ଦେଖନ୍ତୁ ଭିଡ଼ିଓ : ଜିନିଷ କିଣିବା ସମୟରେ ଏହି ବ୍ୟକ୍ତି ଜଣକ ଜଣେ ବୟସ୍କ ମହିଳାଙ୍କୁ ସାଇଡକୁ ଠେଲିଦେଲେ,ତା ପରେ ମହିଳା ଜଣକ ଯାହା କଲେ ଭିଡିଓ ଦେଖିଲେ ଚକିତ ହୋଇଯିବେ ଆପଣ

ଟିକେ ଭାବନ୍ତୁ,ଆପଣ ଜିନିଷ କିଣିବାକୁ ଦୋକାନ,ସୁପରମାର୍କେଟ୍ ବା ମଲରେ ଅଛନ୍ତି ଅଚାନକ ଆସିକି ଆପଣଙ୍କୁ କିଏ ଯଦି ଡିଷ୍ଟର୍ବ କଲା ତ କେମିତି ଲାଗିବ? ସ୍ବଭାବତଃ ସମସ୍ତଙ୍କୁ ରାଗ ଲାଗିବ|ଏତିକି ନୁହେଁ କିଛି ଲୋକ ହାତ ଉଠେଇ ଦେଇଥାନ୍ତି|ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବୁଲୁଛି|ଯେଉଁଥିରେ ଜଣେ ବ୍ୟକ୍ତି ବୟସ୍କ ମହିଳାଙ୍କୁ ଜିନିଷ କିଣିବା ସମୟରେ ଡିଷ୍ଟର୍ବ କଲେ|ଏହା ପରେ ମହିଳା ଜଣଙ୍କ ଯାହା କଲେ ତାକୁ ଦେଖି ହସିହସି ଗଡିଯିବେ|

ଏମିତି କୁହାଯାଏ ଯେ ବୟସ୍କ ଲୋକଙ୍କୁ ସଦାବେଳେ ସାହାଯ୍ୟ କରିବା ଆବଶ୍ୟକ|ତାଙ୍କୁ କେବେବି କଷ୍ଟ ଦେବାକଥା ନାହିଁ|କିନ୍ତୁ ଏହି ବ୍ୟକ୍ତିଙ୍କୁ ଦେଖିକି ଏମିତି ଲାଗୁଛି ଯେ ତାକୁ କିଛି ଫରକ ପଡୁନାହିଁ|ତେଣୁ ସେ ନିଜର ଫାଇଦା ପାଇଁ ବୟସ୍କ ମହିଳାଙ୍କ ସହ ଏମିତି କଲା|ଯାହା ପରେ ମହିଳା ଜବରଦସ୍ତ ବୁଦ୍ଧି ଶିଖେଇଲେ|ଯେମିତି ଆପଣ ଭିଡିଓରେ ଦେଖିପାରିବେ ଯେ ସୁପରମାର୍କେଟରେ ଜଣେ ମହିଳା ଜିନିଷ ବାହାର କରୁଥିଲେ|ସେତେବେଳେ ଜଣେ ବ୍ୟକ୍ତି ଫୋନରେ କଥା ହୋଇ ଆସିଲା ଓ ହାତ ଧରି ମହିଳାଙ୍କୁ ସାଇଡ୍ କଲା|ମହିଳାଙ୍କୁ ଏହି କଥା ବରଦାସ୍ତ ହେଲା ନାହିଁ ଓ ସେ ତୁରନ୍ତ ଜବାବ ଦେଇଥିଲେ,ଯାହାକୁ ଦେଖି ଲୋକମାନେ ହସିହସି ଗଡିଯିବେ|

ଭିଡିଓକୁ ଦେଖିକି ନ୍ୟୁଟନଙ୍କ ତୃତୀୟ ନିୟମ ନିଶ୍ଚିତ ଆପଣଙ୍କୁ ମନେପଡିଥିବ|ତେଣୁ କୁହାଯାଏ ବିନା କାରଣରେ କାହାକୁ ହଇରାଣ କରିବା ଅନୁଚିତ|ଲୋକଙ୍କୁ ଭିଡିଓ ବହୁତ ପସନ୍ଦ ଆସୁଛି|ଟୁଇଟରରେ ଏହି ଭିଡିଓକୁ @ଇଏଫ୍ଏସ୍_ଓଏମଜି ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଏବେ ଏହି ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଦେଖିସାରିଲେଣି ଓ ଭିଡିଓରେ ଜମେଇକି ମଜା ନେଉଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *