୪୫ ହଜାର ଟଙ୍କା ପାଇଁ ପାରିବେ ଏହି ୫ ଟଙ୍କିଆ ନୋଟ ବଦଳରେ,ଜାଣନ୍ତୁ ସହଜ ଉପାୟ

ପ୍ରାୟତଃ ଆପଣ ଶୁଣିଥିବେ ଯେ ଲୋକମାନେ ପୁରୁଣା ମୁଦ୍ରା ଏବଂ ନୋଟଗୁଡିକୁ ରଖିବାପାଇଁ ଭଲ ପାଆନ୍ତି | ଘରର ପୁରୁଣା ବାକ୍ସରେ, ସିନ୍ଦୁକ କିମ୍ବା ବହିରେ ଏହି ନୋଟ ରଖିଥିବାର ମିଳିଯାଏ | ଏହାବ୍ୟତୀତ ବହୁତ ଜଣ ଏପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ପୁରୁଣା ମୁଦ୍ରା ରଖିବାକୁ ଖୁବ ଭଲ ପାଆନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ପୁରୁଣା ମୁଦ୍ରା ରାତାରାତି ଆପଣଙ୍କୁ ମାଲାମାଲ କରିପାରେ |

ବାସ୍ତବରେ, ଏପରି ନୋଟ ରେୟର କାଟାଗୋରିରେ ଆସିଥାଏ | ଏହା କିଛି ଅଲଗା ଫିଚର୍ସ ଥିବା ନୋଟ ହୋଇଥାଏ | ଏହି ଅଲଗା ଫିଚର୍ସ କିମ୍ବା ନମ୍ବର ଥିବା ନୋଟ ଆପଣଙ୍କୁ ଭଲ ମୂଲ୍ୟ ଦେଇପାରେ | ଅନେକ ଲୋକ ଏହିପରି ନୋଟକୁ କଲେକ୍ଟ କରିଥାନ୍ତି |

ମୁଦ୍ରା କଲେକ୍ସନ କରୁଥିବା ଲୋକମାନଙ୍କ ପାଖରେ ଗୋଟିଏରୁ ଆଉ ଗୋଟିଏ ଏକ ରେୟର ନୋଟ, ରେୟର ନମ୍ବର ଏବଂ ଫିଚର ଥିବାରେ ନୋଟ ଏବଂ ରେୟର ମୁଦ୍ରା ମିଳିଯାଏ | ଯଦି ସେମାନେ ଚାହିଁବେ, ତେବେ ଅଧିକ ରକମର ରୋଜଗାର ମଧ୍ୟ କରିପାରିବେ | ଏପରି ନୋଟ ଏବଂ ମୁଦ୍ରାର ମୂଲ୍ୟ ବାସ୍ତବିକ ମୂଳୟଠାରୁ ଅନେକ ଗୁଣରେ ଅଧିକ ମିଳିଥାଏ |

ଯଦି ଆପଣଙ୍କ ପାଖରେ ୫ ଟଙ୍କିଆ ପୁରୁଣା ନୋଟ ଅଛି ଏବଂ ଏହା ଉପରେ ଟ୍ରାକ୍ଟରର ଚିହ୍ନ ରହିଛି | ଏହାର ନମ୍ବର ୭୮୬ ଅଟେ, ତେବେ ଆପଣଙ୍କୁ ୩୫ ରୁ ୪୫ ହଜାର ଟଙ୍କା ମିଳିପାରିବ | ଏପରି ନୋଟଗୁଡିକୁ ଏଣ୍ଟିକ କାଟାଗୋରିର ରେୟର ନୋଟ ବୋଲି କୁହାଯାଏ | ରିଜର୍ଭ ବ୍ୟାଙ୍କ ମଧ୍ୟ କହିଥାଏ ଯେ ଏହି ପରି ନୋଟ ବହୁତ ରେୟର ହୋଇଥାଏ | ଅନେକ ୱେବସାଇଟରେ ଏହି ନୋଟ ଏବଂ ମୁଦ୍ରାର ଭଲ ମୂଲ୍ୟ ମିଳିଥାଏ | ଏଥିପାଇଁ ଆପଣଙ୍କୁ ବହୁତ ସହଜ କାମ କରିବାକୁ ପଡିବ |

ଏପରି ପରିସ୍ଥିତିରେ ଏହିପରି ଉଭୟ ଫିଚର ଥିବା ୫ ଟଙ୍କିଆ ନୋଟ ଯଦି ଆପଣଙ୍କ ପାଖରେ ମଧ୍ୟ ଅଛି, ତେବେ ଏହାଦ୍ୱାରା ଅନେକ ଗୁଣ ଅଧିକ ଟଙ୍କା ରୋଜଗାର କରିପାରିବେ | ଆପଣ ଏହି କାମ ଘରେ ବସି କରିପାରିବେ | ଏହି ନୋଟକୁ ବିକ୍ରି କରିବାପାଇଁ ଆପଣଙ୍କୁ Coin Bazzar ୱେବସାଇଟକୁ ଯାଇ ଦେଖିବାକୁ ପଡିବ | ଏଠାରେ ନିଜକୁ ସେଲର ଭାବରେ ରେଜିଷ୍ଟର କରି ନୋଟର ଫୋଟୋ କ୍ଲିକ କରି ଅପଲୋଡ଼ କରିବାକୁ ପଡିବ | ତାପରେ କ୍ରେତାମାନେ ନିଜେ ଆପଣଙ୍କୁ ଯୋଗାଯୋଗ କରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *