ମ-ଦ ପିଉଥିବା ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ ନଚେତ ହୋଇପାରେ ବହୁତ ଖତରନାକ

ବହୁତ ସାରା ଲୋକେ ମ-ଦ୍ୟ-ପା-ନ ସହିତ ବାଦାମ ଓ କାଜୁ ଖାଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ମ-ଦ୍ୟ-ପା-ନ କରୁଥିବା ସମୟରେ ଏହି ଜିନିଷ ଖାଇବା ଅନୁଚିତ। ଏଥିରେ ବହୁତ ଅଧିକ କୋଲେଷ୍ଟ୍ରଲ ଥିବାରୁ ଏହା ଭୋକକୁ ମାରିଥାଏ ଓ ମ-ଦ୍ୟ-ପା-ନ କରିବା ସମୟରେ ଭାରି ଭାରି ଅନୁଭବ ହୋଇଥାଏ।

ଚକଲେଟ:-

ବହୁତ ସାରା ଲୋକ ମ-ଦ୍ୟ-ପା-ନ ସମୟରେ ଚକଲେଟ ଖାଇବା ପସନ୍ଦ କରିଥାନ୍ତି କିନ୍ତୁ ଏହିସମୟରେ ଚକଲେଟ ଖାଇଲେ ଏସିଡ଼ିଟି ମାତ୍ରା ବହୁତ ବଢିଯାଇଥାଏ।

ଚିପ୍ସ:-

ବହୁତ ଲୋକ ମ-ଦ୍ୟ-ପା-ନ ସମୟରେ ଚିପ୍ସ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ବହୁତ ଶସ୍ତା ଓ ସହଜରେ ସବୁଠି ମିଳିଯାଇଥାଏ। କିନ୍ତୁ ଏହାକୁ ଖାଇବା ଦ୍ୱାରା ବହୁତ ଶୋଷ ଲାଗିଥାଏ ଓ ଏହା ଶରୀରରେ ଜଳୀୟ ଅଂଶ କମ କରିଥାଏ।

ବ୍ରେଡ଼ ଆଣ୍ଡ ବିୟର:-

ବ୍ରେଡ଼ ଆଉ ବିୟର ବହୁତ ଖତରନାକ କମ୍ବିନେସନ ଅଟେ। ବ୍ରେଡ଼ ଖାଇବା ଦ୍ୱାରା ପେଟ ଫୁଲିଥାଏ। ଏହା ଆପଣଙ୍କ ଶରୀରରେ ଜଳୀୟ ଅଂଶ କମାଇ ଦେଇଥାଏ। ଯଦି ଆପଣ ଅଧିକ ମାତ୍ରାରେ ବ୍ରେଡ଼ ଆଣ୍ଡ ବିୟର ଖାଆନ୍ତି ତାହେଲେ ଆପଣ ବାନ୍ତି କରିଦେବେ।

ମ-ଦ୍ୟ-ପା-ନ ସମୟରେ ଏହି ଫଳ ଖାଆନ୍ତୁ ନାହିଁ:-

ମ-ଦ୍ୟ-ପା-ନ ସମୟରେ କେବେବି ଲେମ୍ବୁ ଓ ଅଙ୍ଗୁର ଭଳି ଫଳ ଖାଆନ୍ତୁ ନାହିଁ। ଏହା ପେଟକୁ ଯିବାପରେ ମ୍ୟୁକସରେ ପରିଣତ ହୋଇ ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ଉପୁଜାଇଥାଏ। ମଦ ସହିତ କ୍ଷୀର ଓ ଦହି ମଧ୍ୟ ଖାଇବା ଅନୁଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *