୪ ବୟଫ୍ରେଣ୍ଡଙ୍କ ସହିତ ଫେ-ରା-ର ହେଲେ ଯୁବତୀ ; ପରେ ଦ୍ବନ୍ଦରେ କାହାକୁ ବିବାହ କରିବେ

ଉତ୍ତରପ୍ରଦେଶର ରାମପୁର ଜିଲ୍ଲା ର ତାଣ୍ଡା ଅଞ୍ଚଳର ଜଣେ ଯୁବତୀ ୪ ଜଣ ପୁଅଙ୍କ ସହିତ ପଳାଇ ଯାଇଥିଲେ। ଆଉ ପରେ ଦ୍ବନ୍ଦରେ ରହିଲେ ଯେ କାହାକୁ ବାହା ହେବେ। ଶେଷରେ ପଞ୍ଚାୟତକୁ ମା-ମ-ଲା ଯାଇଥିଲା ଏବଂ ସେଠାରେ ଲଟ୍ରି ଦ୍ଵାରା ନିଷ୍ପତ୍ତି ନିଆଯାଇଛି।ଏଭଳି ଘ-ଟ-ଣା ଦେଖିବାକୁ ମିଳିଛି, ତାଣ୍ଡା କୋଟୱାଲିର ଆଜୀମନଗର ପୋ-ଲି-ସ ଷ୍ଟେସନ ଅ-ଞ୍ଚ-ଳରେ।

ସୂଚନା ଅନୁଯାୟୀ, ୫ ଦିନ ପୂର୍ବରୁ ଯୁବତୀ ଜଣକ ଏହି ୪ ଜଣ ପୁଅ ସହିତ ପଳାଇ ଯାଇଥିଲା। ଆଉ ପୁଅମାନେ ଯୁବତୀକୁ ୨ ଦିନ ପର୍ଯ୍ୟନ୍ତ ନିଜର ସମ୍ପର୍କୀୟ ବନ୍ଧୁବାନ୍ଧବ ଘରେ ଲୁ-ଚାଇ ରଖିଥିଲେ। କିନ୍ତୁ, ପରେ ଧ-ରାପଡ଼ି ଯାଇଥିଲେ। ଯୁବତୀଙ୍କ ପରିବାର ପୁଅମାନଙ୍କ ବି-ରୋ-ଧରେ ଅଭି-ଯୋଗ କରିଥିବା ସମୟରେ ଘ-ଟଣା ପଞ୍ଚାୟତକୁ ଯାଇଛି। ପଞ୍ଚାୟତ ବାହାଘର କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ, ପଞ୍ଚାୟତ ଯେତେବେଳେ ଯୁବତୀଙ୍କୁ କାହାକୁ ବିବାହ କରିବା କଥା ପଚରଗଲା, ଯୁବତୀ ଜଣକ କାହାକୁ ବିବାହ କରିବେ ଜାଣିପାରିଲେ ନାହିଁ। ଆଉ ଅନ୍ୟପର୍ଶ୍ୱରେ ପୁଅମାନେ ମଧ୍ୟ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ। ଫଳରେ, ପଞ୍ଚାୟତର ନିର୍ଦ୍ଦେଶ ଅନୁଯାୟୀ, ଲଟ୍ରି ଦ୍ଵାରା ଏହି ବିବାହ ସ୍ଥିର କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *