୧୨ ବର୍ଷର ପ୍ରେଗନେଣ୍ଟ ଝିଅକୁ ଡେଲିଭରି କରାଇବାକୁ ଆସିଲେ ଯୁବକ, ବ-ଳା-ତ୍କା-ର ଅଭିଯୋଗରେ ହେଲେ ଗି-ର-ଫ ,ଜାଣନ୍ତୁ ପୁରା ଘଟଣା

ଆମେରିକାରେ ଜଣେ ୨୪ ବର୍ଷୀୟ ବ୍ୟକ୍ତିଙ୍କୁ ରେପ ଆ-ରୋ-ପ-ରେ ଗି-ର-ଫ କରାଗଲା। ଏହି ବ୍ୟକ୍ତିଙ୍କ ଉପରେ ଆ-ରୋ-ପ ହେଉଛିକି ସେ ନିଜ ସହିତ ୧୨ ବର୍ଷର ନାବାଳିକା ପ୍ରେଗନେଣ୍ଟ ଝିଅକୁ ହସ୍ପିଟାଲ ଡେଲିଭରି ପାଇଁ ନେଇ ଆସିଥିଲେ। ଏହି ବ୍ୟକ୍ତି କହିଲେକି ସେ ଏହି ନାବାଳିକ ଝିଅଙ୍କ ସହିତ ରିଲେସନଶିପରେ ଅଛନ୍ତି।

ଓକଲାହୋମା ସହରର ହୀଲକ୍ରେଶ୍ଚ ମେଡିକାଲ ସେଣ୍ଟରରେ କିଛି ଦିନ ପୂର୍ବେ ପୋଲିସକୁ ସୂଚନା ଦିଆଯାଇଥିଲାକି ଜଣେ ୧୨ ବର୍ଷର ପ୍ରେଗନେଣ୍ଟ ଝିଅକୁ ଏହି ସେଣ୍ଟରକୁ ଅଣାଯାଇଥିଲା। ଏହି ଝିଅର ଡେଲିଭରି ସଫଳ ରହିଲା ଓ ମା-ଝିଅ ସୁରକ୍ଷିତ ଅଛନ୍ତି। ପୋ-ଲି-ସ ଘଟଣାସ୍ଥଳରୁ ଏହି ଯୁବକଙ୍କୁ ଏ-ରେ-ଷ୍ଟ କରିଛି।

୨୪ ବର୍ଷୀୟ ଜୁଆନ ମିରାଣ୍ଡା ଜାରା ନାମକ ଏହି ବ୍ୟକ୍ତି ପୋ-ଲି-ସ-କୁ କହିଲେକି ସେ ଅକ୍ଟୋବର ୨୦୨୦ରୁ ଏହି ଝିଅ ସହିତ ରିଲେସନଶିପରେ ଅଛନ୍ତି। ପୋ-ଲି-ସ ଆହୁରି ମଧ୍ୟ କହିଲାକି ସେ ଏହି କଥାକୁ ସ୍ଵୀକାର କରିଛିକି ସେ ଆଦୌ ଡରୁନଥିଲା ଓ ସେ ନିଜର ପିତା ହେବା ଖୁସିରେ ଗର୍ବ ଅନୁଭବ କରୁଥିଲା।

ଏହି ବ୍ୟାକରି ହସ୍ପିଟାଲରେ ପୋଲିସକୁ ଦେଖି ବହୁତ ଦ୍ଵନ୍ଦରେ ଦେଖାଯାଉଥିଲା ଓ ଏହି କଥା ଉପରେ କୌଣସି ଅନୁଭବ ନଥିଲାକି ସେ ନାବାଳିକ ଝିଅ ସହିତ ସମ୍ବନ୍ଧ ରଖି ସଙ୍ଗୀନ ଅ-ପ-ରା-ଧ କରିଛନ୍ତି। ଓକଲାହୋମା ସହରରେ କଂସେଣ୍ଟଙ୍କ ବୟସ ୧୬ ବର୍ଷ ଅଟେ।

୫ଜଣ ପୋ-ଲି-ସ ଅଫିସର ଡେନି ବିନ ଫୋକ୍ସ ୨୩ଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ କହିଲେକି ସାଧାରଣ କପଲଙ୍କ ପରି ସେ ହସ୍ପିଟାଲକୁ ଆସିଥିଲେ ଓ ଡେଲିଭରିକୁ ନେଇ ବହୁତ ଉତ୍ସାହିତ ଦେଖାଯାଉଥିଲେ। ତାଙ୍କୁ ଲାଗୁଥିଲାକି ସବୁକିଛି ଠିକ ଅଛି। ଏହି ନାବାଳିକ ଝିଅ ଝିଅକୁ ଜନ୍ମ ଦେଲା ଓ ତାଙ୍କୁ ହସ୍ପିଟାଲରୁ ରିଲିଜ କରିଦିଆଯାଇଛି।

ପୋ-ଲି-ସ ଏହି ବିଷୟରେ କୌଣସି ସୂଚନା ଦେଇନାହିଁକି ଜୁଆନଙ୍କ ସାକ୍ଷାତ ଏହି ଝିଅଙ୍କ ସହିତ କିପରି ହୋଇଥିଲା। ପୋ-ଲି-ସ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିଲାକି ୧୨ ବର୍ଷର ଝିଅକୁ ୯ମାସ ପ୍ରେଗନେଣ୍ଟ ରହିବା ପରେ ମଧ୍ୟ କେହି କିପରି ପ୍ରଶାସନରେ ରିପୋର୍ଟ କରିଲେ ନାହିଁ।

କିଛି ସୋସିଆଲ ମିଡିଆ ପୋଷ୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଲାକି ଜୁଆନଙ୍କର କିଛି ସମ୍ପର୍କୀୟଙ୍କୁ ତାଙ୍କର ରିଲେସନଶିପ ବିଷୟରେ ଜଣାଥିଲା। ଜୁଆନ ନିଜର ଫେସବୁକ ପେଜରେ ଭଲ ଭାବରେ ଲେଖିଥିଲେକି ସେ ଏକ ନାବାଳିକା ସହିତ ରିଲେସନଶିପରେ ଅଛନ୍ତି। ଓ ସେ ନିକଟରେ ବେବି ସାୱାରର ଫୋଟ ମଧ୍ୟ ପୋଷ୍ଟ କରିଥିଲେ।

ଜୁଆନଙ୍କୁ ରେପ ଆରୋପରେ ଏରେଷ୍ଟ କରାଯାଇଥିଲା। ବେଲ ପାଇଁ ତାଙ୍କୁ ୫୦ହଜାର ଡଲାର୍ସର ବଣ୍ଡ ଦେବାକୁ ହେବ। ପୋ-ଲି-ସ-ର କହିବା କଥାକି ଅଣ୍ଡରଏଜ କୋଗୁଣ ଜୁଆନଙ୍କ ଉଓରେ ଧାରା ଲାଗିଛି। ଜୁଆନଙ୍କର ଆଗାମୀ ହାଜିର ଅଗଷ୍ଟ ୨୬ରେ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *