ଦେଖନ୍ତୁ ଭିଡିଓ : ଶାଢୀରେ ମହିଳା କଲେ ଏମିତି ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ କହିବେ – ଇଏ ତ ଅଲମ୍ପିକରେ ରହିବା ଉଚିତ

ଏହା ତ ଆମେ ସମସ୍ତେ ଜାଣିଛନ୍ତି ଯେ ଏହି ଦେଶରେ ଟ୍ୟାଲେଣ୍ଟର କୌଣସି ଅଭାବ ନାହିଁ | ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ, ମହିଳା ହେଉ କିମ୍ବା ପୁରୁଷ ସମସ୍ତଙ୍କଠାରେ ଆପଣଙ୍କୁ କିଛି ନା କିଛି ଅଲଗା ଟ୍ୟାଲେଣ୍ଟ ଦେଖିବାକୁ ମିଳିଯିବ | ସୋସିଆଲ ମିଡିଆରେ ମଧ୍ୟ ଏମାନଙ୍କ ଭିଡିଓ ଭାଇରଲ ହୋଇଥାଏ | କିଛି ଭିଡିଓ ତ ଏପରି ହୋଇଥାଏ, ଯାହା କି ଦେଖୁ ଦେଖୁ ଭାଇରଲ ହୋଇଯାଏ ଏବଂ ଲୋକମାନଙ୍କ ହୃଦୟକୁ ଛୁଇଁ ଯାଏ | ଏପରି ଏକ ଭିଡିଓ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି, ଯେଉଁଥିରେ ଜଣେ ମହିଳା ଶାଢ଼ୀ ପିନ୍ଧି ଅଜବ ପ୍ରକାରର ଷ୍ଟଣ୍ଟ ଦେଖାଉଛନ୍ତି |

ମହିଳାମାନେ ମଧ୍ୟ ଆଜି କଲି କୌଣସି କାମରେ କାହାଠାରୁ କମ ନୁହନ୍ତି | ଏହାର ଅନୁମାନ ଆପଣ ଏହି ଭିଡିଓକୁ ଦେଖି କରିପାରିବେ | କାରଣ, ଶାଢ଼ୀ ପିନ୍ଧି ଯେଭଳି ଭାବରେ ଏହି ମହିଳା ବ୍ୟାକ କ୍ଲିପ ମା-ରୁଛନ୍ତି ଏବଂ ଅଲଗା ଅଲଗା ଷ୍ଟାଇଲର ଷ୍ଟଣ୍ଟ ଦେଖାଉଛନ୍ତି, ତାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | କେବଳ ଏତିକି ନୁହେଁ, ଲୋକମାନେ ମହିଳାଙ୍କୁ ପ୍ରଶଂସା କରିବାକୁ ମଧ୍ୟ ଥକୁନାହାନ୍ତି | ଯେପରିକି ଆପଣ ଏହି ଭିଡିଓରେ ଦେଖିପାରିବେ କିପରି ମହିଳା ବାଲାନ୍ସ କରି ଷ୍ଟଣ୍ଟ କରୁଛନ୍ତି |

ଦେଖନ୍ତୁ ଭିଡିଓ :-

ବହୁତ ଚମ-ତ୍କାର ଭିଡିଓ :-

ଭିଡିଓ ଦେଖିବାପରେ ଗୋଟିଏ ମୁହୂର୍ତ୍ତ ପାଇଁ ଆପଣ ମଧ୍ୟ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ | ତେବେ ଲୋକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି | ଫେସବୁକରେ ଏହି ଭିଡିଓକୁ ‘Nitesh Mishra’ ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ ଇଏ ତ ଅଲମ୍ପିକରେ ରହିବା ଉଚିତ |’ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଛଅ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ଏହା ଉପରେ ୟୁଜର୍ସ ଲଗାତାର ରିଆକ୍ସନ ମଧ୍ୟ ଦେଉଛନ୍ତି | ତେବେ ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ

Leave a Reply

Your email address will not be published. Required fields are marked *