ଷ୍ଟେଜ ଉପରେ ଅଚାନକ କବାଡି ଖେଳିବାକୁ ଲାଗିଲା କନ୍ୟା, ବର ଏମିତି ଭାବରେ କଲା କଣ୍ଟ୍ରୋଲ, ଭିଡିଓ ଦେଖି ହସି ହସି ଗଡ଼ିଯିବେ

ସୋସିଆଲ ମିଡିଆରେ ଆଜିକାଲି ବିବାହର ଭିଡିଓଗୁଡିକର ବନ୍ୟା ଆସିଯାଇଛି | ହିନ୍ଦୁ, ମୁସଲିମ ଭଳି ଅନେକ ପ୍ରକାରର ବିବାହର ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହେଉଛି | ସେଥିମଧ୍ୟରୁ କିଛି ଭିଡିଓ ଏତେ ମଜାଳିଆ ହୋଇଥାଏ, ସେଗୁଡିକୁ ଦେଖି ନିଜର ହସକୁ କଣ୍ଟ୍ରୋଲ କରିହୁଏ ନାହିଁ | ସେହିପରି ଆଉ କିଛି ଭିଡିଓ ଏତେ ଇମୋସନାଲ ହୋଇଥାଏ ଯେ ଆପଣଙ୍କ ଆଖିରେ ଲୁହ ମଧ୍ୟ ଆସିଯାଏ | ଏପରି ଭାଇରଲ ହେଉଥିବା ଏହି ବିବାହ ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ | ଏଠାରେ ଷ୍ଟେଜ ଉପରେ ବରଣମାଳା ସମୟରେ ଅଚାନକ କନ୍ୟା ନିଜ ବର ସହିତ ଖେଳିବାକୁ ଲାଗିଲା |

ଭିଡିଓରେ ଦେଖିପାରିବେ ଯେ ବରଣମାଳାର ରୀତିନୀତି ଚାଲୁଥିଲା | ବର-କନ୍ୟା ଷ୍ଟେଜ ଉପରେ ଥିଲେ | କନ୍ୟା ବରକୁ ମାଳ ପିନ୍ଧାଇ ଦେଲା | କିନ୍ତୁ ବର କନ୍ୟାକୁ ମାଳ ପିନ୍ଧାଇବା ପାଇଁ ଚେଷ୍ଟା କରିବାମାତ୍ରେ କନ୍ୟା ପଛକୁ ଘୁଞ୍ଚିଯାଏ | ବର ଆଗକୁ ଆଉ ପାଦେ ବଢାଇବା ମାତ୍ରେ କନ୍ୟା ଆହୁରି ପଛକୁ ଘୁଞ୍ଚିଯାଏ ଏବଂ ଷ୍ଟେଜରେ ଚାଲିବାକୁ ଲାଗେ | ବର ମଧ୍ୟ ଚାଲିବାକୁ ଲାଗେ ଏବଂ କନ୍ୟା ବରକୁ ଦେଖି ଷ୍ଟେଜ ଉପରେ ଦୌଡିବାକୁ ଲାଗେ | ବର କନ୍ୟାକୁ ମାଳ ପିନ୍ଧାଇବା ପାଇଁ କନ୍ୟା ପଛରେ ଦୌଡେ, କିନ୍ତୁ କନ୍ୟା ସୋଫା ପଛକୁ ଚାଲିଯାଏ | ଏହା ଉପରେ ବରର ସାଙ୍ଗ ସୋଫାକୁ ହଟାଇ ଦିଅନ୍ତି | ବହୁତ କଷ୍ଟରେ କନ୍ୟା ବର ସାମ୍ନାରେ ଅଟକିଲା ଏବଂ ତାପରେ ବର କନ୍ୟାକୁ ମାଳ ପିନ୍ଧାଇଲେ|

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଲୋକମାନଙ୍କୁ ଏହି ମଜାଳିଆ ଭିଡିଓ ଖୁବ ଭଲ ଲାଗୁଛି | ଲୋକମାନେ କେବଳ ଏହି ଭିଡିଓକୁ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହି ଭିଡିଓକୁ ଦେଖିବାପରେ ବିଭିନ୍ନ ପ୍ରକାରର ମଜାଳିଆ କମେଣ୍ଟ କରୁଛନ୍ତି | ଲୋକମାନେ କହୁଛନ୍ତି କନ୍ୟା ଚମତ୍କାର କବାଡି ଖେଳିଲା | ଆପଣ ମଧ୍ୟ ଏହି ବିବାହର ଭିଡିଓ ଦେଖି ନିଜର ହସକୁ ଅଟକାଇ ପାରିନଥିବେ ଏବଂ ଖୁବ ହସିଥିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *