ଜୀବନ ବଞ୍ଚିଯିବାରୁ ଛେଳି ମାନେ ଏମିତି ନାଚିବା ଆରମ୍ଭ କରିଦେଲେ,ବିଶ୍ୱାସ ହେଉନି ତ ଭିଡ଼ିଓ ଦେଖନ୍ତୁ

ଜୀବନ ବଞ୍ଚିଯିବା ବହୁତ ବଡ଼ କଥା ଆପଣ ନିଶ୍ଚୟ ଜାଣିଥିବେ। ଯଦି କିଏ ମୃତ୍ୟୁକୁ ମାତ୍ ଦେଇ ପୁଣିଥରେ ଫେରିଥାଏ ତାହା ଅବିଶ୍ୱସନୀୟ ଅଟେ। ଏହି ଫିଲିଙ୍ଗସକୁ କେବଳ ସେ ହିଁ ବୁଝିପାରେ ଯିଏ ମୃତ୍ୟୁର ସାମ୍ନା କରି ଫେରି ଆସିଥାଏ। ଇଣ୍ଟରନେଟରେ ଏହିପରି ଭିଡ଼ିଓ ସାମ୍ନାକୁ ଆସିଛି। ଏହା କୌଣସି ଭାବନାତ୍ମକ ଭିଡ଼ିଓ ନୁହେଁ, ଏହା ଏକ ମଜାଦାର କ୍ଲିପ ଅଟେ ଯାହାକୁ ଆଇପିଏସ ଅଫିସର ରୂପିନ ଶର୍ମା ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଶେୟର କରିଛନ୍ତି। ଏହି ଭିଡ଼ିଓକୁ ଦେଖିବା ପରେ ଆପଣଙ୍କୁ ନିଶ୍ଚୟ ହସ ଲାଗିବ, ଏହି ଭିଡ଼ିଓର ମ୍ୟୁଜିକ ନିଶ୍ଚୟ ଶୁଣନ୍ତୁ।

ଏହାପୂର୍ବରୁ ଏମିତି ଗୋଟ ୱାକ ଆପଣ ଦେଖିନଥିବେ:-

ଭିଡ଼ିଓରେ କିଛି ଛେଳି ମାନଙ୍କୁ ଆପଣ ଦେଖିପାରୁଥିବେ। ଜଣାପଡୁଛି ପୁଣି ସେମାନେ ନିଜର ଘରକୁ ଫେରୁଛନ୍ତି। ଭିଡ଼ିଓରେ ଜଣେ ବ୍ୟକ୍ତି ଛେଳି ମାନଙ୍କ ପଛରେ ଓ ଜଣେ ବ୍ୟକ୍ତି ଛେଳି ମାନଙ୍କ ଆଗରେ ଚାଲୁଥିବାର ଆପଣ ଦେଖିପାରୁଥିବେ। ଏହାର ବ୍ୟାକଗ୍ରାଉଣ୍ଡରେ ଆପଣଙ୍କୁ ଫେମସ ରାପର ଏମିନାମଙ୍କ ଗୀତ Guess who is back ଶୁଣିବାକୁ ମିଳିବ। ଏହି ଗୀତ ଶୁଣିବାପରେ ଆପଣଙ୍କୁ ଲାଗିବ ଛେଳି ମାନେ ମଜାଦାର ଡ୍ୟାନ୍ସ କରୁଛନ୍ତି ଓ କ୍ୟାଟ ୱାକ ବଦଳରେ ଗୋଟ ୱାକ ଚାଲୁଛନ୍ତି।

ମଜାଦାର ଅଟେ ଏହି କ୍ୟାପ୍ସନ:-

ରୂପିନ ଏହି ପୋଷ୍ଟରେ ମଜାଦାର କ୍ୟାପ୍ସନ ମଧ୍ୟ ଦେଇଛନ୍ତି ଯାହାକି ଏହି ଭିଡ଼ିଓକୁ ଆହୁରି ମଜାଦାର କରିଦେଉଛି। ରୂପିନ ନିଜର କ୍ୟାପ୍ସନରେ ଲେଖିଥିଲେ, ଇଦରେ ଯେତେବେଳେ ଛେଳି ବଞ୍ଚିଯାଏ, ଇଦ ପରେ ଯେତେବେଳେ ସେ ନବରାତ୍ରିର ପରିଚୟ ଦେଇ ଲେଖିଥିଲେ, ନବରାତ୍ରିରେ କୁକୁଡ଼ା ମଧ୍ୟ ଏହିପରି ଖୁସି ହେବେ। କ୍ୟାପ୍ସନ ଦେଖିବାପରେ ଯେତେବେଳେ ଆପଣ ଏହି ଭିଡ଼ିଓ ଦେଖିବେ ସେତେବେଳେ ଆପଣଙ୍କୁ ଲାଗିବ ଛେଳି ମାନେ ନିଜର ଜୀବନ ବଞ୍ଚାଇଥିବାରୁ ଖୁସିରେ ଡ଼୍ୟାନ୍ସ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *