ଦିନ ଦ୍ୱିପ୍ରହର ସମୟରେ ଲୋକମାନଙ୍କୁ ଲୁ-ଟୁଥିବା ସମୟରେ ଫଳ ପାଇଲା ଚୋ-ର,ଖୋଲି ହୋଇଗଲା ପ୍ୟାଣ୍ଟ,ଜାଣନ୍ତୁ ପୁରା ଘଟଣା

ଚୋରଟି ଜଣେ ସଦସ୍ୟଙ୍କୁ ରାସ୍ତାରେ ଲୁ-ଟିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଠିକ ସେସମୟରେ ଚୋ-ର ସହିତ ଏମିତି କିଛି ହୋଇଥିଲା ଯାହାଦ୍ୱାରା ଫେ-ଲ ହେବାକୁ ପଡ଼ିଥିଲା। ଘଟ-ଣାଟି ହେଉଛି ଲୁ-ଟ କରୁଥିବା ସମୟରେ ଚୋ-ରର ପ୍ୟାଣ୍ଟ ଗ-ଳି ପଡ଼ୁଛି ଓ ସେହି ସମୟରେ ବ୍ୟକ୍ତି ଜଣକ ଚୋ-ରଟିକୁ ମା-ଡ଼ି ବସୁଛନ୍ତି। ଆସନ୍ତୁ ଜାଣିବା କେମିତି ଘ-ଟିଥିଲା ଏହି ମଜାଦାର ଘ-ଟଣା।

ଆପଣଙ୍କୁ ଜଣାଇଦେଉଛୁ କି, ନ୍ୟୁୟର୍କଫ ବୃକଲିନରେ ଜଣେ ବ୍ୟକ୍ତି କେଉଁଆଡ଼େ ଯାଉଥିଲେ। ସେତେବେଳେ ଜଣେ ଚୋ-ର ସେଠାକୁ ଆସୁଛି ଓ ତାଙ୍କ ହାତରୁ ଦୌଡ଼ିବାକୁ ଚେ-ଷ୍ଟା କରୁଛି। ଏହିସମୟରେ ବ୍ୟକ୍ତି ଜଣକ ମଧ୍ୟ ଆ-କ୍ଟିଭ ହୋଇଯାଉଛି।

ରୋଡ଼ରେ ଲାଗିଥିବା ସିସିଟିଭିରେ ଏହି ଘ-ଟଣା ସମ୍ପୂର୍ଣ୍ଣ ଭାବରେ କ-ଏଦ ହୋଇଗଲା। ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଟି-ସାର୍ଟ ଓ ଶର୍ଟରେ ନଜର ଆସୁଛନ୍ତି। ଏହି ଚୋ-ରଟି ବ୍ୟକ୍ତିଙ୍କ ଠାରୁ କିଛି ଛଡାଇ ନେବାକୁ ଚେ-ଷ୍ଟା କରୁଥିଲା।

ଚୋ-ରଟି ଯୁବକ ସହିତ ଭିଡା ଓଟରାରେ ଲାଗି ପଡ଼ୁଛି। ଏହିସମୟରେ ସେ ତଳେ ପଡିଯାଉଛି ଓ ଚୋ-ର ତାଙ୍କ ହାତରୁ ଜିନିଷ ଛଡାଇ ନେଉଛି। ବ୍ୟକ୍ତି ଜଣକ ତାଙ୍କ ସହିତ ଲଢ଼ିବା ଜାରି ରଖେ। ଏହିସମୟରେ ଏମିତି କିଛି ହେଉଛି ଚୋର ଦୌଡ଼ି ପଳାଉଛି।

ବ୍ୟକ୍ତିଙ୍କ ଠାରୁ ଜିନିଷ ଚୋ-ରାଇ ଯେତେବେଳେ ଚୋ-ର ଦୌଡ଼ିବାକୁ ଚେଷ୍ଟା କରେ ସେତେବେଳେ ଚୋ-ରର ପ୍ୟାଣ୍ଟ ଖସି ପଡ଼ୁଛି। ଯୁବକ ଜଣକ ତଳେ ପଡିବା ସହିତ ହିଁ ଚୋ-ରର ପ୍ୟାଣ୍ଟ ଟାଣିବାକୁ ଲାଗୁଛି। ଯାହାପାଇଁ ଦିନ ଦ୍ୱିପ୍ରହର ସମୟରେ ଚୋ-ର ନିଜର ଅଣ୍ଡର ଓୟାର ସମ୍ଭାଳିବାକୁ ଲାଗୁଛି।

ଚୋ-ରର ପ୍ୟାଣ୍ଟ ଆଣ୍ଠୁ ତଳକୁ ଚାଲିଆସୁଛି। ଏହିସମୟରେ କିଛି ଅନ୍ୟ ଲୋକମାନେ ଏକତ୍ରିତ ମଧ୍ୟ ହୋଇଯାଆନ୍ତି। ଏହାଦେଖି ଚୋ-ର କଳେବଳେ ସେଠାରୁ ଚାଲି ଯାଉଛି। ସଡ଼କ ଉପରେ ଲୋକମାନେ ଜମା ହୋଇଯାଉଛନ୍ତି କାରଣ ମଝି ରାସ୍ତାରେ ଏହା ସତରେ ହୋଇଥିଲା।

ଭିଡ଼ିଓରେ ଦେଖାଇଯାଇଛି କି, ଲୁ-ଟେ-ରା ଶେଷରେ ନିଜର ପ୍ୟାଣ୍ଟ ଧରି ସେଠାରୁ ଚାଲିଯାଇଥିଲା। ନ୍ୟୁୟର୍କ ପୋ-ଲି-ସ ମୁତାବିକ, ଚୋ-ର ଏକ ଧଳା ଏସୟୁଭି ଜରିଆରେ ଘ-ଟ-ଣାସ୍ଥଳରୁ ଫେ-ରାର ହୋଇଗଲା। ପୋ-ଲି-ସ ଚୋ-ର ଉପରେ ଉପହାର ଲଗାଇଅଛି। ଏହାପରେ ଯୁବକକୁ ହସ୍ପିଟାଲ ପଠାଯାଇଛି।

Leave a Reply

Your email address will not be published. Required fields are marked *