶୁ ସଦାବେଳେ ନିଜର ଶି-କାର ସ-ନ୍ଧା-ନରେ ରହିଥାଏ ଓ ସୁଯୋଗ ପାଇବା ମାତ୍ରେ ତାହାକୁ ମାଡିବସେ|ଏହି ପଶୁମାନେ ଶି-କାର ଧରିବା ପାଇଁ ଚାଲାକ୍ ଓ ଦ୍ରୃତଗତିର ବ୍ୟବହାର କରିଥାନ୍ତି|ଖାସକରି ବାଘ,ଚିତ୍ତା ଭଳି ବଡ ପଶୁମାନଙ୍କ ଅନ୍ଦାଜ ଦେଖିବା ଯୋଗ୍ୟ|ସୋସିଆଲ ମିଡିଆରେ ଏଭଳି ବହୁ ଭିଡିଓ ସେୟାର କରାଯାଏ, ଯେଉଁଥିରେ ପଶୁମାନେ ଜଣେ ଜଣଙ୍କୁ ଶି-କାର କରୁଥିବା ଦେଖାଯାଏ|କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ଅଜଗରକୁ ବିଲେଇର ଶି-କାର କରୁଥିବା ଦେଖି ଆପଣ ଆ-ଶ୍ଚର୍ଯ୍ୟ ହୋଇଯିବେ|

ବନ୍ୟ ପ୍ରାଣୀ ସହ ରୂଚି ରଖୁଥିବା ଲୋକ ସାଧାରଣତଃ ଜଙ୍ଗଲରେ ଘଣ୍ଟା ଘଣ୍ଟା ସମୟ ବିତାଇଥାନ୍ତି ଫଳରେ କିଛି ଭଲ ଫଟୋ ବା କମାଲ ଭିଡିଓ ମିଳିଥାଏ|ଏମିତି ଏକ ଭିଡିଓରେ ଦେଖିପାରିବେ ଯେ ଅଜଗର ବିଲେଇକୁ ଧରିଛି|ବିଶାଳକାୟ ଅଜଗର ଫା-ଶରେ ପଡିଥିବା ବିଲେଇ ନିଜକୁ ବଞ୍ଚେଇ ପାରୁନାହିଁ ଓ ସାପ ଧିରେଧିରେ ତାକୁ ମୁହଁରେ ଭରୁଛି|ଭାଇରାଲ ହେଉଥିବା ଏହି ଭିଡିଓ ଉତ୍ତର ପ୍ରଦେଶର ପିଲଭିଟ୍ ଟାଇଗର ରିଜର୍ଭର ଅଟେ|ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଯେ କିଭଳି ଅଜଗର ସହଜରେ ବିଲେଇକୁ ଶି-କାର କରିନେଲା|

ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ସୋସିଆଲ ମିଡିଆରେ ଜମେଇକି ସେୟାର କରାଯାଉଛି|ଏହି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି|ଲୋକମାନେ ନା କେଵଳ ଏହି ଭିଡିଓ କ୍ଲିପକୁ ସେୟାର କରୁଛନ୍ତି ଏହା ସହ ଭଳିଭଳକି କମେଣ୍ଟ କରୁଛନ୍ତି|ଭିଡିଓ ଦେଖିକି ଆପଣ ମଧ୍ୟ ଭୟଭୀତ ହୋଇଯିବେ|ଲୋକଙ୍କ କହିବା କଥା ଯେ ଏହି ଭଳି ଅଜଗର ବିଲେଇକୁ ଗୋଟା ଗି-ଳିବା ସେମାନେ ପ୍ରଥମଥର ଦେଖୁଛନ୍ତି|

Leave a Reply

Your email address will not be published. Required fields are marked *