ସ୍ଵାମୀ ସାଜିଲା ପି-ଶା-ଚ: ମାଲିକଙ୍କ ସହ ମିଶି ଦୁ-ଷ୍କ-ର୍ମ କରିବା ପରେ ସ୍ତ୍ରୀର କା-ଟିଦେଲେ ଚୁଟି

ସ୍ଵାମୀ ସାଜିଲା ପି-ଶା-ଚ। ଅଗ୍ନିକୁ ସାକ୍ଷୀ ରଖି ଯେଉଁ ସ୍ତ୍ରୀକୁ ସବୁବେଳେ ସୁ-ର-କ୍ଷା ଦେବ ବୋଲି ସ୍ଵାମୀ ଶ-ପଥ ନେଇଥିଲା, ଶେଷରେ ସେ ସଇତାନ ସାଜି ସ୍ତ୍ରୀର ଦୁ-ଷ୍କ-ର୍ମ କରିଛି। ଛା-ଡ଼ପ-ତ୍ର ପରେ ସ୍ତ୍ରୀ ସହ ସ୍ୱାମୀ ଏମିତି କା-ଣ୍ଡ ଘ-ଟାଇଥିବାର ଅଭି-ଯୋଗ ହୋଇଛି। ନିଜେ ଚଳାଉଥିବା ଟ୍ରାକ୍ଟର ମାଲିକଙ୍କ ସହିତ ମିଶି ସ୍ତ୍ରୀ ସହ ଦୁ-ଷ୍କ-ର୍ମ କରିଥିବାର ଅଭି-ଯୋଗ ହୋଇଛି। ଏତିକିରେ ମଧ୍ୟ ରା-ଗ ଶା-ନ୍ତ ହୋଇ ନଥିଲା, ଶେଷରେ ସ୍ତ୍ରୀ କାହିଁକି ସୁନ୍ଦର ଦେଖାଯାଉଛି, ସେଥିପାଇଁ ସ୍ଵାମୀ ସ୍ତ୍ରୀର ମୁଣ୍ଡର ଚୁଟିକୁ ଅଧା କା-ଟି ଦେଇଥିଲା। ବର୍ତ୍ତମାନ ନ୍ୟା-ୟ ପାଇଁ ପୀ-ଡ଼ିତା ଥା-ନାରେ ଦ୍ୱା-ରସ୍ଥ ହୋଇଛନ୍ତି। ଏପରି ଅ-ଭାବ-ନୀୟ ଘ-ଟଣା ବାଲେଶ୍ୱର ଜିଲ୍ଲାର ନୀଳଗିରି ଥା-ନା ଅନ୍ତର୍ଗତ ଔପଦା ବ୍ଲକ ବାଇଗଡ଼ିଆରେ ଅଞ୍ଚଳରେ ଘ-ଟିଛି।

ମହିଳାଙ୍କର ଅଭି-ଯୋଗ ଅନୁସାରେ, ତାଙ୍କର ସ୍ୱାମୀ ଗୋଟିଏ ଟ୍ରାକ୍ଟର ଚଳାନ୍ତି। ପାରିବାରିକ କଳହରୁ ଉଭୟଙ୍କ ମଧ୍ୟରେ ଛା-ଡ଼ପ-ତ୍ର ହୋଇସାରିଛି। ୨ ଦିନ ପୂର୍ବରୁ ରାତି ପ୍ରାୟ ୮ଟା ବେଳେ ସେ ନିକଟସ୍ଥ ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ଓ ସେ ଚଳାଉଥିବା ଟ୍ରାକ୍ଟରର ମାଲିକ ତାଙ୍କୁ ଜବରଦସ୍ତି ଏକ ଶୁନ-ଶାନ ସ୍ଥାନକୁ ନେଇଯାଇ ଦୁ-ଷ୍କ-ର୍ମ କରିଥିଲେ। ଏହାପରେ ସେମାନେ ତାଙ୍କର ଅଧା ଚୁଟିକୁ ମଧ୍ୟ କା-ଟି ଛାଡ଼ି ଦେଇଥିଲେ। ଘଟ-ଣାର ସମାଧାନ ପାଇଁ ଯେତେବେଳେ ଗାଁରେ ବୈଠକ ବସିଲା ସେତେବେଳେ ମଧ୍ୟ କୌଣସି ସମାଧାନ ହୋଇ ପାରି ନଥିଲା। ଶେଷରେ ଗତକାଲି ସମ୍ପୃକ୍ତ ମହିଳା ଜଣକ ଥା-ନାକୁ ଯାଇଥିଲେ। ସେଠାକୁ ମହିଳାଙ୍କ ସ୍ୱାମୀଙ୍କୁ ଡକାଯାଇଥିଲା କିନ୍ତୁ କୌଣସି ସମାଧାନର ସୂତ୍ର ବାହାରି ପାରିନଥିଲା। ଫଳରେ ମହିଳା ଜଣକ ଆଜି ପୁଣିଥରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି।

ସ୍ତ୍ରୀ ଆଣିଥିବା ଦୁ-ଷ୍କ-ର୍ମ ଅଭି-ଯୋଗରେ ସ୍ୱାମୀ ରାଜ ହୋଇନାହାନ୍ତି। ଅଧା ଲଣ୍ଡା କରିଦେବାକୁ ନେଇ ସ୍ୱାମୀ କହିଛନ୍ତିଯେ, ‘ସୁନ୍ଦର ନ ଦେଖା ଯିବା ପାଇଁ ମୁଁ ତାର ଅଧା ଚୁଟିକୁ କା-ଟି ଦେଇଛି। ଏମିତି କରିଲେ ସେ ଅନ୍ୟତ୍ର ଆଉ କୁଆଡ଼େ ଯିବ ନାହିଁ ଓ ମୋ ପାଖରେ ରହିବ ଭାବି ଏହିପରି କରିଥିଲି।’ ଏପରି କା-ଣ୍ଡ ଘ-ଟାଇଥିବା ଅଭି-ଯୁକ୍ତଙ୍କ ବି-ରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ପାଇଁ ପୋ-ଲି-ସ ପ୍ରଶା-ସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଲେଶ୍ୱର ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *