ଏସିଏଫ ସୌମ୍ଯରଞ୍ଜନଙ୍କ ମୃ-ତ୍ୟୁ ମା-ମଲା, ହଷ୍ଟେଲରେ ତ-ନାଘ-ନା କରିବା ପରେ ବିଦ୍ୟାଭାରତୀ ରହୁଥିବା ରୁମ ନମ୍ବର-୧କୁ ପୋ-ଲି-ସ କରିଲା ସି-ଲ, ଗୁରୁତ୍ବପୂର୍ଣ ତଥ୍ୟ ମିଳିଲା!

ପାରଳାଖେମୁଣ୍ଡି ପୋଲିସ ଆଜି ବଲାଙ୍ଗୀର ଯାଇ ଖୋ-ଳତା-ଡ଼ କରିଛି। ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲାରେ ଯାଞ୍ଚ ପାଇଁ ଆଜି ବଲାଙ୍ଗୀରରେ ପହଁଚିଥିଲା ସ୍ୱ-ତ-ନ୍ତ୍ର ଦଳ। ପ୍ରାଣୀଧନ ନିରୀ-କ୍ଷକ ତାଲିମ କେନ୍ଦ୍ରରେ ପାରଳାଖେମୁଣ୍ଡି ଦଳ ପହଞ୍ଚି ତ-ଦନ୍ତ କରିଛନ୍ତି। ୨୦୧୯ ମସିହାରେ ବିଦ୍ୟାଭାରତୀ ତାଲିମ କେନ୍ଦ୍ରରେ ନାମ ଲେଖା ପାଠ ପଢା ଆରମ୍ଭଠାରୁ ମିଡ ଟର୍ମ ପରୀକ୍ଷା ଦେବାକୁ ଆସି ପୁଣି ଫେରିବା ଯାଏଁ ପୋ-ଲି-ସ ସମସ୍ତ ଘ-ଟ-ଣାର ଟିକିନିକି ଯାଞ୍ଚ କରିବା ସହିତ ସମସ୍ତ ଭିଡିଓ ଓ ଓଡିଓକୁ ରେ-କର୍ଡ କରି ନେଇଛି।

ଅନ୍ୟପଟେ ପୋ-ଲିସ ବିଦ୍ୟାଭାରତୀ ରହୁଥିବା ରୂମର ନମ୍ବର-୧ କୁ ସି-ଲ କରିବା ସହିତ ଅନେକ କାଗଜପତ୍ର ସହ ଫଟୋ ତଥ୍ୟ ମଧ୍ୟ ନେଇଛି। ଆଇଆଇସି ପାରଳାଖେମୁଣ୍ଡି ଆଜି ୪ ଘଣ୍ଟା କାଳ ତ-ଦନ୍ତ ପରେ ଠୋସ ପ୍ରମାଣ ମିଳିଛି ବୋଲି କହିଛନ୍ତି। ଏହି ମା-ମ-ଲାର ତ-ଦନ୍ତ କରିବାକୁ ଆସି ଅନେକ ପ୍ରଶ୍ନର ଉତ୍ତର ଖୋଜିପାଇଛି ପାରଳାଖେମୁଣ୍ଡି ପୋ-ଲିସ। ଆଜି ସକାଳ ୮.୩୦ ମିନିଟରେ ପ୍ରଥମେ ଟାଉନ ଥା-ନାରେ ଅଧ-ଘଣ୍ଟାଏ ଟାଉନ ଥା-ନା ଆଇଆଇସିଙ୍କ ସହ ଆଲୋଚନା କରିବା ପରେ ବଲାଙ୍ଗୀରର ପ୍ରାଣିଧନ ନିରି-କ୍ଷକ ତାଲିମ କେନ୍ଦ୍ରକୁ ଯାଇଥିଲେ ଓ ସେଠାରେ ଦିନ ୧୦ ଟା ୨୦ ମିନିଟରୁ ଡେପୁଟି ଡାଇରେକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରା-ଉଚୁରା କରିବା ଆରମ୍ଭ କରିଥିଲେ। ତାଙ୍କ ସହ ତାଙ୍କର କ୍ଲର୍କ ଓ ପିଅନକୁ ମଧ୍ୟ ତ-ଦ-ନ୍ତକା-ରୀ ଦଳ ପଚରାଉଚୁରା କରିଥିଲା।

ତେବେ ବିଭିନ୍ନ ପ୍ରକାରର କାଗଜ ପତ୍ର ଯାହା ବିଦ୍ୟାଭାରତୀଙ୍କ ଉପରେ ଆସୁଥିବା ସମସ୍ତ ପ୍ରକାର ସ-ନ୍ଦେ-ହକୁ ନେଇ ତଥ୍ୟ ସହ ତିନିଜଣଙ୍କର ଓଡିଓ ଓ ଭିଡିଓକୁ ରେ-କ-ର୍ଡ କରି ଦଳ ଫେରିଛି। ବିଦ୍ୟା ଭାରାତୀ ଆସିଥିବା କାରର ଡ୍ରାଇଭର ତାଙ୍କର କଥା ପୋ-ଲି-ସ ଆଗରେ ଜଣାଇ ସେଦିନ ଏକା ଆସିଥିଲେ ନା ଆଉ କିଏ ଥିଲେ ତାହା ଆହୁରି ତ-ଦ-ନ୍ତ ପରେ ସ୍ପ-ଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି ଓ ସେ ସମସ୍ତ ପ୍ରକାର ତଥ୍ୟକୁ ବଲାଙ୍ଗୀରରୁ ନେଇକି ଯାଇଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ବିଦ୍ୟାଭାରତୀ ୨୦୧୯ ମସିହାରେ ପ୍ରାଣିଧନ ନୀରି-କ୍ଷକ ତାଲିମ କେନ୍ଦ୍ରରେ ନାମ ଲେଖାଇଥିବା ବେଳେ ୨୦୨୦ ମସିହାରେ କରୋନା ପାଇଁ ତାଲିମ କେନ୍ଦ୍ର ବନ୍ଦ ହୋଇଯାଇଥିଲା ଓ ମାର୍ଚ୍ଚ ମାସରେ ସେ ଘରକୁ ଫେରି ଆସିଥିଲେ। ସେ ଏହି ସମୟରେ ବିବାହ କରିଥିଲେ। ୨୦୨୧ ଏପ୍ରିଲ ୩ ତାରିଖରେ ମିଡଟର୍ମ ଅଫଲାଇନରେ ପରୀକ୍ଷା ଦେବା ପାଇଁ ବଲାଙ୍ଗୀର ତାଲିମ କେନ୍ଦ୍ରକୁ ଫେରିଥିଲେ ଓ ସେଠାରେ ଯାଇ ହଷ୍ଟେଲରେ ରହିଥିଲେ।

ତେବେ ସେଦିନ ଡ୍ରାଇଭରଙ୍କ ସହ ଏକା ଆସିଥିଲେ ବିଦ୍ୟାଭାରତୀ। ଯାହା ଡ୍ରାଇଭର ମଧ୍ୟ ତାଙ୍କ ସାମ୍ନାରେ ପୋ-ଲି-ସ ଆଗରେ ରଖିଥିବା କହିଛନ୍ତି ଆଇଆଇସି। ତାଙ୍କର ଏଠାକୁ ଆସିବା ଠାରୁ ଯିବା ପର୍ଯ୍ୟନ୍ତ କେଉଁମାନଙ୍କ ସହ କଥା ବାର୍ତ୍ତା ହୋଇଥିଲେ। ତାଙ୍କ ରୂମରେ ରହୁଥିବା ସହପାଠୀ କେଉଁମାନେ ଥିଲେ। ସେମାନଙ୍କ ସହ କଣ କଥା ହୋଇଥିଲେ। ପରୀକ୍ଷା ସମୟରେ କୁଆଡେ ଯାଇଥିଲେ ନା ନାହିଁ। ଏଭଳି ଅନେକ ଗୁଡାଏ ପ୍ରଶ୍ନର-ଉତ୍ତର ବାହାର କରିବା ପାଇଁ ସମସ୍ତ ପ୍ରକାର ତଥ୍ୟ ପାଇଛି ପାରଳାଖେମୁଣ୍ଡି ପୋ-ଲି-ସ। ଅନ୍ୟପଟେ ତାଲିମ କେନ୍ଦ୍ରରେ ଥିବା କ୍ଲର୍କ ଓ ପିଅନଙ୍କୁ ମଧ୍ୟ ସ୍ବତନ୍ତ ଭାବରେ ପଚ-ରା-ଉ-ଚୁରା କରି ସମସ୍ତ ପ୍ରକାର ତଥ୍ୟକୁ ସେମାନଙ୍କ ନିକଟରୁ ନେଇଛନ୍ତି ବୋଲି କର୍ମଚାରୀ କହିଲେ।

୪ ଘଣ୍ଟା ପଚରାଉଚୁରା କରିବା ପରେ ଢେର ପ୍ରମାଣ ପୋ-ଲି-ସ ହାତରେ ଲାଗିଛି। ତେବେ ବର୍ତ୍ତମାନ ପୋ-ଲି-ସର ତ-ଦ-ନ୍ତ ସହିତ ଛା-ନଭି-ନ କରିବା ପରେ ସୋମ୍ୟରଞ୍ଜନଙ୍କର ମୃ-ତ୍ୟୁ ମା-ମ-ଲାରେ ବିଦ୍ୟାଭାରତୀଙ୍କର କିଛି ଲିଙ୍କ ରହିଛି ନା ନାହିଁ ଏ ଦିଗରେ ବଲାଙ୍ଗୀରରୁ ମିଳିଥିବା ଲିଙ୍କର କିଛି ତଥ୍ୟ ମିଶୁଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Leave a Reply

Your email address will not be published. Required fields are marked *