ଟାଟୁରୁ ଆରମ୍ଭ ଝ-ଗ-ଡ଼ା ; ଯୋଡ଼ିହେଲା ଯୌତୁକ ନି-ର୍ଯାତ-ନା, ପତ୍ନୀଙ୍କ ନାଁରେ ସା-ଙ୍ଘାତି-କ ଅଭି-ଯୋଗ ଆଣିଲେ ସ୍ବାମୀ

କଟକ ମର୍କତନଗରର ମୋହିତ ଶର୍ମା ଓ ବାଲେଶ୍ଵର ବାସିନ୍ଦା ସୋନାଲି ଦାସଙ୍କ ମଧ୍ୟରେ ଫେସବୁକ ରେ ପ୍ରେମ ହୋଇଥିଲା। ଆଉ ଉଭୟ ପରିବାରର ସହମତିରେ ଗତବର୍ଷ ନଭେମ୍ବର ମାସରେ ପ୍ରେମ ବିବାହ କରିଥିଲେ।କିନ୍ତୁ, ବିବାହର ୮ ମାସ ନପୂରୁଣୁ ଥା-ନାରେ ପତ୍ନୀଙ୍କ ନାଁରେ ଅଭି-ଯୋଗ କରିଲେ। ପତ୍ନୀଙ୍କ ପ୍ରାଇ-ଭେଟ ପା-ର୍ଟରେ ପୂର୍ବତନ ପ୍ରେମିକର ନାଁର ଟାଟୁ ଅଛି। ଆଉ ତାଙ୍କୁ ବାରମ୍ବାର ଶାରୀ-ରିକ ଓ ମାନ-ସିକ ନିର୍ଯ୍ୟା-ତନା ଦେବା ସହିତ ଜୀବନରୁ ମା-ରି ଦେବାର ଧ-ମକ ଦେଉଥିଲେ ଅଭି-ଯୁକ୍ତ ବୋଲି ଥା-ନାରେ ଅଭି-ଯୋଗ କରିଛନ୍ତି। କିନ୍ତୁ, ସ୍ଵାମୀଙ୍କ ନାଁ ରେ ପତ୍ନୀ ଆଣିଛନ୍ତି ଓଳଟା ଅଭି-ଯୋଗ। ତାଙ୍କ ସ୍ଵାମୀ ତାଙ୍କୁ ବାରମ୍ବାର ନିର୍ଯା-ତନା ଦେଉଥିଲ ସେତିକି ନୁହେଁ, ଯେତେବେଳେ ସେ ଗର୍ଭ-ବତୀ ଥିଲେ ସେତେବେଳେ ତାଙ୍କର ଗ-ର୍ଭ ମଧ୍ୟ ନ-ଷ୍ଟ କରିଦେଇଥିଲେ।

ଅନ୍ୟ ମହିଳାଙ୍କ ସହିତ ତାଙ୍କର ଅନୈ-ତିକ ସମ୍ପର୍କ ରଖିଥିବା ବେଳେ ତାଙ୍କୁ ଘରୁ ବି-ଦା କରିବା ପାଇଁ ଏଭଳି ଷ-ଡ଼ଯ-ନ୍ତ୍ର ରଚିଛନ୍ତି। ତେବେ ଘଟ-ଣାଟି ଅଦା-ଲତକୁ ଯିବା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ହା-ଜର କରିବା ପାଇଁ ମହିଳା ଥା-ନା ତରଫରୁ ନୋ-ଟିସ ଜା-ରି କରାଯାଇଛି। ଉଭୟ ଶୁକ୍ରବାର ଦିନ ମଧ୍ୟସ୍ଥତା କେନ୍ଦ୍ରରେ ହା-ଜର ହୋଇଥିଲେ। କିନ୍ତୁ, ସମାଧାନ ହେବା ପଛରେ ଆହୁରି ବଢ଼ିଗଲା।

ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ହଠାତ ଅଭି-ଯୋଗକା-ରୀ ନିଜ ପତ୍ନୀଙ୍କ ନାଁରେ କଟକ ମର୍କତନଗରର ଥା-ନାରେ ଏ-ତ-ଲା ଦା-ଏ-ର କରିଥିଲେ। କିନ୍ତୁ, ପତ୍ନୀ କହିଛନ୍ତି ଯେ ନିର୍ଯା-ତନା ସହି ନପାରି ସେ ମହିଳା ଥା-ନାରେ ସ୍ଵାମୀଙ୍କ ବି-ରୋ-ଧରେ ଅଭି-ଯୋଗ କରିଥିଲେ। କାଉନସେଲିଂ ନୋ-ଟି-ସ ଜା-ରି ହେବାପରେ ଯୁବକ ଏହିଭଳି ଭିତ୍ତିହୀନ ଅଭି-ଯୋଗ ଆଣିଛନ୍ତି।

ଯେଉଁ ଯୁବକଙ୍କୁ ନେଇ ଏଭଳି ଚର୍ଚ୍ଚା ଉପୁଜିଛି, ସେହି ଯୁବକ ଜଣକ ପୂର୍ବରୁ ଯୁବତୀଙ୍କୁ ପ୍ରେମ ନିବେଦନ କରି ବି-ଫ-ଳ ହୋଇଥିଲେ। ଆଉ ପରେ ରା-ଗରେ ସେ ତାଙ୍କ ଉପରକୁ ଗୁ-ଳି ଚଳାଇଥିଲେ। କିନ୍ତୁ, ପତ୍ନୀ ତାଙ୍କ ସହିତ ସ-ମ୍ପ-ର୍କକୁ ଖ-ଣ୍ଡନ କରିଥିଲେ ମଧ୍ୟ ସ୍ବାମୀ ମୋହିତ ପତ୍ନୀ ସୋନାଲି ସହିତ ରହିବାକୁ ରାଜି ହେଉନାହାଁନ୍ତି। ସନାଲିଙ୍କ ବାପା ମଧ୍ୟ ଜ୍ବାଇଁ ନାଁରେ ଅନେକ ଅଭି-ଯୋଗ କରିଛନ୍ତି।

କାଉନସିଲରଙ୍କ ସହିତ ଆଲୋଚନା ଜା-ରି ରହିଛି। ଆସନ୍ତା ଅଗଷ୍ଟ ୩ ତାରିଖରେ ପରବର୍ତ୍ତୀ କାଉନସେଲିଂ ଅଛି। ତେବେ ଉଭୟ ପତି ପତ୍ନୀ ନିଜ ଇଚ୍ଛାରେ ଘର ସଂସାର କରିଥିଲେ। କିନ୍ତୁ, କିଛି ମାସ ପରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି।

Leave a Reply

Your email address will not be published.