ସବୁ ସୀମା ପାର : ଗୋଟିଏ ଛେଳିକୁ ୫ ଜଣ ମିଶି କଲେ ଗ୍ୟାଙ୍ଗରେପ,ଇମ୍ରାନ ଖାନଙ୍କୁ କରାଯାଉଛି ଟ୍ରୋଲ,ଜାଣନ୍ତୁ ପୁରା ଖବର

ପା-କି-ସ୍ତା-ନରୁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଓକରା ସହରରୁ ଗୋଟିଏ ଛେଳି ସହ ଗ୍ୟା-ଙ୍ଗ-ରେ-ପ ମାମଲା ସାମ୍ନାକୁ ଆସିଛି। ମଣିଷ ରୂପୀ ରା-କ୍ଷସ ଗୁଡ଼ିକ ଛେଳି ସହ ଏମିତି ରେପ କଲେ ଶେଷରେ ତା’ର ମୃ-ତ୍ୟୁ ହୋଇଗଲା। ଏହି ମାମଲାରେ 5 ଜଣଙ୍କୁ ଗିରଫ କରିଦିଆଗଲା। ଛେଳିର ମୃ-ତ୍ୟୁପରେ ମାଲିକ ସେହି 5 ଜଣ ଆରୋ-ପୀଙ୍କ ବିରୋ-ଧରେ ପୋଲିସରେ ଅଭିଯୋଗ ଆଣିଥିଲେ।

5 ଜଣ ରା-କ୍ଷ-ସ ଛେଳି ସହିତ କଲେ ଏହି କା-ଣ୍ଡ:-

ମାଲିକଙ୍କ କହିବା ହେଲା, ଆ-ରୋ-ପୀ ଛେଳିକୁ ନେଇ ଏକ ଶୁନଶାନ ସ୍ଥାନକୁ ଯାଇଥିଲେ ଯେଉଁଠାରେ ସେମାନେ ଏହି ଘଟଣାକୁ ଅଞ୍ଜାମ ଦେଇଥିଲେ। ଯେତେବେଳେ ସେମାନେ ଛେଳିକୁ ଖୋଜିବା ପାଇଁ ପହଂଚିଥିଲେ ସେତେବେଳେ ଆ-ରୋ-ପୀ ମାନେ ସେଠାରୁ ପଳାୟନ କରିଥିଲେ। ପୋଲିସ ମାମଲା ଦର୍ଜ କରିବାପରେ ପାଞ୍ଚଜଣ ଆରୋପୀଙ୍କୁ ଗିରଫ କରିଥିଲେ। ଆରୋପୀ ସେମାନଙ୍କର ଅପରାଧ ମଧ୍ୟ ମାନିଥିଲେ।

ଲୋକମାନେ ଇମ୍ରାନ ଖାନଙ୍କୁ ଟ୍ରୋଲ କଲେ :-

ଏହି ଘଟଣା ସାମ୍ନାକୁ ଆସିବାପରେ ପା-କି-ସ୍ତା-ନ-ରେ ଲୋକମାନଙ୍କ କ୍ରୋଧ ପଞ୍ଚମ ହୋଇଗଲା। ଲୋକମାନେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଇମ୍ରାନ ଖାନ କିଛିଦିନ ପୂର୍ବରୁ ମହିଳାଙ୍କ ସହ ହୋଇଥିବା ଅ-ତ୍ୟା-ଚା-ର ଉପରେ ଏକ ବୟାନ ଦେଇଥିଲେ। ସେ କହିଥିଲେ, ଯୌ-ନ ଶୋଷଣ ଅ-ଶ୍ଳୀ-ଳ-ତା କାରଣରୁ ହୋଇଥାଏ, ଯାହାକି ପଶ୍ଚିମୀ ଓ ଭାରତୀୟ ସଂସ୍କୃତିରୁ ଆସିଛି।

ସୋସିଆଲ ମିଡ଼ିଆରେ ଲୋକମାନେ ହୋଇଗଲେ କ୍ରୋଧିତ:-
 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Shaniera Akram (@iamshaniera)

ଏବେ ଛେଳି ଦୁ-ଷ୍କ-ର୍ମ ମାମଲା ସାମ୍ନାକୁ ଆସିବାପରେ ପାକିସ୍ତାନୀ ମାନଙ୍କର କ୍ରୋଧ ପଞ୍ଚମରେ ପହଂଚି ଯାଇଛି। ସେମାନେ ସୋସିଆଲ ମିଡିଆରେ ଇମ୍ରାନ ଖାନଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। କ୍ରିକେଟର ୱାସିମ ଆକ୍ରମଙ୍କ ପତ୍ନୀ ଓ ଆକ୍ଟଭିଷ୍ଟ ଶାନିଏରା ଆକ୍ରମ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ଇଂଷ୍ଟାଗ୍ରାମରେ ଫୋଟୋ ପୋଷ୍ଟ କରି ଲେଖିଥିଲେ ଆଜି ଗୋଟିଏ ଛେଳି, କାଲି ଆଉ କିଏ? ଆ-କ୍ର-ମ ମହିଳା ଓ ଛୁଆଙ୍କ କଲ୍ୟାଣ ପାଇଁ ଶିକ୍ଷାକୁ ଆଗକୁ ବଢ଼ାଇବାକୁ ଜୋର ଦେଲେ।

Leave a Reply

Your email address will not be published. Required fields are marked *