HIV ପଜିଟିଭ ଯୁବକ ବହୁତ ସାରା ମହିଳାଙ୍କ ସହିତ ବନାଇଲେ ସମ୍ବନ୍ଧ,ଏହାପରେ ପରିଣାମ ଯାହାହେଲା ଆପଣ ବିଶ୍ବାସ କରି ପାରିବେ ନାହିଁ,ଜାଣନ୍ତୁ ପୁରା ଘଟଣା

ଆମେରିକାର ଫ୍ଲୋରିଡାରେ ରହୁଥିବା ଜଣେ ଯୁବକଙ୍କୁ ଦୁଇବର୍ଷର ଜେଲଦଣ୍ଡ ଭୋଗିବାକୁ ପଡ଼ିଛି। ଏହି ବ୍ୟକ୍ତି ଜଣକ ଏଚଆଇଭି ପଜିଟିଭ ଥିଲା ଓ ଏହିକଥାକୁ ସେ ନକହି ବହୁତ ମହିଳାଙ୍କ ସହିତ ସମ୍ବନ୍ଧ ବନାଉଥିଲା। ଏହିପରି ଭାବରେ ସେ ଅନ୍ୟମାନଙ୍କୁ ମଧ୍ୟ ଏଚଆଇଭି ସଂକ୍ରମିତ କରାଉଥିଲା।

ଫ୍ଲୋରିଡ଼ାର ଏହି ବ୍ୟକ୍ତି ଜଣକ କାହାକୁ ନିଜର ଏଚଆଇଭି ବିଷୟରେ ନକହି ସମ୍ବନ୍ଧ ବନାଇବାରେ ଲାଗିଥିଲା। ଏହିକଥାକୁ ତାଙ୍କର ଗାର୍ଲଫ୍ରେଣ୍ଡ ପର୍ଦାଫାଶ କରିଥିଲେ। ଏହାପରେ ଯୁବକକୁ ଦୁଇବର୍ଷ ଜେଲଦଣ୍ଡ ମିଳିଥିଲା।

ଏହିକଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ 27 ବର୍ଷୀୟ ଜେନ୍ତି ବର୍ନ୍ସଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ 2013 ମସିହାରେ ଯୁବକକୁ ଡେଟ କରୁଥିବା ସମୟରେ ଜାଣିବାକୁ ପାଇଥିଲେ କି, ସେ ଏଚଆଇଭି ସଂକ୍ରମିତ ଅଟନ୍ତି। ଏହାପରେ କାଉଁଟି ଅଫିସ ଯାଞ୍ଚ କରି ଏକ ଆରୋପ ପତ୍ର ରୁଜୁ କରିଥିଲେ।

ଏହାପରେ ମହିଳା ଜଣକ ଅନ୍ୟ ମହିଳାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କଲେ କାରଣ ସେ ତାଙ୍କୁ ସଜାଗ କରିଦେବାକୁ ଚାହୁଁଥିଲେ କି, ଜେନ୍ତି ଏଚଆଇଭି ପଜିଟିଭ ଅଟନ୍ତି।

ଏହାପରେ ଯାଞ୍ଚକର୍ତା ମେଡିକାଲ ରିପୋର୍ଟରୁ ପାଇଥିଲେ କି, ବର୍ନ୍ସ ଜାନୁଆରୀ 2014 ମସିହାରୁ ପଜିଟିଭ ହୋଇଥିଲେ। ତିନିଜଣ ମହିଳା ସାମ୍ନାକୁ ଆସିଥିଲେ ଓ କହିଥିଲେ ସେମାନେ ବର୍ନ୍ସଙ୍କୁ ଡେଟ କରିଥିଲେ ଓ ଯୌ-ନ ଗତିବିଧିରେ ମଧ୍ୟ ସାମିଲ ଥିଲେ। ମହିଳା ମାନେ ଏହା ଜାଣିନଥିଲେ କି, ବର୍ନ୍ସ ଏଚଆଇଭି ପଜିଟିଭ ଥିଲେ।

କୁହାଯାଉଛି ପାଖାପାଖି 2 ଜଣ ମହିଳା ଏଥିରେ ପଜିଟିଭ ହୋଇଯାଇଥିଲେ। 2016 ମସିହାରେ ବର୍ନ୍ସଙ୍କୁ ଡେଟ କରିବାପରେ 2017 ମସିହାରେ ମହିଳା ଏଚଆଇଭି ପଜିଟିଭ ହୋଇ ସାମ୍ନାକୁ ଆସିଥିଲେ।

ପୋ-ଲି-ସ-ଙ୍କ କହିବା ହେଲା ବର୍ନ୍ସ ଅନ୍ୟ ସହରକୁ ମଧ୍ୟ ଯାତ୍ରା କରିଥିଲେ। ଆଶଙ୍କା କରାଯାଉଛି ଅନ୍ୟ ସ୍ଥାନର ଝିଅ ମାନଙ୍କ ସହିତ ବି ସେ ସମ୍ବନ୍ଧ ବନାଇଥିବେ। ଏଥିପାଇଁ ପଚରା ଉଚରା ଆଧାରରେ ଯାଞ୍ଚ କରାଯିବ।

ଜଣାଇଦେଉଛୁ କି, ଆମେରିକାରେ ପାଖାପାଖି 1.2 ମିଲିୟନ ଲୋକଙ୍କୁ ଏଚଆଇଭି ହୋଇଯାଇଛି। ଯେଉଁଥିରୁ ପାଖାପାଖି 13 ପ୍ରତିଶତ ଲୋକଙ୍କୁ ଏହା ଜଣାନହିଁ ଯେ ତାଙ୍କୁ ଏହି ରୋଗ ହୋଇଛି।

ଫ୍ଲୋରିଡା ଆଇନ ଅନୁଯାୟୀ, ଏଚଆଇଭି ପଜିଟିଭ ପତା ଲାଗିବାପରେ ଯୌନ ସମ୍ବନ୍ଧ ବନାଇବା ଆଇନଗତ ଅପରାଧ ଅଟେ। ଏହିପରି ଆଇନ ଆମେରିକାର 21 ରାଜ୍ୟରେ ଦେଖିବାକୁ ମିଳୁଛି।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *