ଦେଖନ୍ତୁ ଭିଡ଼ିଓ : ଦିଅରର ବାହାଘରରେ ଭାଉଜ କଲେ ଜବରଦସ୍ତ ଡ୍ୟାନ୍ସ ,୫୦ ଲକ୍ଷ ଲୋକ ଦେଖି ସାରିଲେଣି ଏହି ଭିଡିଓ

ସୋସିଆଲ ମିଡିଆରେ ଦିଅର ଭାଉଜର ନାଚ ଭିଡିଓ ଭାଇରାଲ ହେଉଥାଏ|ଏଥିରେ ସନ୍ଦେହ ନାହିଁ ଯେ ଦିଅର ବାହାଘରରେ ଭାଉଜ ବେଶି ଖୁସି ହୋଇଥାନ୍ତି|ତାଙ୍କୁ ଦେବରାଣି ଭାବରେ ଜଣେ ସାଙ୍ଗ ଓ ନୁଆ ସମ୍ପର୍କ ମିଳେ|ସୋସିଆଲ ମିଡିଆରେ ଭାଉଜଙ୍କ ଏକ ମସ୍ତ ଭିଡିଓ ଭାଇରାଲ ହେଉଛି|ଏଥିରେ ଭାଉଜ ନିଜର ଦେବରାଣୀକୁ ସ୍ୱାଗତ କରିବାକୁ ସଡକରେ ନାଚୁଛନ୍ତି|

ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମରେ ଏକ ବିବାହ ଭିଡିଓ ଭାଇରାଲ ହେଉଛି|ଏଥିରେ ବର କନ୍ୟା ରଥରେ ବସିଛନ୍ତି|ବରର ଭାଉଜ ତାଙ୍କୁ ସ୍ୱାଗତ ପାଇଁ ରାସ୍ତାରେ ନାଚୁଛନ୍ତି|ବ୍ୟାକଗ୍ରାଉଣ୍ଡରେ ମହଶୂର ଫିଲ୍ମ ଗୀତ ହମ ଆପକେ ହେ କୋନର ଲୋକପ୍ରିୟ ଗୀତ “ଆଇ ହେ ଶୁଭ ଘଡି,ଆଜ ବନି ମେ ବଡି” ବାଜୁଛି|ଭିଡିଓରେ ଭାବିଙ୍କ ମସ୍ତି ଚାଲୁଅଛି|ଇନଷ୍ଟାଗ୍ରାମରେ ଏହାକୁ ଦିନେଶ ଦେଶମୁଖ ଏହାକୁ ସେୟାର କରିଛନ୍ତି|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Dinesh Deshmukh (@dinesh.vastav)

ଦେବରାଣୀ-ଜେଠାନିର ସମ୍ପର୍କ ଭଉଣୀ-ଭଉଣୀ ବା ସାଥୀ ଭଳି ହୋଇଥାଏ|ଘରେ ଜଣେ ସଦସ୍ୟଙ୍କ ସଂଖ୍ୟା ବଢିଯିବା ଫଳରେ ଘରର ଖୁସି ଦ୍ୱିଗୁଣିତ ହୋଇଥାଏ|ଏହି ଭିଡିଓରେ ଝୁମିକି ନାଚୁଥିବା ବଡ ଭାଉଜଙ୍କ ଖୁସି ଦ୍ୱିଗୁଣିତ ହୋଇଛି|

ଦିଅରର ବାହାଘରରେ ଭାଉଜଙ୍କ ଦ୍ୱାରା କରାଯାଉଥିବା ଏହି ନାଚ ଖୁବ ଭାଇରାଲ ହେଉଛି|ଏହି ମଜାଦାର ଭିଡିଓକୁ ଏପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି|ଏତିକି କେବଳ ନାହିଁ,ବିବାହରେ ମହଜୁଦ ସମ୍ପର୍କୀୟ ବଡ ବୋହୁର ନାଚରେ ଖୁସିଥିବା ଜଣାପଡିଛି|ଜଣେ ମହିଳା ସମ୍ପର୍କୀୟ ବହୁର ନଜର ହଟେଇ ତାଙ୍କୁ ଆଶୀର୍ବାଦ ଦେଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *