ସ୍ତ୍ରୀ ଲୁ-ଚି ଛପି କରୁଥିଲେ ରା-ସଲୀ-ଳା ; ସ୍ପଟ ରେ ପହଞ୍ଚିଲେ ସ୍ବାମୀ,ପ୍ରେମିକର ପ୍ରାଇ-ଭେଟ ପା-ର୍ଟ ରେ କଲେ ଗୁ-ଳିମା-ଡ

କେରଳ ମୁଣ୍ଡାକାଭୁ ନିକଟ ଚେଙ୍ଗଗାନୁ ଜିଲ୍ଳା ରେ ଏକ ଭ-ୟଙ୍କର ଘ-ଟଣା ଦେଖିବାକୁ ମିଳିଛି। ସେହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପ୍ରେମିକର ପ୍ରାଇ-ଭେଟ୍ ପା-ର୍ଟ କୁ ଗୁ-ଳିମା-ଡ଼ କରି ଆ-ହତ କରିଛନ୍ତି।

ପୋ-ଲି-ସ ର ସୂଚନା ଅନୁଯାୟୀ, ଆହତ ବ୍ୟକ୍ତିଙ୍କୁ ତିରୁଭାଲା ମେଡ଼ିକାଲରେ ଭର୍ତି କରାଯାଇଛି। ସୋମବାର ଦିନ ମେଡିକାଲ କତୃପକ୍ଷ ଏହି ଘ-ଟ-ଣା ସମ୍ପର୍କରେ ଚେଙ୍ଗାନୁର ପୋ-ଲି-ସ କୁ ଜଣାଇଛି। ୪୫ ବର୍ଷୀୟ ପୀ-ଡ଼ି-ତା ଅଭି-ଯୁକ୍ତଙ୍କ ପତ୍ନୀଙ୍କ ସହିତ ମୁଣ୍ଡକାଭୂରେ ରହୁଥିଲେ। ଅଭି-ଯୁକ୍ତ ଓ ପତ୍ନୀ ଛା-ଡପ-ତ୍ର ପାଇଁ ମଧ୍ୟ ପରସ୍ପର ଆବେଦନ କରିଥିଲେ।

କିନ୍ତୁ, ଶନିବାର ଦିନ ସ୍ବାମୀ ମୁଣ୍ଡକାଭୁରେ ପହଞ୍ଚି ପ୍ରେମିକ ସହିତ ପତ୍ନୀର ରା-ସଲୀ-ଳା କୁ ଦେଖି ଦେଇଥିଲେ। ଆଉ ଉଭୟଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ବାମୀ ରା-ଗି ଯାଇ ପ୍ରେମିକର ପ୍ରାଇ-ଭେଟ୍ ପା-ର୍ଟ କୁ ନିଜର ଏୟାର ପି-ସ୍ତ-ଲରୁ
ଗୁ-ଳିମା-ଡ଼ କରିଥିଲା। କିଛି ମିନିଟ ପରେ ପ୍ରେମିକକୁ ଥିରୁଭାଲାରର ଏକ ଘରୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଠିକ ସମୟରେ ମେଡ଼ିକାଲରେ ପହଞ୍ଚିବାରୁ ଏବଂ ସାମାନ୍ୟ ଆ-ଘା-ତ ହୋଇଥିବାରୁ ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ, ହଠାତ ଯ-ନ୍ତ୍ର-ଣା ହେବାରୁ କିଛି ଘଣ୍ଟା ପରେ ସେହି ଡାକ୍ତରଖାନାକୁ ଯାଇଥିଲେ। ପୋ-ଲି-ସ ର ଏହି ଘଟଣା ସଂପର୍କରେ କୌଣସି ଲିଖିତ ଅଭି-ଯୋଗ ହୋଇନଥିବାରୁ ଏହି ଘ-ଟ-ଣା ସମ୍ପର୍କରେ କୌଣସି ମା-ମ-ଲା ପଞ୍ଜୀକୃତ ହୋଇନାହିଁ।

Leave a Reply

Your email address will not be published. Required fields are marked *