ACF ଓ ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମ-ଲାରେ ସିବିଆଇ ଓ ଏସଆଇଟି ତ-ଦ-ନ୍ତ ଦା-ବି,ହା-ଇକୋ-ର୍ଟକୁ ଗଲା ମା-ମ-ଲା

ସୌମ୍ୟଙ୍କ ମୃ-ତ୍ୟୁ ଘ-ଟଣାକୁ ବିତିଲାଣି ୨ ସପ୍ତାହ। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ଘ-ଟ-ଣାରେ ହା-ଇକୋ-ର୍ଟରେ ଦା-ୟର ହେବ ମା-ମ-ଲା। ଭାରତୀୟ ବିକାଶ ପରିଷଦ ତରଫରୁ ହା-ଇକୋ-ର୍ଟରେ ମା-ମ-ଲା ରୁ-ଜୁ କରାଯାଇଛି। ACF ସୌମ୍ୟ ଙ୍କ ମୃ-ତ୍ୟୁ ମା-ମ-ଲାରେ ସିବିଆଇ ତ-ଦ-ନ୍ତ କରିବା ପାଇଁ ଭାରତୀୟ ବିକାଶ ପରିଷଦ ତରଫରୁ କୋ-ର୍ଟକୁ ନିବେଦନ କରାଯାଇଛି। ସୌମ୍ୟ ଙ୍କ ରହସ୍ୟଜନକ ମୃ-ତ୍ୟୁ ମା-ମ-ଲାରେ ଅନେକ ଲୋକ ମାନଙ୍କର ନାଁ ଯୋଡ଼ି ହୋଇଯାଇଛି। ସେଥିପାଇଁ ସିବିଆଇ କିମ୍ବା ଏସଆଇଟି ଦ୍ଵାରା ତ-ଦ-ନ୍ତ କରାଗଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ ବୋଲି ଆବେଦନକାରୀ କୋ-ର୍ଟଙ୍କୁ ଦର୍ଶାଇଛନ୍ତି।

ପିଟିସନରେ ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ, ସୌମ୍ୟଙ୍କ ମୃ-ତ୍ୟୁ ଦୁ-ର୍ଘଟ-ଣା ନୁହେଁ ବରଂ ହ-ତ୍ୟାକା-ଣ୍ଡ। ଏହି ହ-ତ୍ୟାରେ ପତ୍ନୀ ବିଦ୍ୟାଭାରତୀ,ପାରଳାଖେମୁଣ୍ଡି ଡିଏଫଓ ଏବଂ ଆଉ କିଛି ବ୍ୟକ୍ତି ମଧ୍ୟ ଏହି ମା-ମ-ଲାରେ ସଂପୃକ୍ତ ଅଛନ୍ତି। ପୋ-ଲି-ସର ତ-ଦନ୍ତ ପକ୍ରିୟାରେ କୌଣସି ସ୍ୱଚ୍ଛତା ନାହିଁ ବୋଲି କୋ-ର୍ଟଙ୍କୁ ଆବେଦନ କରିଛନ୍ତି ଆବେଦନକାରୀ। ମା-ମ-ଲାରେ ମୁଖ୍ୟ ସଚିବ,ଗୃହ ବିଭାଗର ଅତିରିକ୍ତ ସଚିବ,ପୋ-ଲି-ସ,ଡିଜି,ପାରଳାଖେମୁଣ୍ଡି ଏସପି ସହିତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ACF ସୌମ୍ୟ ଙ୍କ ମୃ-ତ୍ୟୁ ଘଟଣାରେ ପୋ-ର୍ଷ୍ଟ ମ-ର୍ଟମ ରି-ପୋ-ର୍ଟ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ସୌମ୍ୟ ଙ୍କ ଶରୀରରୁ ୯୫ ପ୍ରତିଶତ ପୋ-ଡି ହୋଇଯାଇଥିବାରୁ ତାଙ୍କର ମୃ-ତ୍ୟୁ ହୋଇଛି। ଶରୀରରୁ କିରୋସିନି ଗନ୍ଧ ଆସୁଥିଲା। ଆଉ ମୃ-ତ୍ୟୁ ସମୟରେ ତାଙ୍କର ପେଟ ଖାଲି ରହିଥିଲା ବୋଲି ରି-ପୋ-ର୍ଟରେ ଉଲ୍ଲେଖ ହୋଇଛି। ତେବେ ଏହି ମା-ମ-ଲାର ସତ୍ୟାସତ ସାମ୍ନାକୁ ନଆସିଲେ ପରିବାର ଲୋକେ ଧାରଣା ଦେବେ ଏବଂ ହା-ଇକୋ-ର୍ଟ ଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ସୌମ୍ୟ ଙ୍କ ଭାଇ।

ଅନ୍ୟ ପାର୍ଶ୍ବରେ ଏହି ମା-ମ-ଲାରେ ଗୋଟିଏ ପରେ ଗୋଟିଏ ନୂଆ ନାଁ ସମ୍ନାକୁ ଆସିବା ପରେ ଏହି ମା-ମ-ଲାକୁ ଆହୁରି ରହସ୍ୟମୟ ଆଡ଼କୁ ଠେଲି ନେଉଛି। ରବିବାର ଦିନ ବଲାଙ୍ଗୀର ପ୍ରାଣୀଧନ ଟ୍ରେନିଂ ସେଣ୍ଟରରେ ବିଦ୍ୟା ରହୁଥିବା ୧ ନଂ ରୁମକୁ ପୋ-ଲି-ସ ସିଲ୍ କରିଛି। ତେବେ ସେଠାରେ ତ-ଦ-ନ୍ତ କରିବା ସମୟରେ ବିଦ୍ୟଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ କଥାବାର୍ତ୍ତା ସମ୍ପର୍କରେ ପୋ-ଲି-ସ ପାଖରେ ତଥ୍ୟ ମିଳିଛି। ବିଦ୍ୟାଙ୍କ ରୁମ ଭିତରେ ମିଳିଥିବା ଚିଠିରେ ସଂପୃକ୍ତ ଯୁବକଙ୍କ ନାମ ଲେଖାଯାଇଛି। ପୋ-ଲି-ସ ପୋ-ଷ୍ଟମ-ର୍ଟମ ପରେ ମଧ୍ୟ ସତ୍ୟାସତ୍ୟ ବି ଦେଉନି ଏହା ହ-ତ୍ୟା ନା ଆ-ତ୍ମହ-ତ୍ୟା।

Leave a Reply

Your email address will not be published.