ସର୍ଟକର୍ଟ ରାସ୍ତାରେ ଯିବା ଚକ୍କରରେ ଦୟନୀୟ ଭାବରେ ଫସିଗଲେ ବ୍ୟକ୍ତି,ଯେମିତି ପାର ହେଲା ସେମିତି ଜୋରରେ ଗାତ ଭିତରେ ପଡିଗଲା,ଆଉ ତା ପରେ … ଦେଖନ୍ତୁ ଭିଡିଓ

ବେଳେବେଳେ ଆମ ସହ ଏମିତି କିଛି ହୋଇଥାଏ ଯେ ଆମେ କରିବାକୁ ଚାହୁଁଥାଉ କିଛି ଓ ହୋଇଥାଏ ଆଉକିଛି|ଏହାୟ ସବୁଠାରୁ ବଡ ଉଦାହରଣ ଏବେ ଆପଣଙ୍କୁ ଦେଖେଇବି|ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭଲରେ ପ୍ରସ୍ତୁତ ହୋଇ ଘରୁ ବାହାରିଲା ଓ କେଉଁଠାକୁ ଯିବାକୁ ସେ ସର୍ଟକର୍ଟ ରାସ୍ତାରେ ଯାଏ, କିନ୍ତୁ ସେ ସମୟରେ ତା ସହ ଯାହା ହେଲା ତାକୁ ଦେଖି ଆପଣ ମଧ୍ୟ କହିବେ,ସର୍ଟକର୍ଟ ଆପଣେଇବା କଥା ନୁହେଁ|

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି|ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ମୁଣ୍ଡରେ ଟୋପି ଲଗାଇଛନ୍ତି,ଟ୍ରାଉଜର ଓ ସାର୍ଟ ପିନ୍ଧି ଅପରିଷ୍କାର ପାଣିରେ ଭର୍ତ୍ତି ଗାଡ ଆଡକୁ ବଢ଼ୁଛନ୍ତି|ସେ ନିଜର ଚପଲକୁ ହାତରେ ଧରେ ଏହା ଭାବିକି ଯେ ତାହା ଅପରିଷ୍କାର ନହେବ|କିନ୍ତୁ ସେ ଯେମିତି ପାଣି ଆଡକୁ ବଢେ ଗାଡରେ ଖସିପଡେ ଓ ପୂରାପୂରି ବୁଡିଯାଏ|କିଛି କ୍ଷଣ ମଧ୍ୟରେ ସେ ବାହାରକୁ ବାହାରେ ତାହା ପୁଣି ପୂରାପୂରି କାଦୁଅରେ ଭର୍ତ୍ତି ହୋଇ|

ତ ବତାନ୍ତୁ,ଆପଣଙ୍କୁ ଏହି ଭିଡିଓ ଦେଖିକି କ’ଣ ଜଣାପଡ଼ିଲା|ଏହା ଯେ ବେଳେବେଳେ ଆମର ସର୍ଟକର୍ଟ ରାସ୍ତା ସମସ୍ୟା କରିଥାଏ|ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କୁ ଖୁଵ ପସନ୍ଦ ଆସୁଛି|ଲୋକମାନେ ଭିଡିଓକୁ ବାରମ୍ବାର ଦେଖୁଛନ୍ତି|ଏହା ସହ ଭିଡିଓରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି|

Leave a Reply

Your email address will not be published. Required fields are marked *