ଏହି ଫଟୋରେ କେତୋଟି ବାଘ ଅଛନ୍ତି, କ’ଣ ଆପଣ କହି ପାରିବେ ?

ସୋସିଆଲ ମିଡିଆରେ ଫାଇଣ୍ଡ ଦ ଅବଜେକ୍ଟ ପଜଲ ଭଳି ଖେଳ ବହୁ ପସନ୍ଦ ହୋଇଥାଏ, ଲୋକମାନେ ଏହାର ବଢିଚଢିକି ଅଂଶଗ୍ରହଣ କରନ୍ତି,ଯେଉଁ କାରଣରୁ ସୋସିଆଲ ମିଡ଼ିଆ ଆସିବା ମାତ୍ରେ ହିଁ ଭାଇରାଲ ହୋଇଯାଏ|ଏମିତି ଏକ ପହେଲି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଯେଉଁଥିରେ ଏହି ଫଟୋରେ ଲୋକଙ୍କୁ ପଚରା ଯାଉଛି ଯେ ଫଟୋରେ କେତୋଟି ବାଘ ଲୁଚିଛି,କିନ୍ତୁ କିଛି ଲୋକ ବାଘକୁ ସହଜରେ ବାଛିଲେ ଓ ବହୁ ଲୋକଙ୍କୁ ଟାଇଗର ଦେଖାଯାଉନାହିଁ|

ଯେତେବେଳେ ଆମେ ନଜରରେ ଦେଖୁ ତେବେ କୁହାଯାଏ ଯେ ନଜର ହେବ ବାଜପକ୍ଷୀ ପରି କିନ୍ତୁ ବେଳେବେଳେ ସାମ୍ନାରେ ଏମିତି କିଛି ଫଟୋ ଆସେ ଯାହାକୁ ଦେଖିବା ପରେ ଦ୍ୱନ୍ଦ ସୃଷ୍ଟି ହୋଇଥାଏ,ଏବେ ଏମିତି ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ଯାହାକୁ ଦେଖିବା ମାତ୍ରେ ସଠିକ୍ ନମ୍ବର କହିବା କଷ୍ଟକର!ଆପଣ ମଧ୍ୟ ଥରେ ଚେଷ୍ଟା କରନ୍ତୁ, କ’ଣ ଆପଣ ଗଣିବାରେ ସିଦ୍ଧହସ୍ତ ନା ନାହିଁ…..!

ସୋସିଆଲ ମିଡିଆରେ ଏହି ଫଟୋ ଲୋକଙ୍କୁ ଖୁବ ପସନ୍ଦ ଆସୁଛି|ଏହି କାରଣରୁ ବହୁ ଲୋକ ଏହା ଉପରେ ମଜାଦାର କମେଣ୍ଟ ଦେଇଛନ୍ତି|ଜଣେ ୟୁଜର କହିଛନ୍ତି ଏହାକୁ କହନ୍ତି ପରଫେକ୍ଟ ଟାଇମିଙ୍ଗ ବାଲି ଫଟୋ|ଅନ୍ୟ ଜଣେ ୟୁଜର ଲେଖିଛନ୍ତି ବୁଦାର ପଛରେ ବାଘ,ଏହା ମୋତେ ବି ତ ଦେଖାଯାଉନାହିଁ|ଏହା ବ୍ୟତୀତ ବହୁ ୟୁଜର ଅଲଗା ଅଲଗା ପ୍ରକ୍ରିୟାରେ ପ୍ରଶଂସା କରିଛନ୍ତି|

ଯଦି ଆପଣଙ୍କୁ ଏପର୍ଯ୍ୟନ୍ତ ସଠିକ୍ ଜବାବ ମିଳିନାହିଁ ତ ଆପଣଙ୍କୁ କହିରଖେ ଯେ ଏଥିରେ ତିନିଟି ବାଘ ରହିଛି, ହଁ ଆଜ୍ଞା ଜଵାବ ମିଳିଗଲେ ନିଶ୍ଚିତ କମେଣ୍ଟ କରନ୍ତୁ|ଆପଣଙ୍କୁ କହିରଖେ ଯେ ଏହି ଫଟୋ ସାଞ୍ଚୁରି ଏସିଆ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି|

Leave a Reply

Your email address will not be published. Required fields are marked *