ଟିକା ଲଗାଇବାକୁ ନେଇ ଧସ୍ତାଧସ୍ତି ହେଲେ ମହିଳା,ଜମେଇକି ହେଲା ମା-ର-ପି-ଟ୍,ଭିଡିଓ ଭାଇରାଲ

ଦେଶରେ କରୋନା ଭାଇରସରୁ ବଞ୍ଚିତ ହେବାପାଇଁ ଜୋରସୋରରେ ଟିକାକରଣ ଅଭିଯାନ ଚାଲୁଅଛି|ଟିକାକରଣ ଅଭିଯାନରେ ଲୋକଙ୍କ ଉତ୍ସାହ ଦେଖାଯାଇଛି ଫଳରେ ଟିକାକରଣ କେନ୍ଦ୍ରରେ ଜମେଇକି ଭିଡ ହେଉଛି|ଏହି ଭିଡ ବେଳେବେଳେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି|ଏମିତି ଏକ ମାମଲା ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରୁ ସାମ୍ନାକୁ ଆସିଛି ଯେଉଁଠାରେ ଟିକାକୁ ନେଇ ଟିକାକରଣ କେନ୍ଦ୍ରରେ ମହିଳା ନିଜ ମଧ୍ୟରେ ଲ-ଢା-ଇ କଲେ ଓ ଖୁବ ମା-ର-ପି-ଟ୍ ହେଲା|ସୋସିଆଲ ମିଡିଆରେ ଏହି ପୂରା ଘଟଣାର ଭିଡିଓ ବ୍ୟାପି ଯାଇଛି|

ଖରଗୋନର କସରାବାଦ୍ ତହସିଲର ଖଲବୁଜୁର୍ଗ ଗାଁର ଭିଡିଓ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି|ଏଠାକୁ ଦୁଇଜଣ ମହିଳା ଟିକାକରଣ କେନ୍ଦ୍ରକୁ ହାତା ପାଇଁ ଆସିଲେ|ଭିଡିଓରେ ଦେଖିପାରିବେ ଯେ ଟିକାକରଣ କେନ୍ଦ୍ରରେ ମହିଳାଙ୍କ ଲମ୍ବା ଲାଇନ ଲାଗିଥିଲା|ଏହି ସମୟରେ ପ୍ରଥମେ ଟିକା ଲଗାଇବାକୁ କିଛି ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା|ମାମୁଲି ଯୁକ୍ତିତର୍କରୁ ଆରମ୍ଭ ହୋଇଥିବା ଏହି ଘଟଣା ମାରପିଟର ରୂପ ନେଇଥିଲା|କଥା ଏତେ ବଢିଗଲା ଯେ ଲାଇନରେ ଠିଆ ହୋଇଥିବା ମହିଳାମାନେ ଜଣେ ଜଣଙ୍କ ବାଳ ଟାଣିଲେ|କିଛି ମହିଳାଙ୍କ ମଧ୍ୟରେ ମୁ-ଥ ମ-ରା-ମ-ରି ମଧ୍ୟ ହେଲା|

ଭିଡିଓରେ ଦେଖିପାରିବେ ଯେ କିଛି ପୁରୁଷ ମଧ୍ୟ ମହିଳାଙ୍କ ଲଢେଇକୁ ଶେଷ କରିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଅସଫଳ ହେଉଛନ୍ତି|ଲୋକଙ୍କ କହିବାନୁଯାୟୀ ସେଣ୍ଟରରେ ଠିକ୍ ବ୍ୟବସ୍ଥା ନହେବାରୁ ଲ-ଢା-ଇ ହୋଇଛି|ଲୋକଙ୍କ ଭିଡ ବଢିବା ଫଳରେ ବବାଲ ହେଲା ଓ ଦୈଡାଦୈଡି ଚାଲିଲା|ଯାହାକୁ ଯେଉଁଠାରେ ସୁଯୋଗ ମିଳିଲା ସେ ସେଣ୍ଟର ଭିତରେ ପଶିଗଲା,ଫଳରେ କର୍ମଚାରୀଙ୍କୁ ସମସ୍ୟା ସାମନା କରିବାକୁ ପଡିଲା|ଐହା ପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶର ଏକ ଟିକାକରଣ କେନ୍ଦ୍ରରେ ଲୋକଙ୍କ ଅଧିକ ଭିଡ ହେବା କାରଣରୁ ଧସ୍ତାଧସ୍ତି ହୋଇଥିଲା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *