ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୮୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୬୭ ଜଣଙ୍କର ମୃ-ତ୍ୟୁ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୮୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୬୨ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୭୭୧ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୬୭ ଜଣ ଆ-କ୍ରା-ନ୍ତରେ ମୃ-ତ୍ୟୁ ହୋଇଥିବା ସମୟରେ ରାଜ୍ୟରେ ମୋଟ କରୋନାଜନିତ ମୃ-ତ୍ୟୁ ସଂଖ୍ୟା ୫୫୧୧ କୁ ବୃଦ୍ଧି ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲାରୁ ୭୭ ଜଣ,ବାଲେଶ୍ଵର ଜିଲ୍ଲାରୁ ୧୨୯ ଜଣ,ବରଗଡ଼ ଜିଲ୍ଲାରୁ ୧୦ ଜଣ,ଭଦ୍ରକ ଜିଲ୍ଲାରୁ ୮୯ ଜଣ,ବଲାଙ୍ଗୀର ଜିଲ୍ଲାରୁ ୦୨ ଜଣ,କଟକ ଜିଲ୍ଲାରୁ ୨୪୩ ଜଣ,ଦେବଗଡ ଜିଲ୍ଲାରୁ ୦୬ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୩ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୦୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୧ ଜଣ,ଯାଜପୁର ଜିଲ୍ଲାରୁ ୧୧୦ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୦୮ ଜଣ,କଳାହାଣ୍ଡି ଜିଲ୍ଲାରୁ ୦୬ ଜଣ,କନ୍ଧମାଳ ଜିଲ୍ଲାରୁ ୦୮ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୭ ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୪୯୦ ଜଣ,କୋରାପୁଟ ଜିଲ୍ଲାରୁ ୦୯ ଜଣ,ମାଲକାନଗିରି ଜିଲ୍ଲାରୁ ୧୯ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୯ ଜଣ,ନବରଙ୍ଗପୁର ଜିଲ୍ଲାରୁ ୦୬ ଜଣ,ନୟାଗଡ଼ ଜିଲ୍ଲାରୁ ୨୮ ଜଣ,ପୁରୀ ଜିଲ୍ଲାରୁ ୧୩୯ ଜଣ,ରାୟଗଡ଼ା ଜିଲ୍ଲାରୁ ୧୧ ଜଣ,ସମ୍ବଲପୁର ଜିଲ୍ଲାରୁ ୨୩ ଜଣ,ସୋନପୁର ଜିଲ୍ଲାରୁ ୧୦ ଜଣ,ସୁନ୍ଦରଗଡ଼ ଜିଲ୍ଲାରୁ ୪୭ ଜଣ,ଷ୍ଟେଟ ପୁଲରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୯୬୭୫୪୮ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଥିବା ସମୟରେ ୯୪୩୦୬୯ ଜଣ ସୁସ୍ଥ ହୋଇସାରିଲାଣି। ୧୮୯୧୪ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଆଉ ଆଜି ରାଜ୍ୟରେ ୬୭ ଜଣଙ୍କର ମୃ-ତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୫୫୮୧୬୫୨ ଟେଷ୍ଟ ହୋଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *