କୁକୁର କଲା ମାଲିକ ଉପରେ ଆ-କ୍ରମ-ଣ, ଅଧା ନାକ କଟିଗଲା, ଆଉ ତା ପରେ କୁକୁରକୁ ମିଳିଲା ମୃ-ତ୍ୟୁଦ-ଣ୍ଡ,ଜାଣନ୍ତୁ ପୁରା ଘ-ଟଣା

ଜଣେ ଯୁବକଙ୍କ ଉପରେ ତାଙ୍କ ପୋଷା କୁକୁର ଆ-କ୍ରମ-ଣ କରିଦେଲା | ଆ-କ୍ରମ-ଣ ଏତେ ଭ-ୟଙ୍କ-ର ଥିଲା ଯେ ଯୁବକଙ୍କର ଅଧା ନାକ କଟିଗଲା | ତାଙ୍କର ହାତ ଏବଂ ଶରୀରର ଅନେକ ଅଂଶ ଆ-ଘା-ତ ହୋଇଯାଇଛି | ପରିସ୍ଥିତି ଏମିତି ହୋଇଗଲା ଯେ ଯୁବକଙ୍କୁ ପାଖରେ ଥିବା ତ୍ରାମା ସେଣ୍ଟରରେ ଭର୍ତ୍ତି କରିବାକୁ ପଡିଲା, ଯେଉଁଠାରେ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଚିକିତ୍ସା ଚାଲିଲା | ଆସନ୍ତୁ ଜାଣିବା ପ୍ରକୃତରେ କିପରି ପୋଷା କୁକୁର ଆ-କ୍ରମ-କ ହୋଇଗଲା |

ବାସ୍ତବରେ, ଆମେରିକାର ଯୁବ କଳାକାର ମାନୁଏଲ ମୋରାଲେସ ୨୦୧୬ ରେ ଏକ କୁକୁରକୁ ଘରକୁ ଆଣିଥିଲେ | ସେ ସେହି କୁକୁରର ନାମ ଅ-ର୍ଘ୍ୟ ରଖିଲେ | ମାନୁଏଲ ବର୍ଷ ବର୍ଷ ଧରି ତାର ଯତ୍ନ ନେଇଥିଲେ ଏବଂ ତାଙ୍କୁ ଟ୍ରେଣ୍ଡ କରିଥିଲେ | ଗତ ଚାରି ବର୍ଷ ମଧ୍ୟରେ ଅ-ର୍ଘ୍ୟ ଏବଂ ମାନୁଏଲ ମୋରାଲେସ ବେଷ୍ଟ ଫ୍ରେନ୍ଡ ହୋଇଥିଲେ |

ଦିନେ ୱାଶିଂଟନର ସ୍ଥାନୀୟ ପାର୍କରୁ ପ୍ରତିଦିନ ପରି ସାଧାରଣ ପଦଯାତ୍ରାରୁ ଫେରିବା ପରେ ମାନୁଏଲ ରୋଷେଇ ଘରକୁ ଏକ କପ କଫି ଆଣିବାକୁ ଯାଇଥିଲେ | ଏହି ସମୟରେ ବେଡ଼ରୁମ ଆଡକୁ ଯାଉଥିବା ବେଳେ ମାନୁଏଲ ଅ-ର୍ଘ୍ୟକୁ ସିଡ଼ିରେ ଲାଞ୍ଜ ହଲାଉଥିବାର ଦେଖିଲେ |

ନିଜ ବନ୍ଧୁ କୁକୁରକୁ ଡାକିବା ଉଦ୍ଦେଶ୍ୟରେ ୩୩ ବର୍ଷୀୟ ମାନୁଏଲ ଅ-ର୍ଘ୍ୟର ମୁଣ୍ଡକୁ ଥା-ପୁ-ଡ଼ାଇବା ଆରମ୍ଭ କରିଦେଲେ | କିନ୍ତୁ ଅଚାନକ କୁକୁର ହିଂ-ସ୍ର ହୋଇ ଉଠିଲା ଏବଂ ସେ ନିଜର ମାଲିକ ଉପରେ ସବୁ ଶ-କ୍ତି ଖଟାଇ ଆ-କ୍ରମ-ଣ କରିଦେଲା |

କୌଣସି ଚେ-ତାବ-ନୀ ବିନା କୁକୁରଟି ମାନୁଏଲଙ୍କ ମୁହଁ ଆଡକୁ ଦୌଡିଲା ଏବଂ ନିଜ ଦାନ୍ତରେ ରା-ମ୍ପି-ବା ଆରମ୍ଭ କରିଦେଲା | ମାନୁଏଲ ଅ-ର୍ଘ୍ୟର କବଳରୁ ମୁକ୍ତି ପାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ସଫଳତା ତାଙ୍କ ହାତରେ ଲାଗିଲା ନାହିଁ ଏବଂ ଏହି ସମୟରେ ତାଙ୍କ ମୁହଁରୁ ର-କ୍ତ ବହୁଥିଲା |

ମାନୁଏଲ କହିଛନ୍ତି, “ବିନା ଚେ-ତାବ-ନୀରେ ସେ (କୁକୁର) ମୋ ମୁହଁକୁ ଧରିଲା ଏବଂ ମୋ ନାକର ଗୋଟିଏ ଖଣ୍ଡ କା-ମୁଡି ଦେଲା | ମୁଁ ଏଥିରୁ ମୁକ୍ତି ପାଇବା ପାଇଁ ମୋର ଡାହାଣ ହାତ ବ୍ୟବହାର କରିଥିଲି, କିନ୍ତୁ ସେ ମୋ ହାତକୁ ଧ-ରିନେଲା ଏବଂ କା-ମୁ-ଡ଼ିଦେଲା | ମୁଁ ର-କ୍ତ ଜୁ-ଡୁବୁ-ଜୁ ହୋଇ ଯାଇଥିଲି | ସିଡ଼ିରେ କୁକୁର ସହିତ ସଂ-ଘ-ର୍ଷ କରୁଥିଲି |”

ଏହି ସମୟରେ ତାଙ୍କ ରୁମମେଟମାନେ ଦୌଡ଼ି ଆସି କୌଣସି ପ୍ରକାରେ ତାଙ୍କୁ ନେଇ ହସ୍ପିଟାଲ ଗଲେ | ମାନୁଏଲଙ୍କ ଅ-ବ-ସ୍ଥା ଗୁ-ରୁତ-ର ଥିବାରୁ ହସ୍ପିଟାଲରୁ ଟ୍ରମା ସେଣ୍ଟରକୁ ସିଫ୍ଟ କରି ଦିଆଯାଇଥିଲା | ଯେଉଁଠାରେ ତାଙ୍କୁ ଏକ ସପ୍ତାହରୁ ଅଧିକ ସମୟ ଚିକିତ୍ସା କରାଗଲା | ମାନୁଏଲଙ୍କ ନାକରୁ ଏକ ବଡ଼ ଅଂଶ ଗା-ଏ-ବ ହୋଇଯାଇଥିଲା | ଗୋଟିଏ ହାତରେ ଗୁ-ରୁତ-ର ଆ-ଘା-ତ ଲାଗିଥିଲା | ଶରୀରର ଅନେକ ସ୍ଥାନରେ କା-ମୁ-ଡ଼ା ଚିହ୍ନ ରହିଥିଲା |

ପରେ ମାନୁଏଲ ଜଣେ ପଶୁ ଚିକିତ୍ସକଙ୍କ ଠାରୁ ପରାମର୍ଶ ନେଲେ ଯେ ପ୍ରକୃତରେ ସେହି ଦିନ ତାଙ୍କ କୁକୁର କାହିଁକି ହିଂ-ସ୍ର ହୋଇ ଯାଇଥିଲା | ତେବେ ସେ ଜାଣିବାକୁ ପାଇଲେ ଯେ କୁକୁରକୁ କ୍ୟା-ନ୍ସର ହୋଇଥିଲା | ତାକୁ ବାସ୍ତବରେ ଅନେକ ଛୋଟ ବ୍ରେନ ଟ୍ୟୁମର ଥିଲା, ଯାହା ଅଚାନକ ତାର ନ-ର୍ମାଲ ପ୍ରକୃତିକୁ ବଦଳାଉଥିବାର କାରଣ ହୋଇପାରେ | ପଶୁ ଚିକିତ୍ସକ ଓ ପୋ-ଲି-ସର ପରାମର୍ଶ ପରେ ସେହି କୁକୁରକୁ ମୃ-ତ୍ୟୁଦ-ଣ୍ଡ ଦିଆଯାଇଥିଲା |

Leave a Reply

Your email address will not be published. Required fields are marked *