ଦୁଇ ମୁଣ୍ଡିଆ ସାପ କବଳରେ ମୂଷା, ତାପରେ ହେଲା ଏମିତି କିଛି,ଲକ୍ଷ ଲକ୍ଷ ଲୋକ ଦେଖିଲେଣି ଏ ଭିଡ଼ିଓ,ଆପଣ ମଧ୍ୟ ଦେଖନ୍ତୁ

ସୋସିଆଲ ମିଡିଆରେ ଆଜିକାଲି ପଶୁମାନଙ୍କ ସହିତ ଜଡିତ ଅନେକ ଭିଡିଓ ଭାଇରଲ ହୋଇଥାଏ | ସେଥିମଧ୍ୟ କିଛି ଭିଡିଓ ଦେଖିବାପରେ ଆମକୁ ଖୁବ ହସ ଲାଗେ ତ ଆଉ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ଲାଗେ | ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି | ଯାହାକୁ ଦେଖିବାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ଆମେ ସମସ୍ତେ ଜାଣିଛନ୍ତି ଯେ ସାପ ନିଜ ଶିକାରକୁ କେତେ ସ୍ପିଡ଼ରେ ଗିଳି ଦେଇଥାଏ, ସେ ଏପରି କୌଣସି ସୁଯୋଗ ହାତଛଡା କରେନାହିଁ, ଯାହାଦ୍ୱାରା ତାର ଶିକାର ବଞ୍ଚିବାର ବାଟ ପାଇବ | ଏହା ସହିତ ଜଡିତ ଏକ ଭିଡିଓ ଆଜିକାଲି ସାମ୍ନାକୁ ଆସିଛି | ଯେଉଁଥିରେ ଦୁଇ ମୁଣ୍ଡିଆ ସାପ ଦେଖାଯାଉଛି, ଯିଏକି ଗୋଟିଏ ମୂଷାକୁ ଧରି ଗିଳିବାରେ ଲାଗିଛି |

ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଦୁଇ ମୁଣ୍ଡିଆ ସାପ ଦେଖାଯାଉଛି, ଯିଏ କି ଏକ ବଡ଼ ମୂଷା ଗିଳିବାରେ ଲାଗିଛି | କିଛି ଲୋକ ଏହି ଭିଡିଓକୁ ଦେଖି ଡରି ଯାଉଛନ୍ତି | ଏହି ସାପର ଦୁଇଟି ମୁଣ୍ଡ ରହିଛି, ତେଣୁ ଏହି ସାପର ନାମ ବେନ ଏବଂ ଜେରୀ ରଖାଯାଇଛି | ଏହି ଭୟଙ୍କର ସାପ ଗୋଟିଏ ମୂଷାକୁ ଗୋଟିଏ ପଲକରେ ପାଟିରେ ରଖି ଗିଳି ଦେଇଥିଲା |

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by B R I A N B A R C Z Y K (@snakebytestv)

ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ନିଜ ନିଜର ରିଆକ୍ସନ କମେଣ୍ଟ ମାଧ୍ୟମରେ ଦେଉଛନ୍ତି | ଜଣେ ୟୁଜର ଲେଖିଛନ୍ତି ଯେ ଏହି ଦୃଶ୍ୟ ସତରେ ଆଶ୍ଚର୍ଯ୍ୟଜନକ ଅଟେ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଦୁଇ ମୁଣ୍ଡିଆ ସାପ ବହୁତ ଅଜବ ପ୍ରକାରର ଶିକାର କଲା | ଏହାବ୍ୟତୀତ ଆହୁରି ଅନେକ ୟୁଜର ଏହି ଭିଡିଓରେ ନିଜ ନିଜର ରିଆକ୍ସନ ଦେଇଛନ୍ତି |

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ପ୍ରସିଦ୍ଧ ଭିଡିଓ କଣ୍ଟେଣ୍ଟ କ୍ରିଏଟର Brian Barczyk ସେୟାର କରିଛନ୍ତି | Brian ଆନିମଲ ଆଡଭେଞ୍ଚର ପାଇଁ ସାରା ଦୁନିଆର ଅଲଗା ଅଲଗା ସ୍ଥାନରେ ବୁଲନ୍ତି | ଏହି ଭିଡିଓକୁ ଖବର ରୂପରେ ଲେଖାଯିବା ବେଳକୁ ପ୍ରାୟ ୨ ଲକ୍ଷ ୪୩ ହଜାର ଲୋକ ଦେଖି ସାରିଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *