ସ୍କୁଲରେ ପ୍ରିନ୍ସିପାଲଙ୍କ ଚେୟାରରେ ବସିଲା ମାଙ୍କଡ, ସୋସିଆଲ ମିଡିଆରେ ଭାଇରାଲ ହେଲା ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଫୋଟ ଓ ଭିଡିଓ ଭାଇରାଲ ହୁଏ। ଏହା କହିବା ଭୁଲ ହେବନିକି ପଶୁମାନଙ୍କ ସହ ଜଡିତ କଣ୍ଟେଟ ଇଣ୍ଟରନେଟରେ ସବୁଠାରୁ ଅଧିକ ଦେଖାଯାଉଥିବା କଣ୍ଟେଟ ମଧ୍ୟରୁ ଗୋଟିଏ ଅଟେ। ପଶୁମାନଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ନିଜ ମୋବାଇଲ ଓ ଲାପଟପର ମେମୋରୀ ସେହି ପଶୁମାନଙ୍କର ଫୋଟ ଓ ଭିଡିଓରେ ସଂପୂର୍ଣ୍ଣ ହୋଇଯାଏ। ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଗୋଟିଏ ମାଙ୍କଡର ଭିଡିଓ ଭାଇରାଲ ହେଉଅଛି, ଯିଏକି ସ୍କୁଲରେ ପ୍ରିନ୍ସିପାଲ ହୋଇ ବସିଛି।

ମାଙ୍କଡକୁ ଡିଆଁ-ଡେଇଁ କରିବା, ହଙ୍ଗାମା କରିବା ବହୁତ ପସନ୍ଦ ଅଟେ ଏହି କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଆପଣ କେବେ ମାଙ୍କଡକୁ ସ୍କୁଲର ପ୍ରିନ୍ସିପାଲ ହେବାର ଦେଖିଛନ୍ତିକି? ଆଜ୍ଞା ହଁ, ଇଣ୍ଟରନେଟରେ ବର୍ତ୍ତମାନ ଏମିତି ଏକ ଭିଡିଓ ଅଛି ଯେଉଁଠି ଗୋଟିଏ ମାଙ୍କଡ ସ୍କୁଲର ପ୍ରିନ୍ସିପାଲଙ୍କ ଚେୟାରରେ ବସିଛି। ଏହି ଘ-ଟଣା ମଧ୍ୟପ୍ରଦେଶ ସହର ଗ୍ଵାଲିୟରର ଏକ ସରକାରୀ ସ୍କୁଲର ଅଟେ। ଯେଉଁଠି ଏକ ବ-ଦମା-ସ ମାଙ୍କଡ ସ୍କୁଲ ଭିତରେ ପଶିଗଲା, ଏହି ମାଙ୍କଡ ସିଧା ପ୍ରିନ୍ସିପାଲ ରୁମରେ ପଶିଗଲା ଓ ତାଙ୍କ ଚେୟାରରେ ଛିଡା ହୋଇ ଡି-ଆଁ- ଡେ-ଇଁ କରିବାକୁ ଲାଗିଲା। ନ୍ଯୁଜ ଏଜେନ୍ସି ANI ଏହି ଭିଡିଓକୁ ନିଜର ୟୁଟୁବ ଚ୍ଯାନେଲରେ ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:-

ଏହି ମାଙ୍କଡକୁ ପ୍ରିନ୍ସିପାଲଙ୍କ ଚେୟାର ଏତେ ପସନ୍ଦ ଆସିଯାଇଛିକି ସେ ଉଲ୍ହାଇବାର ନାମ ନେଉନାହିଁ। ଇତି ମଧ୍ୟରେ ସ୍କୁଲର ଷ୍ଟାଫ ମାଙ୍କଡକୁ ସେଠାରୁ ହଟାଇବାକୁ ଚେଷ୍ଟା କରନ୍ତି। ବହୁତ ସଂ-ଘର୍ଷ ପରେ ମାଙ୍କଡ ଚେୟାରରୁ ଉଲ୍ହାଇଲା ସିଧା ସ୍କୁଲରୁ ପଳାଇଲା। ସୋସିଆଲ ମିଡିଆରେ ଲୋକଙ୍କୁ ଏହି ବଦମାସ ମାଙ୍କଡର ଭିଡିଓ ବହୁତ ପସନ୍ଦ ଆସୁଅଛି। ଲୋକ କେବଳ ଏହାକୁ ପରସ୍ପର ସହ ସେୟାର କରୁନାହାନ୍ତି ବରଂ ଏଥିରେ ଅନେକ ପ୍ରକାର କମେଣ୍ଟ ଓ ପ୍ର-ତିକ୍ରି-ୟା ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *