Dance Video : ଛୋଟ ଝିଅଟି ଶିଳ୍ପା ସେଟ୍ଟିଙ୍କ ସୁପରହିଟ ଗୀତରେ ଜବରଦସ୍ତ ନାଚିଲେ, ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଏହି ଭିଡ଼ିଓକୁ

Dance Video:- ଆଜିକାଲିର ପିଲା ମାନେ ଛୋଟ ବେଳୁ ହିଁ ବହୁତ ଦକ୍ଷଶିଳ ହୋଇଥାନ୍ତି। କଥା କହିବା ସହ ନିଜର ଅଭିନବ ଉପାୟରେ ଲୋକମାନଙ୍କ ହୃଦୟ ଜିତି ଥାନ୍ତି। ସୋସିଆଲ ମିଡ଼ିଆରେ ଛୋଟ ପିଲାଙ୍କ ଆକାଉଣ୍ଟ ରହିଛି ଓ ସେମାନେ ସେଥିରେ ନିଜର ଦକ୍ଷତା ଦେଖାଇଥାନ୍ତି। ଇଂଷ୍ଟାଗ୍ରାମରେ ତାନିଆ ନାମକ ଏକ ଛୋଟ ଝିଅ ଅତି ସୁନ୍ଦର ଡ୍ୟାନ୍ସ ଦ୍ୱାରା ଲୋକମାନଙ୍କ ହୃଦୟ ଜିତି ସାରିଛି। ଶିଳ୍ପା ସେଟ୍ଟୀଙ୍କ ସୁପରହିଟ ଗୀତରେ ରେକର୍ଡ କରାଯାଇଥିବା ଡ୍ୟାନ୍ସର ଭିଡ଼ିଓ ଏବେ ଭାଇରାଲ ହେଉଛି।

ଶିଳ୍ପା ସେଟ୍ଟୀ ଙ୍କ ଗୀତରେ ଅଣ୍ଟା ହଲେଇ ନାଚିଲେ:-

ସୋସିଆଲ ମିଡ଼ିଆ ସାଇଟ ଇଂଷ୍ଟାଗ୍ରାମରେ ତାନିଆ ଓ ସୋନିଆ ନାମକ ଏକ ଆକାଉଣ୍ଟ ଅଛି। ଏହି ପେଜରେ ମାଆ ଓ ଝିଅର ଜବରଦସ୍ତ ଭିଡ଼ିଓ ସେୟାର କରାଯାଇଥାଏ। ମାଆ ଓ ଝିଅ ଦୁଇ ଜଣ ଡ୍ୟାନ୍ସ କରିବାରେ ପାରଙ୍ଗମ୍ୟ ଅଟନ୍ତି। ଡ୍ୟାନ୍ସର କୌଶଳ ଦେଖାଇବା ସହ ଆଖିର ଯାଦୁରେ ଲୋକମାନଙ୍କୁ ମୋହିତ କରିଦିଅନ୍ତି। ତାନିଆ କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଗୀତରେ ଜବରଦସ୍ତ ନାଚ ନାଚିଥିଲେ। ଏହି ଭିଡ଼ିଓ ଏବେ ଭାଇରାଲ ହେଉଛି।

ଝିଅର ସ୍ୱାଗ ହୃଦୟ ଜିତିଗଲା:-

 

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Tania & Sony (@tania_and_sony)

ଛୋଟ ଝିଅ ତାନିଆ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସୁପରହିଟ ଫିଲ୍ମ ‘ମେଂ ଖିଲାଡି ତୁ ଅନାଡୀ’ ର ସୁପରହିଟ ଗୀତ ‘ଚୁରାକେ ଦିଲ ମେରା’ ଗୀତରେ ଡ୍ୟାନ୍ସ କରୁଥିବାର ନଜରକୁ ଆସିବେ। ଇଂଷ୍ଟାଗ୍ରାମର ରିଲରେ ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୬୦ ହଜାର ଲୋକ ଦେଖି ସାରିଲେଣି। ସମସ୍ତେ ଏହି ଭିଡ଼ିଓକୁ ପ୍ରଶଂସା କରୁଛନ୍ତି। ଏହି ଭିଡ଼ିଓରେ ଝିଅଟି ଠିକ ଶିଳ୍ପା ସେଟ୍ଟୀ ଭଳି ନାଚୁଛି। ଝିଅଟିର ଆଉଟଫିଟ ମଧ୍ୟ ଶିଳ୍ପାଙ୍କ ସହ ମ୍ୟାଚ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *