ହେଲିକପ୍ଟରରୁ ଡେ-ଇଁବା ପରେ ଖୋଲିଲା ନାହିଁ ପାରାଚୁଟ,ଆଉ ତା ପରେ ୧୫୦୦୦ ଫୁଟରୁ ଡେ-ଇଁ ଏମିତି ଭାବରେ ଜୀବନ ବଞ୍ଚାଇଲେ ସୈ-ନିକ,ଜାଣନ୍ତୁ ପୁରା ଘ-ଟଣା

ପ୍ରଶିକ୍ଷଣ ଅଭ୍ୟାସ ସମୟରେ ଜଣେ ସୈ-ନିକ ଦୁ-ରୟଘ-ଟ-ଣାର ଶି-କା-ର ହେଲେ ଓ ସେ ୧୫୦୦୦ ଫୁଟ ଉଚ୍ଚତାରୁ ତଳକୁ ଖସିପଡିଲେ|ଏହି ଘ-ଟ-ଣା ୬ ଜୁଲାଇରେ ହୋଇଥିଲା|କୁହାଯାଉଛି ଯେ ବ୍ରିଟିଶ ଓ ଆମେରିକୀୟ ସୈ-ନି-କ ଏକାସହ ପ୍ରଶିକ୍ଷଣ ଅଭ୍ୟାସ କରୁଥିଲେ ଓ ହାଲୋ ଜମ୍ପ ଲଗାଇବା ସମୟରେ ସୈନିକ ଦୁର୍ଘ-ଟଣାର ଶି-କା-ର ହୋଇଥିଲେ|ପ୍ର-ଶିକ୍ଷ-ଣ ଅଭ୍ୟାସ ସମୟରେ ବ୍ରିଟିଶ ସୈ-ନିକର ପାରାସୁଟ ପୁରାପୁରି ଖୋଲି ପାରିଲା ନାହିଁ|ଫଳରେ ସୈନିକ ୧୫୦୦୦ ଫୁଟ ଉଚ୍ଚତାରୁ ମା-ଟିରେ ଆସି ପଡିଲା|

ଖବର ଅନୁଯାୟୀ ଉଡାନ ସମୟରେ ସୈ-ନି-କର ପାରାସୁଟ ଫେଲ ହୋଇଗଲା|ଯେତେବେଳେ ସୈ-ନିକ ନିଜ ପାରାସୁଟ ଖୋଲିବାକୁ ଚେଷ୍ଟା କଲା ସେତେବେଳେ ଖୋଲି ପାରିଲା ନାହିଁ|ଫଳରେ ସେ ୩୨୨ କିମି ଉତ୍ତରରେ ଏଟାସ୍କେଡେରୋରେ ଆସିକା ପଡିଲା|ଏହି ସୈ-ନିକ ଏକ ଛାତ ଉପରେ ପଡ଼ିଲା|ସେ ଛାତ ଭା-ଙ୍ଗି ସିଧା କିଚେନରେ ପଡିଲା|

Google

ସୈଭାଗ୍ୟ ବଶତଃ ସେ ଯେତେବେଳେ କିଚେନରେ ପଡିଲେ ସେତେବେଳେ ସେଠାରେ କେହି ନଥିଲେ|ସୂଚନାଯୋଗ୍ୟ ଯେ ଯେତେବେଳେ ସୈ-ନିକ ସେହି ଘର ଉପରେ ପଡିଲା ସେତେବେଳେ ଘରେ କେହି ନଥିଲେ|ପଡୋଶୀ ଏହି ଘ-ଟଣା ଦେଖି ତୁରନ୍ତ ୯୧୧ କଲ କରିଲେ ଫଳରେ ପୋ-ଲିସ ଘରକୁ ଆସି ତୁରନ୍ତ ସୈ-ନି-କଙ୍କୁ ସାହାଯ୍ୟ କଲେ|

ପୋ-ଲି-ସ ଆ-ହ-ତ ସୈ-ନିକଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ଯେଉଁଠାରେ ସୈ-ନି-କଙ୍କ ଚିକିତ୍ସା କରାଗଲା|ଏଟାସ୍କେଡେରୋ ପୋ-ଲି-ସ ବିଭାଗ ନିଜ ଫେସବୁକ୍ ପେଜରେ ଏହି ଘ-ଟ-ଣାର ତଥ୍ୟ ଦେଇ ସୈ-ନି-କର ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି|ପୋ-ଲି-ସ ଅନୁଯାୟୀ ସୂଚନା ପାଇବା ମାତ୍ରେ ସେ ଘ-ଟ-ଣାସ୍ଥଳରେ ପହଞ୍ଚିଥିଲେ|ସେତେବେଳେ ସୈ-ନିକ ବହୁତ ଯ-ନ୍ତ୍ର-ଣା ଅନୁଭବ କରୁଥିଲେ ଓ ରଡି କରୁଥିଲେ|ଯଦିଓ କୈାଣସି ଗମ୍ଭୀର ଆ-ହ-ତ ଲାଗି ନାହିଁ|ଏହାର ଚିକିତ୍ସା ଏଟାସ୍କେଡେରୋ ଫାୟାର ଓ ଏମରଜେନ୍ସି ସର୍ଭିସ କରିଥିଲେ ଓ ପରେ ହସ୍ପିଟାଲ ନିଆଯାଇଥିଲା|

Google

ବ୍ରିଟିଶ ଦୂତାବାସ ଅନୁସାରେ ଏହି ଅଭ୍ୟାସ କାର୍ଲିଫର୍ଣିଆର ନେସନାଲ ଗାର୍ଡ ବେସ କ୍ୟାମ୍ପ ରୋବୋଟରୁ କରାଯାଉଥିଲା|ସୈ-ନି-କ କେଉଁ ଟୁକୁଡିରେ ଥିଲେ ଓ କେଉଁ ଆମେରିକୀୟ ସୈ-ନ୍ୟ ସହ ଅଭ୍ୟାସ କରୁଥିଲେ ତାହା ସୂଚନା ଦିଆଯାଇନାହିଁ|ବ୍ରିଟିଶ ଦୂତାବାସ ଅନୁସାରେ ସୈ-ନ୍ୟ ଏବେ ଠିକ୍ ଅଛି|ପଡୋଶୀଙ୍କ ସାହାଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି|

ହାଲୋ ଜମ୍ପ ବହୁ ଉଚ୍ଚରୁ ଲଗାଯାଏ|ଏହା ଅନ୍ତର୍ଗତ ବ୍ୟକ୍ତିଙ୍କୁ ୩୫ ହଜାର ଫୁଟ ଉଚ୍ଚତାରୁ ହେଲିକପ୍ଟରରୁ ପକାଯାଏ|ପଡିବା ପରେ ବ୍ୟକ୍ତି ଯେତେବେଳେ ୬ ହଜାର ଫୁଟ ବା କମ ଉଚ୍ଚତା ଆସେ ତେବେ ପାରାଶୁଟ ଖୋଲାଯାଏ|

Leave a Reply

Your email address will not be published.