ଇଏ କି ମାନବିକତା : ଶ୍ବଶୁର ଘର ଲୋକେ ଜବରଦସ୍ତି ପିଆଇଲେ ବି-ଷ ଓ ପ୍ରା-ଇ-ଭେଟ ପାର୍ଟରେ ଲଙ୍କା ଭର୍ତ୍ତି କରିଦେଲେ,ମୃତ୍ୟୁ ପୂର୍ବରୁ ମହିଳାଙ୍କ ଭିଡ଼ିଓ

ରାଜସ୍ଥାନର ଭିଲାବାଡ଼ା ଜିଲ୍ଲାରେ ଶ୍ବଶୁର ଘର ଲୋକଙ୍କ ବିରୁଦ୍ଧରେ ବିଷ ଦେଇ ବୋହୂର ହତ୍ୟା ଆରୋପ ସାମ୍ନାକୁ ଆସିଛି। ବୋହୂଟି ମରିବା ପୂର୍ବରୁ ହସ୍ପିଟାଲରେ ଶ୍ବଶୁର ଘର ବିରୁଦ୍ଧରେ ଅ-ଭି-ଯୋ-ଗ ଆଣିଥିଲା। ବୋହୂର କହିବା କଥା ହେଲା ଯୌତୁକ ପାଇଁ ତା’ସହ ମା-ର-ପି-ଟ କରାଗଲା। ପାଖାପାଖି ଅଢେ଼ଇ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା।

ଆପଣଙ୍କୁ ଜଣାଇଦେଉଛୁ କି, ଏପ୍ରିଲ 26 ତାରିଖରେ ଭିଲବାଡ଼ା ପୋଲିସରେ କାର୍ଯ୍ୟରତ ହେଡ଼ କନେଷ୍ଟେବଲ ଭୈରୁ ଲାଲଙ୍କ ଝିଅର ବିବାହ ବିକ୍ରମ ସହିତ ହୋଇଥିଲା। ବିବାହର ଦୁଇ ଚାରିଦିନ ପରେ ପ୍ରିୟାଙ୍କ ଶାଶୁ ଯୌତୁକ ପାଇଁ ତାଙ୍କୁ ଚାପ ପକାଇଥିଲେ। ଶ୍ବଶୁର ଘର ଲୋକେ ତାଙ୍କୁ ମା-ର-ପି-ଟ ମଧ୍ୟ କରିଥିଲେ।

ବିଗତ ଦିନରେ ପ୍ରିୟାଙ୍କୁ ଏମିତି ମାଡ଼ ମରାଗଲା ଯାହାଦ୍ୱାରା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ହସ୍ପିଟାଲରେ ଜୀବନ ଓ ମୃ-ତ୍ୟୁ ମଧ୍ୟରେ ଲଢ଼ୁଥିବା ବେଳେ ପ୍ରିୟା ଏକ ଭିଡ଼ିଓ ବନାଇ ଶ୍ବଶୁର ଘର ଲୋକଙ୍କ ଅ-ତ୍ୟାଚା-ର ବିଷୟରେ କହିଥିଲେ।

ପ୍ରିୟା ନିଜର ମୃ-ତ୍ୟୁ ପୂର୍ବରୁ ନିଜ ସହିତ ହୋଇଥିବା ସମସ୍ତ ଅ-ପ-ରା-ଧ ବିଷୟରେ କହିଦେଇଥିଲେ। ଝିଅଟି କହିଥିଲା, ଶ୍ବଶୁର ଘର ଲୋକେ ତାଙ୍କୁ ଜଙ୍ଗଲକୁ ନେଇ ତାଙ୍କର କପଡ଼ା ଓହ୍ଲାଇ ଦେଲେ ଓ ତାଙ୍କର ପ୍ରା-ଇ-ଭେ-ଟ ପାର୍ଟରେ ଲଙ୍କା ପୂରାଇ ଦେଇଥିଲେ। କିନ୍ତୁ ପରେ ସେ କୌଣସି ମତରେ ସେଠାରୁ ପଳାଇଥିଲେ।

ମ-ରି-ବା ପୂର୍ବରୁ ସେ କହିଥିଲେ, ଶ୍ବଶୁର ଘର ଲୋକେ ତାଙ୍କ ଉପରେ ବସି ତାଙ୍କ ମା-ଡ଼ ମାରିଥିଲେ। ତାଙ୍କୁ 6 ଲକ୍ଷ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ପାଖରେ ଦେବାକୁ 6 ହଜାର ଟଙ୍କା ମଧ୍ୟ ନଥିଲା। ଶାଶୁ ଓ ଶ୍ବଶୁର ମୋତେ ବାଧ୍ୟରେ ବି-ଷ ପିଆଇଦେଲେ।

ବିଷ ପିଇବା ପୂର୍ବରୁ ପ୍ରିୟା ଆଉଏକ ଭିଡ଼ିଓ ବନାଇଥିଲେ ଯେଉଁଥିରେ ସେ କହିଥିଲେ, ମୋ ମୃ-ତ୍ୟୁ-ର କାରଣ ମୋ ଶାଶୁ, ନଣଦ ଓ ଶ୍ବଶୁର ଅଟନ୍ତି। ସେ ରାତିରେ ମୋ ସହ ମା-ର-ପି-ଟ କଲେ ଓ ମୋର କପଡ଼ା ମଧ୍ୟ ଫାଡ଼ି ଦେଲେ।

ପ୍ରିୟାଙ୍କ ପିତା ଭୈରୁ ଲାଲଙ୍କ କହିବାହେଲା, ବିବାହ ସମୟରେ ସେ ନିଜର ଝିଅକୁ ଟିଭି, ଫ୍ରିଜ, କୁଲର, ଆଲମାରୀ, ଡବଲ ବେଡ଼ ସହିତ ସମସ୍ତ ଯୌ-ତୁ-କ ଦେଇଥିଲି। କିନ୍ତୁ ପ୍ରିୟାର ଶାଶୁ ମୋତେ 6 ଲକ୍ଷ ଟଙ୍କା ମାଗିଲେ। କହିଲେ 6 ଲକ୍ଷ ଟଙ୍କା ଦିଅ ଓ ଝିଅର ଘର ବସାଅ। ଯେତେବେଳେ ମୁଁ ମନା କଲି ସେତେବେଳେ ସେ ମୋ ଝିଅ ସହିତ ମା-ର-ପି-ଟ କରିବା ଆରମ୍ଭ କରିଦେଲେ। ମୁଁ ତାଙ୍କ ଘରକୁ ଯାଇ କଥା ହେଲି କିନ୍ତୁ ସେ ମାନିନଥିଲେ।

ଭିଲବାଡ଼ା ଏସପି ବିକାଶ ଶର୍ମା କହିଥିଲେ କି, ଯେତେବେଳେ ଏହି ମାମଲା ଆମ ସମ୍ମୁଖକୁ ଆସିଥିଲା ଆମେ ତୁରନ୍ତ ଯାଞ୍ଚ କାର୍ଯ୍ୟରେ ଲାଗି ପଡ଼ିଲୁ। ଶ-ବ-ର ପୋଷ୍ଟ ମର୍ଟମ କରିଦିଆଯାଇଛି। ଯାହାବି ପ୍ରମାଣ ସାମ୍ନାକୁ ଆସିବ ତାହା ଆଧାରରେ କାର୍ଯ୍ୟବାହୀ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *