ବିବାହ କରିବାକୁ ପ୍ରତି-ଶ୍ରୁ-ତି ଦେଇ ଶାରୀ-ରିକ ସମ୍ପର୍କ ରଖି ଠ-କି ଦେଲା ପ୍ରେମିକ ; ନ୍ୟା-ୟ ମାଗୁଛି ଗର୍ଭ-ବତୀ ପ୍ରେମିକା

ବାହାଘର ହେବାକୁ ପ୍ରତି-ଶ୍ରୁ-ତି ଦେଲା ପ୍ରେମିକ। କିନ୍ତୁ, ଶାରୀ-ରିକ ସମ୍ପର୍କ ରଖି ସରିଲାପରେ ଛାଡିଦେଲା ପ୍ରେମିକ। ପ୍ରେମିକା ଗର୍ଭ-ବତୀ ହେଲାପରେ ଠ-କି ଦେଲା ପ୍ରେମିକ। ବାହାଘର ବି କଲାନି। ଏହିଭଳି ଲ-ଜ୍ୟାଜ-ନକ ଘ-ଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥା-ନା ନଳିପୁର ପଞ୍ଚାୟତରେ। ନ୍ୟା-ୟ ପାଇବା ପାଇଁ ଥା-ନାରେ ଦ୍ବା-ରସ୍ଥ ହେଲେ ପୀ-ଡ଼ିତା।

ସୂଚନା ଅନୁଯାୟୀ,ଏହି ଅଞ୍ଚଳର ମାକରମ ଅଲ୍ଲିଙ୍କ ଝିଅ ଘର ପାଖରେ ସାଦତ ଖାଁ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କର ଦୀର୍ଘ ଦିନ ପର୍ଯ୍ୟନ୍ତ ମିଳାମିଶା କରୁଥିଲେ। ସାଦତ ଖାଁ ଉକ୍ତ ଯୁବତୀଙ୍କ ସହିତ ବିବାହ କରିବାର ପ୍ରତି-ଶୃତି ଦେଇ ଯୁବତୀଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖିଥିଲେ। କିନ୍ତୁ, ଯେତେବେଳେ ଯୁବତୀ ଜଣକ ଗର୍ଭ-ବତୀ ହେଲେ ସେତେବେଳେ ଯୁବକ ଜଣକ ବିବାହ କରିବାକୁ ମନା କରି ଫେ-ରା-ର ହୋଇଯାଇଛନ୍ତି। ଆଉ ଅନ୍ୟପାର୍ଶ୍ୱରେ ଯୁବତୀଙ୍କ ପରିବାର ଲୋକେ ଆପୋଷ ସମାଧାନ କରିବା ପାଇଁ ଯୁବକଙ୍କ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ, ଯୁବକଙ୍କ ପରିବାର ସଦସ୍ୟ ବାହାଘର ହୋଇପାରିବ ନାହିଁ ବରଂ ଟଙ୍କା ନେଇ ଏହି ଘଟ-ଣାକୁ ର-ଫାଦ-ଫା କରିବାକୁ କହିଥିଲେ।

ଫଳରେ, ପୀ-ଡ଼ି-ତା ଯୁବତୀ ନ୍ୟା-ୟ ପାଇବା ପାଇଁ ବାଲିଚନ୍ଦ୍ରପୁର ଥା-ନାରେ ଅଭି-ଯୋଗ କରିବା ସହିତ ଯୁବକଙ୍କ ସହିତ ବିବାହ କରିବାକୁ ଦା-ବି କରିଥିଲେ। ଏନେଇ ବାଲିଚନ୍ଦ୍ରପୁର ଥା-ନାର ପୋ-ଲି-ସ ଘ-ଟ-ଣା ସମ୍ପର୍କରେ ତ-ଦ-ନ୍ତ ଜା-ରି ରଖିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *