ଶିଖର ଧାବନ ବର୍ତ୍ତମାନ ଟି-୨୦ ବିଶ୍ଵକପରୁ ହେବେ ବାହାର ! ଏହି ଖେଳାଳି ‘ଗବର’ଙ୍କ ପାଇଁ ସବୁଠାରୁ ବଡ ବି-ପ-ଦ

ଶ୍ରୀଲଙ୍କା ବି-ରୁ-ଦ୍ଧରେ ଟି-୨୦ ସିରିଜରେ ଭାରତକୁ ୩-୧ରେ ପରାଜୟର ସାମ୍ନା କରିବାକୁ ପଡିଲା। ଏହା କେବଳ ଭାରତୀୟ ଦଳର ନୁହେଁ ବରଂ ଅଧିନାୟକ ଶିଖର ଧାବନଙ୍କ ପାଇଁ ଦୁଃ-ଖର ବିଷୟ ଅଟେ।

ଧାବନଙ୍କ ବ୍ୟାଟିଂ ହେଲା ପରାଜୟର କାରଣ?:-

ଶ୍ରୀଲଙ୍କାର ଭାରତୀୟ ଦଳ ବି-ରୁ-ଦ୍ଧରେ ୮ଟି ଟି-୨୦ ସିରିଜରୁ ଏହା ପ୍ରଥମ ବିଜୟ ଅଟେ। ସେ ଭାରତ ବି-ରୁ-ଦ୍ଧରେ ୨୦୦୮ ପରେ କୌଣସି ବି ଫର୍ମାଟରେ ପ୍ରଥମଥର ସିରିଜ ଜିତିଛନ୍ତି। ଭାରତୀୟ ଦଳର ଏହି ପରାଜୟ ପଛରେ ଶିଖର ଧାବନଙ୍କ ଧୀର ବ୍ୟାଟିଂକୁ ଦାୟିତ୍ଵ ଦିଆଯାଉଛି।

ଟି-୨୦ ବିଶ୍ଵକପର ଆଶାର ଝ-ଟକା:-

ଶିଖର ଧାବନ ଶ୍ରୀଲଙ୍କା ବି-ରୁ-ଦ୍ଧରେ ଟି-୨୦ ସିରିଜରେ ନିଜର ପ୍ରଭାବ ଦେଖାଇବାରେ ବିଫଳ ରହିଲେ। ଏମିତିରେ ୟୁଏଇ ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ଵକପର ଆଶାକୁ ଏକ ବଡ ଝ-ଟକା ଲାଗିଛି।

କେଏଲ ରାହୁଲଙ୍କ ସହ ଧାବନଙ୍କର ସିଧାସଳଖ ଟ-କ୍କର:-

ଶିଖର ଧାବନ ଭାରତୀୟ ଦଳର ପ୍ରଥମ ଏମିତି ଅଧିନାୟକ ଅଟନ୍ତି ଯିଏ ଟି-୨୦ ଅନ୍ତଃରାଷ୍ଟ୍ରୀୟରେ ଗୋଲ୍ଡେନ ଡକ ହୋଇଛନ୍ତି। ଟି-୨୦ ବିଶ୍ଵକପ ପାଇଁ ଧାବନଙ୍କର ସିଧାସଳଖ ପ୍ରତିଯୋଗୀତା କେଏଲ ରାହୁଲଙ୍କ ସହ ଅଛି| କିନ୍ତୁ, ଶ୍ରୀଲଙ୍କା ବି-ରୁ-ଦ୍ଧରେ ଟି-୨୦ ସିରିଜରେ ନିଜର ପ୍ରଭାବ ଛାଡିବାରେ ବି-ଫଳ ରହିଲେ।

ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରେ ଶିଖର ଧାବନଙ୍କ ସ୍କୋର:-

ପ୍ରଥମ ଟି-୨୦ – ୩୬ ଟି ବଲରେ ୪୬ ରନ

ଦ୍ଵିତୀୟ ଟି-୨୦ – ୪୨ ଟି ବଲରେ ୪୦ ରନ

ତୃତୀୟ ଟି-୨୦ – ୧ଟି ବଲରେ ୦ ରନ

କେଏଲ ରାହୁଲ ନିଅଜର ଟି-୨୦ ଅନ୍ତଃରାଷ୍ଟ୍ରୀୟ କ୍ଯାରିୟରର ୪୯ଟି ମ୍ଯାଚରେ ୧୫୫୫୭ ରନ କରିଛନ୍ତି। ଏହି ସମୟରେ ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହିତ ତାଙ୍କର ଷ୍ଟ୍ରାଇକ ରେଟ ୧୪୨.୧୯ ଓ ଓଉସତ ୩୯.୯୨ ଅଟେ। ସେହିପରି ଶିଖର ଧାବନ ୬୭ଟି ଟି-୨୦ ଅନ୍ତଃରାଷ୍ଟ୍ରୀୟ ମ୍ଯାଚରେ ୧୧ଟି ଅର୍ଦ୍ଧଶତକ ସାହାଯ୍ୟରେ ୧୭୫୯ ରନ କରିଛନ୍ତି। ଧାବନଙ୍କ ଷ୍ଟ୍ରାଇକ ରେଟ ୧୨୬.୪୫ ଅଟେ ଯାହା ରାହୁଲଙ୍କ ଠାରୁ କମ ଅଟେ।

ଆଇପିଏଲରେ ଦୁଇଜଣ ବ୍ୟାଟ୍ସମ୍ୟାନ ଦେଖାଇଲେ ଦମ:-

ଆଇପିଏଲ ୨୦୨୧ର ପ୍ରଥମ ଫେଜରେ କେଏଲ ରାହୁଲ ସହଜରେ ୭ଟି ମ୍ଯାଚରେ ୪ଟି ଅର୍ଦ୍ଧଶତକ ସାହାଯ୍ୟରେ ୩୩୧ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୩୬.୨୧ ଅଟେ। ଶିଖର ଧାବନ ଏହି ସମୟରେ ୮ଟି ଆଇପିଏଲ ମ୍ଯାଚରେ ୩୮୦ ରନ କରିଥିଲେ, କିନ୍ତୁ ତାଙ୍କର ଷ୍ଟ୍ରାଇକ ରେଟ ୧୩୪.୨୭ ଅଟେ ଯାହାକୁ ରାହୁଲଙ୍କ ଠାରୁ କମ ଅଟେ।

କେଏଲ ରାହୁଲ ହେବେ ଶିଖର ଧାବନଙ୍କ ପାଇଁ ବି-ପଦ?:-

କେଏଲ ରାହୁଲ ଟି-୨୦ ବିଶ୍ଵକପରେ ରୋହିତ ଶର୍ମାଙ୍କ ସହିତ ଓପନିଂ ପାଇଁ ସବୁଠାରୁ ବଡ ଦାବେଦାର ଅଟନ୍ତି। ଯଦି ସେ ଆଇପିଏଲ ୨୦୨୧ରେ ଦ୍ଵିତୀୟ ଫେଜରେ ଏହିପରି ବ୍ୟାଟିଂ କରନ୍ତି ତେବେ ଶିଖର ଧାବନଙ୍କ ପାଇଁ ବଡ ଅସୁବିଧା ହୋଇଯିବ।

Leave a Reply

Your email address will not be published. Required fields are marked *