IND vs ENG: ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶୋ ଯିବେ ନାହିଁ ଇଂଲଣ୍ଡ ! ବିସିସିଆଇ ଅନ୍ୟ ଖେଳାଳିଙ୍କୁ ପଠାଇବା ପ୍ରସ୍ତୁତିରେ

ଭାରତୀୟ ଦଳକୁ ଶ୍ରୀଲଙ୍କା ବି-ରୁ-ଦ୍ଧରେ ଦ୍ଵିତୀୟ ଟି-୨୦ ମ୍ଯାଚରେ ୩ୱିକେଟ ପରାଜୟର ସାମ୍ନା କରିବାକୁ ପଡିଥିଲା। ବହରତୀୟ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ କରୋନା ହେବା ପରେ ଏହି ମ୍ଯାଚ ଗୋଟିଏ ଦିନ ପରେ ହୋଇଥିଲା। ଏଥିରେ କେବଳ ଶ୍ରୀଲଙ୍କା ଟୁରରେ ନୁହେଁ ବରଂ ଭାରତର ଇଂଲଣ୍ଡ ଟୁରରେ ବହୁତ ପ୍ରଭାବ ପଡିଛି।

କଣ ଶୋ-ସୂର୍ଯ୍ୟକୁମାର ଯିବେ ନାହିଁ ଇଂଲଣ୍ଡ:-

ଇଂଲଣ୍ଡ ବି-ରୁ-ଦ୍ଧରେ ପାଞ୍ଚ ମ୍ଯାଚର ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଶୁଭମନ ଗିଲ, ଆବେଶ ଖାନ ଓ ୱାଶିଂଟନ ସୁନ୍ଦର ଆ-ହ-ତ ହୋଇଛନ୍ତି, ଏହି ଟୁରରୁ ସେ ବାହାରି ଯାଇଛନ୍ତି। ଯେଉଁକାରଣରୁ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମଥର ଟେଷ୍ଟ ଦଳ ପାଇଁ ଡାକରା ଆସିଛି ଓ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶୋ ତାଙ୍କ ସହିତ ଇଂଲଣ୍ଡ ମଧ୍ୟ ଯିବେ।

ଏମିତିରେ ବର୍ତ୍ତମାନ ସମୟରେ ଦୁଇଜଣ ଖେଳାଳି ଇଂଲଣ୍ଡ ଯିବା ଉପରେ ପ୍ରଶ୍ନ ଦେଖାଯାଉଛି କାରଣ କୃନାଲ ପାଣ୍ଡ୍ୟା କରୋନାରେ ଆ-କ୍ରା-ନ୍ତ ହୋଇଛନ୍ତି ଓ ତାଙ୍କ ସହ ୮ଜଣ ସଦସ୍ୟ ସମ୍ପର୍କରେ ଆସିଛନ୍ତି। ସେଥିମଧ୍ୟରୁ ସୂର୍ଯ୍ୟକୁମାର ଓ ପୃଥ୍ବୀ ସାମିଲ ଅଛନ୍ତି। ଏହି ଦୁଇଜଣ ଖେଳାଳିଙ୍କର ଇଂଲଣ୍ଡ ଯିବା ଠିକ ନାହିଁ। ରି-ପୋ-ର୍ଟସ ଅନୁସାରେ ଶୀଘ୍ର ବିସିସିଆଇ ସୂର୍ଯ୍ୟକୁମାର ଓ ପୃଥ୍ବୀଙ୍କର ବିକଳ୍ପ ବିଷୟରେ ଚିନ୍ତା କରିବ।

ବିସିସିଆଇକୁ ଦ୍ଵିତୀୟ ଖେଳାଳିଙ୍କୁ ପଠାଇବାକୁ ହେବ ଇଂଲଣ୍ଡ!:-

କୃନାଲ ପାଣ୍ଡ୍ୟାଙ୍କ କରୋନା ରି-ପୋ-ର୍ଟ ପଜିଟିବ ଆସିଥିଲା ଯାହାପରେ ତାଙ୍କ ସମ୍ପର୍କରେ ଆସିଥିବା ଖେଳାଳିଙ୍କୁ ୭ଦିନ ପାଇଁ ଆଇସୋଲେସନରେ ରଖାଯାଇଛି। ଅର୍ଥାତ ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶୋଙ୍କୁ ଶ୍ରୀଲଙ୍କାର ୭ଦିନ ପର୍ଯ୍ଯନ୍ତ ଆଇସୋଲେସନରେ ରହିବାକୁ ହେବ। ଏହାର ଅର୍ଥ ଏହି ଦୁଇଜଣ ଖେଳାଳି ଅଗଷ୍ଟ ୨ ପର୍ଯ୍ଯନ୍ତ ଆଇସୋଲେସନରେ ରହିବେ। କିନ୍ତୁ ଏହା ପରେ ସେମାନେ ଇଂଲଣ୍ଡ ଯାଇପାରିବେ ନାହିଁ। କାରଣ ଇଂଲଣ୍ଡର କୋଭିଡ-୧୯ ନି-ୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ପଜିଟିବ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବେ ତେବେ ତାଙ୍କୁ ସେଠାରେ ଯାଇ ୧୦ ଦିନ ପର୍ଯ୍ଯନ୍ତ ଆଇସୋଲେସନରେ ରହିବାକୁ ହେବ। ଏମିତିରେ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶୋ ଇଂଲଣ୍ଡ ଯିବା ପାଇଁ ୫ ଅଗଷ୍ଟ ପର୍ଯ୍ଯନ୍ତ ଆଇସୋଲେସନରେ ରହିବାକୁ ହେବ। ଯାହାପରେ ପୃଥ୍ବୀ ଶୋ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡରେ ୧୦ ଦିନ ପର୍ଯ୍ଯନ୍ତ ଆଇସୋଲେସନରେ ରହିବାକୁ ହେବ।

ଏତିକି ନୁହେଁ ଇଂଲଣ୍ଡରେ ୧୦ ଦିନ ଆଇସୋଲେସନରେ ରହିବା ପରେ ସୂର୍ଯ୍ୟକୁମାର ଓ ପୃଥ୍ବୀଙ୍କୁ ଆଉ ୩ଦିନ ଆଇସୋଲେସନରେ ରହିବାକୁ ହେବ। ଯେଉଁ ସମୟରେ ତାଙ୍କର ତିନିଥର କୋଭିଡ ଟେଷ୍ଟ ହେବ। ଏମିତିରେ ପ୍ରୟାସ କରାଯାଉଛିକି ବିସିସିଆଇ ଏହି ଦୁଇଜଣଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଇଂଲଣ୍ଡ ପଠାଇଦେଉ।

ଏହି ୩ଜଣ ଖେଳାଳି ଇଂଲଣ୍ଡ ସିରିଜରୁ ବାହାରିଲେ:-

ବହରତର ସଲାମୀ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ଆଣ୍ଠୁରେ ଆ-ଘା-ତ ଯୋଗୁଁ ସେ ଭାରତ ଫେରିଆସିଛନ୍ତି। ଯାହାପରେ ଅଭ୍ଯାସ ମ୍ଯାଚରେ ଆଙ୍ଗୁଳିରେ ଆ-ଘା-ତ ଯୋଗୁଁ ଦୃ-ତ ବୋଲର ଆବେଶ ଖାନ ସିରିଜରୁ ବାହାରି ଯାଇଛନ୍ତି। ପୁଣି ଭାରତୀୟ ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ଆ-ହ-ତ ହୋଇଛନ୍ତି। ଯେଉଁ କାରଣରୁ ଇଂଲଣ୍ଡ ଟୁରରୁ ବାହାରି ଯାଇଛନ୍ତି।

ୱାଶିଂଟନ ସୁନ୍ଦର ଗତ କିଛି ସମୟରୁ ଆଙ୍ଗୁଳିରେ ଆ-ହ-ତ କାରଣରୁ ଚିନ୍ତିତ ଥିଲେ। ଅସୁବିଧା ବଢିଗଲା ଯେତେବେଳେ ଅଭ୍ୟାସ ମ୍ଯାଚର ପ୍ରଥମ ଇନିଙ୍ଗ୍ସରେ ବ୍ୟାଟିଂ କରିବା ପାଇଁ ଯାଇଥିଲେ।

୪ ଅଗଷ୍ଟରେ ଆରମ୍ଭ ହେବ ଭାରତ ବନାମ ଇଂଲଣ୍ଡ:-

ନ୍ଯୁଜଲାଣ୍ଡ ନିକଟରୁ ହାରିବା ପରେ ବର୍ତ୍ତମାନ ଭାରତୀୟ ଦଳ ବି-ରୁ-ଦ୍ଧରେ ୫ଟି ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ପାଞ୍ଚ ମ୍ଯାଚର ଏହି ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ୪ ରୁ ୮ ଅଗଷ୍ଟ ପର୍ଯ୍ଯନ୍ତ ନଟିଙ୍ଗହମରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ଅଗଷ୍ଟ ୧୨ରେ ଲଡ୍ସରେ ହେବ। ତୃତୀୟ ଟେଟ ହେଣ୍ଡିଗଲେରେ ୨୫ ଅଗଷ୍ଟ ଓ ଚତୁର୍ଥ ଟେଷ୍ଟ ଓଭାଲରେ ସେପ୍ଟେମ୍ବର ୨ରେ ଆରମ୍ଭ ହେବ। ଓ ପଞ୍ଚମ ଟେଷ୍ଟ ସେପ୍ଟେମ୍ବର ୧୦ରେ ମଞ୍ଚେଷ୍ଟରରେ ଖେଳାଯିବ।

Leave a Reply

Your email address will not be published.