ଗରିବ କନେଷ୍ଟବଳର ଖୋଲିଲା ଭାଗ୍ୟ,୪ ଘଣ୍ଟାରେ ହୋଇଗଲେ କୋଟିପତି,ଜାଣନ୍ତୁ ପୁରା ଖବର

କେହି ଜଣେ କହିଛି ଯେ ଉପରବାଲା ଯେତେବେଳେ ଦିଏ ଛପର ଫାଡିକି ଦେଇଥାଏ|ଏମିତି କିଛି ହୋଇଛି ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଘୁମାରବି ଥାନାରେ କନେଷ୍ଟବଳ ପଦରେ କାର୍ଯ୍ୟରତ ସୁନୀଲ ଠାକୁରଙ୍କ କ୍ଷେତ୍ରରେ|ତାଙ୍କ ଭାଗ୍ୟ ଏମିତି ଚମକିଲା ଯେ ଏକ ଝଟକାରେ ସେ କୋଟିପତି ହୋଇଗଲେ|କହିରଖେ ଯେ ସୁନୀଲ ଠାକୁର ଛୋଟବେଳୁ କ୍ରିକେଟ ପ୍ରତି ରୂଚି ରଖୁଥିଲେ ଓ ଏହା କୋଟିପତି ପାଇଁ ରାସ୍ତା ବନାଇଲା|ଗାଁ ବେରିର ସୁନୀଲ ୨୦୧୬ ବ୍ୟାଚର କନେଷ୍ଟବଳ ଅଟନ୍ତି|ସେ କହିଛନ୍ତି ଛୋଟବେଳୁ କ୍ରିକେଟ ପ୍ରିୟ|ଏଥିପାଇଁ ସେ ବହୁବାର କ୍ରିକେଟ ଲିଗରେ ଟଙ୍କା ଲଗାଇଲେ କିନ୍ତୁ ଏହିଥର ତାଙ୍କ ଭାଗ୍ୟ ସାଥ ଦେଲା|ସେ କହିଛନ୍ତି ଏହି ଲିଗରେ ସେ ୧ କୋଟି ୧୫ ଲକ୍ଷ ଟଙ୍କା ଜିତିଛନ୍ତି|ସେ ଏହି ମାମଲାରେ ବିଶେଷଜ୍ଞ ରାୟ ଏକଦମ ଠିକ୍ ପାଇଛନ୍ତି|ଏହା ବହୁତ କଠିନ ହାରିଲେ ବହୁତ ଟଙ୍କା ହରାଇବାକୁ ହୁଏ|

ସୂଚନାଯୋଗ୍ୟ ଯେ ଏହି ମାମଲାକୁ ନେଇ ସୁନୀଲଙ୍କ କହିବା କଥା ତାଙ୍କୁ ମଧ୍ୟ ବିଶ୍ଵାସ ହେଉନାହିଁ ଯେ ଏମିତି କିଛି ହୋଇଛି|ସେ ଗୋଟିଏ ଦଳ କରି ଦୁଇଟି କଣ୍ଟେଷ୍ଟରେ ଭାଗ ନେଇଥିଲେ|ସେ କହିଛନ୍ତି ଯେ ପୂରା ମ୍ୟାଚ ତ ଦେଖିବାକୁ ମିଳିଲା ନାହିଁ କିନ୍ତୁ ମୋବାଇଲ ଉପରେ ନଜର ରଖିଥିଲେ|ଯେମିତି ତାଙ୍କ ନାଁ ଏକ ନମ୍ବରରେ ଆସିଲା ସେ ୧ କୋଟି ୧୫ ଲକ୍ଷ ଟଙ୍କା ଜିତିଲେ|ସେ କହିଛନ୍ତି ଏହି ଟଙ୍କା ନିଜ ପରିବାରର ଜରୁରୀ ପାଇଁ ଖର୍ଚ୍ଚ କରିବେ|ସେ ଗତ ଶ୍ରୀଲଙ୍କା ସହ ଏକଦିବସୀୟ ମ୍ୟାଚରେ ୧ କୋଟି ୧୫ ଲକ୍ଷ ଜିତିଲେ|

କ୍ରିକେଟ୍ ଫାଣ୍ଟାସିରେ ୧ କୋଟି ୧୫ ଲକ୍ଷ ଟଙ୍କା ଜିତିଥିବା ସୁନୀଲ ଠାକୁର ମୂଳତଃ ବିଳାସପୁର ଗାଁ ର ବେରି ରାଜଦୀୟାର ବାସିନ୍ଦା|ବହୁ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସୁନୀଲ ଛୋଟବେଳୁ କ୍ରିକେଟ ପ୍ରିୟ|ତାଙ୍କ ବାପା ଚାଷବାସ ଓ ଭାଇ ଏକ ଦୋକାନ କରିଛନ୍ତି|

ତାଙ୍କ କହିବାନୁଯାୟୀ ଲିଗ ସଞ୍ଚାଳକ ଟ୍ୟାକ୍ସ କାଟିବା ପରେ ୮୦ ଲକ୍ଷ ୫୧ ହଜାର ୭୭୦ ଟଙ୍କା ତାଙ୍କ ୱଲେଟକୁ ଦେଇଛନ୍ତି ଓ ଏହା ୩-୫ ଦିନରେ ବ୍ୟାଙ୍କ ଟ୍ରାନ୍ସଫର ହେବ|ସେ କହିଛନ୍ତି ଏଥିରୁ ସେ ପ୍ରଥମେ ଘର ବନେଇବେ ଓ ଜରୁରୀ ଆବଶ୍ୟକତା ପୂରଣ କରିବେଓ କିଛି ଭବିଷ୍ୟତ ପାଇଁ ରଖିବେ|

ତାଙ୍କ କହିବାନୁଯାୟୀ ସେ କ୍ରିକେଟ ପ୍ରିୟ ଛୋଟବେଳୁ ଓ ଏହି ଫାଣ୍ଟାସି ଲିଗରେ ପୂର୍ବରୁ ୫ ବର୍ଷ ଧରି ଭାଗ୍ୟ ଖେଳୁଥିଲେ କିନ୍ତୁ ଶୁକ୍ରବାର ଦିନ ଭାରତ ଓ ଶ୍ରୀଲଂକା ମ୍ୟାଚରେ ଭାଗ୍ୟ ପାଲଟିଲା|ସେ ୪୯ ତଥା ୩୫ ଟଙ୍କାରେ ଦଳ ଚୟନ କରିଥିଲେ|ଯେଉଁଥିରେ ୧ କୋଟି ୧୫ ଲକ୍ଷ ଟଙ୍କା ଜିତିଲେ|

୨୦୧୯ରେ ତାଙ୍କ ବିବାହ ହୋଇଥିଲା ଓ ୨ ମାସ ପୂର୍ବରୁ ଏକ ପୁଅ ହୋଇଛି|ତାଙ୍କ ପ୍ରାଥମିକ ଶିକ୍ଷା ଗାଁରେ ହୋଇଥିଲା ଓ ହାୟର ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରୀ ସ୍କୁଲ ଓହରରୁ ହୋଇଥିଲା|ଏହାପରେ ସେ ରାଜକୀୟ ମହାବିଦ୍ୟାଳୟ ବିଳାସପୁରରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *