ବାଇକରେ ବୁଲୁଥିବା ବ୍ୟକ୍ତି ହାତୀ ସହ ନେଲେ ପ-ଙ୍ଗା,ଚାଲିଗଲା ଜୀବନ

ମଣିଷ-ହାତୀ ବି-ବା-ଦ:ସାଧାରଣତଃ ଦେଖାଯାଏ ଯେ ହାତୀ ଶାନ୍ତ ସ୍ଵଭାବର ପ୍ରାଣୀ ଅଟେ|ଯାହାର ସୁନ୍ଦର ଭିଡିଓକୁ ଦେଖିକି ଲାଗେ ଯେ ସେ ଖୁସମିଜାଜ୍ ଅଟେ|କେତେବେଳେ ତାର ଛୋଟଛୁଆ କାଦୁଅରେ ଖେଳୁଥିବାର ଓ ବର୍ଷାରେ ମଜା ନେଉଥିବା ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ ଅର୍କେଷ୍ଟ୍ରା ପ୍ରୋଗ୍ରାମର ଭିଡିଓ ଲୋକଙ୍କ ହୃଦୟ ଜିତିଥାଏ କିନ୍ତୁ ଏହା ଜରୁରୀ ନାହିଁ ଯେ ହାତୀକୁ କେବେ ରା-ଗ ଆସେ ନାହିଁ|ଆପଣ ଜାଣିନଥିବେ ଯେ ରା-ଗୁ-ଆ ହାତୀ ସିଂହ ବା ଚି-ତାକୁ ଉଠେଇକି ଫୋପାଡି ଦେଇଥାଏ|ଏମିତି ଏକ ଜଙ୍ଗଲୀ ହାତୀ ଯୁବକଙ୍କୁ କରିଛି|

ପ୍ରକୃତରେ ଉତ୍ତରାଖଣ୍ଡର ରାଜାଜି ଟାଇଗର ରିଜର୍ଭର ଗୋହରୀ ରେଞ୍ଜ ଟାଇଗର ରିଜର୍ଭର ୧ କିମି ଦୁରରେ ଏକ ରାଗିଥିବା ଜଙ୍ଗଲୀ ହାତୀ ୨୮ ବର୍ଷୀୟ ମନୀଷ ଡୋବରିୟାଲ ନାମକ ବ୍ୟକ୍ତିଙ୍କୁ କ-ଚା-ଡି କ-ଚା-ଡି ମା-ରି-ଲା|ଆପଣଙ୍କୁ କହିରଖେ ଏହି ଘ-ଟ-ଣା ସେତେବେଳେ ହେଲା ଯେତେବେଳେ ମନୀଷ ଏକ ଦୋସ୍ତ ଶୁଭମ ସହ ବାଇକରେ ବୁଲୁଥିଲେ|ଲକ୍ଷ୍ମଣ ଝୁଲାର ପ୍ରଭାରୀ ନି-ରୀକ୍ଷକ ପ୍ରମୋଦ ଉନିଆଲ ଠାରୁ ମିଳିଥିବା ସୂଚନା ଅନୁସାରେ ଗୋହରୀ ରେଞ୍ଜ ଦେଇ ଯାଉଥିବା ଋଷିକେଶ-ନୀଳକଣ୍ଠ ସଡକରେ ରବିବାର ଦିନ ବିଳମ୍ବିତ ରାତିରେ ରାସ୍ତାରେ ଠିଆ ହୋଇଥିବା ହାତୀ ମନୀଷକୁ ଭ-ୟଙ୍କ-ର ଭାବରେ ମା-ରି-ଲା କିନ୍ତୁ ତା ସାଙ୍ଗ ଶୁଭମ ପ-ଳେ-ଇଗଲେ,ଐହା ପୋ-ଲି-ସ ସୂଚନା ଦେଇଛନ୍ତି|

Google

ପ୍ରମୋଦ ଉନିଏଲ ଘ-ଟ-ଣା ସମ୍ପର୍କରେ କହିଛନ୍ତି ଯେ ମନୀଷକୁ ମା-ରି-ବା ପରେ ହାତୀ ତା ଆଖପାଖରେ ବୁଲୁଥିଲା|ଫଳରେ ପୋ-ଲି-ସ ତା ଶବ ପାଖକୁ ରାତି ସାରା ଯାଇପାରି ନଥିଲା|ସକାଳୁ ହାତୀ ଗଲା ପରେ ଶ-ବ ଅଣାଗଲା|ସୂଚନାଯୋଗ୍ୟ ଯେ ମୃ-ତ-କ ପୈଡି ଜିଲ୍ଲାର କୁଲ୍ହାଡ ଗାଁର ବାସିନ୍ଦା ଥିଲେ,ଯିଐ ଋଷିକେଷରେ ନୀଳକଣ୍ଠ ମାର୍ଗରେ ଥିବା ଗରୁଡ ଚଟ୍ଟୀ ନାମକ ରିସୋର୍ଟରେ କାମ କରୁଥିଲେ ଓ ଗୀତା ନଗରରେ ରହୁଥିଲେ|ଏହା ସ୍ପଷ୍ଟ ନାହିଁ ଯେ ହାତୀ ଏହା କାହିଁକି କଲା?

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ବୋଧହୁଏ ମ-ଦ୍ୟପା-ନ କରିଥିଲେ|ରେଞ୍ଜ ଅଫିସର ଧୀର ସିଂ କହିଛନ୍ତି ଯେ ସେ ସେହି ରାସ୍ତାରେ ହାତୀ ବୁଲୁଥିବା ଆ-ଶ-ଙ୍କା କରି ସେ ବ୍ୟକ୍ତିକୁ ସେ ରାସ୍ତାରେ ନ ଆସିବାକୁ ଉପଦେଶ ଦେଇଥିଲେ କିନ୍ତୁ ସେ ଏହି କଥାକୁ ଭୃକ୍ଷେପ ନକରି ଆସିଲା|ଏହା ମଣିଷ-ହାତୀ ଦ୍ୱ-ନ୍ଦର ପଞ୍ଚମ ମା-ମ-ଲା|

Leave a Reply

Your email address will not be published.