ଦେଖନ୍ତୁ ଭିଡ଼ିଓ : ସ୍କୁଲ ଖୋଲିବାକୁ ନେଇ ଝିଅଟି କହିଲା ଏମିତି କଥା, ଭିଡିଓ ଦେଖିଲେ କହିବେ – ଆରେ ଭାଇ, କେହି ତ ୟାକୁ ଅଟକାଅ

କରୋନା ଭାଇରସ କାରଣରୁ ସ୍କୁଲ କଲେଜ ବହୁତ ଦିନ ଧରି ବନ୍ଦ ରହିଲା | ଧୀରେ ଧୀରେ ବର୍ତ୍ତମାନ ପିଲାମାନେ ସ୍କୁଲ ଯିବାକୁ ଲାଗିଲେଣି | କିନ୍ତୁ, କିଛି ପିଲାମାନଙ୍କଠାରେ କରୋନା ସହିତ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ ରହିଛି | ପରିଶେଷରେ ସେମାନଙ୍କୁ ସ୍କୁଲ ଯିବାକୁ ହିଁ ଭଲ ଲାଗୁନାହିଁ | ଏଥିପାଇଁ ବହୁତ ଅଜବ ପ୍ରକାରର ବହନ କରୁଛନ୍ତି | ହୋଇପାରେ ଆପଣ ଏହି କଥାକୁ ବିଶ୍ୱାସ କରି ପାରୁନଥିବେ | କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ସତ କଥା ଅଟେ | ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିବାପରେ ଆପଣ ବିଶ୍ୱାସ କରିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହେବେ |

ସୋସିଆଲ ମିଡ଼ିଆ ଦୁନିଆରେ ଅନେକଥର ଏପରି ଜିନିଷ ଦେଖିବାକୁ ମିଳିଯାଏ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ସେହିପରି ଏହି ଭିଡିଓକୁ ଦେଖିବାପରେ ମଧ୍ୟ ଲୋକମାନଙ୍କୁ ବିଶ୍ୱାସ କରିବାପାଇଁ ବହୁତ କଷ୍ଟ ଲାଗୁଛି | କାରଣ, ସ୍କୁଲ ନ ଯିବାପାଇଁ ଗୋଟିଏ ଝିଅ ଏମିତି ସବୁ କଥା କହିଚାଲିଛି, ଯାହାକୁ ଶୁଣି ଆପଣ ବିଶ୍ୱାସ କରନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏହି ଛୋଟ ଝିଅର ଷ୍ଟାଇଲ ଲୋକଙ୍କ ହୃଦୟ ଜିତୁଛି |

ବହୁତ ମଜାଳିଆ ଭିଡିଓ :-

ସ୍କୁଲ ଯିବାକୁ ନେଇ ଯେପରି ଭାବେ ଜଣେ ମା ଏବଂ ଝିଅ ମଧ୍ୟରେ କଥାବାର୍ତ୍ତା ହେଉଛି, ତାହା ଲୋକମାନଙ୍କୁ ଖୁବ ହସାଉଛି | କେବଳ ଏତିକି ନୁହେଁ, ଝିଅଟିର ସୁନ୍ଦର ସୁନ୍ଦର କଥାବାର୍ତ୍ତାଗୁଡିକ ଲୋକଙ୍କ ହୃଦୟ ଜିତୁଛି | ତେବେ କିଛି ଲୋକ ଏହାକୁ ନେଇ ଖୁବ ମଜା ନେଉଛନ୍ତି | ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏହି ଭିଡିଓକୁ ଲୋକମାନେ ସେୟାର କରୁଛନ୍ତି | ଟ୍ୱିଟରରେ ଏହି ଭିଡିଓକୁ ଇଣ୍ଡିଆନ ପୋଲିସ ସର୍ଭିସର ଅଧିକାରୀ ରୁପିନ ଶର୍ମା ସେୟାର କରିଛନ୍ତି | ଭିଡିଓ ସହିତ ସେ ଲେଖିଛନ୍ତି, ‘ସରକାରଙ୍କ ଦ୍ୱାରା ସ୍କୁଲ ଖୋଲିବାର ଅନୁମତି ଦେବାର ସୂଚନା ମିଳିବାମାତ୍ରେ ହିଁ …’ | ସେହିପରି ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଗୁଗୁଲର ପ୍ରଭାବ’ | ସେହିପରି ଆଉ ଜଣେ ଲେଖିଛନ୍ତି, “ଛୋଟ ଝିଅର କଥାରେ ଦମ ଅଛି, ରାଜନେତାମାନଙ୍କୁ କଣ ସ୍କୁଲ ଯିବାକୁ ପଡିଥାଏ ” |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *